Home Left

ନିଆଁରେ ସେକି ହେଉଥିଲେ ପୋଡ଼ିଗଲେ…

ବଡ଼ସାହି,୬ା୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ସାନକେରକ ପଞ୍ଚାୟତର ଟିକାୟତ ପୁର ଗ୍ରାମରେ ନିଆଁରେ ପୋଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପାର୍ବତୀ ସାହୁ (୭୦)। ଥଣ୍ଡାରୁ ରକ୍ଷା ପାଇବା ଲାଗି ଗୁରୁବାର ସକାଳେ ନିଆଁରେ…

ଜୋଷୀମଠରେ ବଡ଼ ଫାଟ: ତୁରନ୍ତ ଘର ଖାଲି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୬।୧: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ଅଞ୍ଚଳରେ ମାଟି ଦବିଛି। ଫଳରେ ଶହ ଶହ ଘରେ ଏବଂ ରାସ୍ତାରେ ବିପଜ୍ଜନକ ଫାଟ ସୃଷ୍ଟି ହୋଇଛି। ଜୋଷୀମଠରେ ମାଟି ଦବୁଥିବାରୁ ୫୬୦ରୁ ଊର୍ଦ୍ଧ୍ୱ ଘରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି।…

ଶିକ୍ଷକଙ୍କ ବଦଳିକୁ ବିରୋଧ: ଧାରଣାରେ ବସିଲେ ଛାତ୍ରୀଛାତ୍ର

ମୋରଡ଼ା,୬ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତରେ ଥିବା ନିଚୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରିଛନ୍ତି। କ୍ଲାସ ବନ୍ଦ କରି ଶୁକ୍ରବାର ସମସ୍ତେ ବିଦ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଥିଲେ। ସୂଚନା ଅନୁଯାୟୀ,ଉକ୍ତ…

ଜମାକାରୀଙ୍କ ଅର୍ଥ ହଡ଼ପ: ପୋଲିସର ନିରବତାକୁ ନେଇ ଅସନ୍ତୋଷ

ବାରିପଦା ଅଫିସ,୬ା୧: ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ମୁକ୍ତାପୁର ପଞ୍ଚାୟତର ଶତାଧିକ ଲୋକଙ୍କଠାରୁ କିଓସ୍କ ବ୍ୟାଙ୍କ ଜରିଆରେ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା ପଦାକୁ ଆସିଛି। ଏ ନେଇ ବେତନଟୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସର ନିରବତାକୁ ନେଇ…

ବିମାନରେ ଅସଦାଚରଣ ସହ୍ୟ କରାଯିବ ନାହିଁ: ଆଡଭାଇଜରୀ ଜାରି କଲା ଡିଜିସିଏ

ନୂଆଦିଲ୍ଲୀ,୬।୧: ନିକଟରେ ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଜ ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଘଟଣା ସାମ୍ନାକୁ ଆସିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ସବୁ ମାହୋଲରେ ନିନ୍ଦା କରାଯାଇଛି। ଏଭଳି ଘଟଣା ପରେ ବର୍ତ୍ତମାନ ଦେଶର ଡାଇରେକ୍ଟୋରେଟ ଜେନେରାଲ…

କେସ୍‌ ଡାଏରୀ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ପ୍ରସଙ୍ଗରେ କେସ୍‌ ଡାଏରୀ ଦାଖଲ ପାଇଁ କମିଶନରେଟ୍‌ ପୋଲିସ ଶୁକ୍ରବାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କେସ ଡାଏରୀ ଅନୁଧ୍ୟାପରେ ହାଇକୋର୍ଟ ଯାହା କିଛି ନିଷ୍ପତ୍ତି ନେଇପାରନ୍ତି। ନୟାପଲ୍ଲୀ ଥାନାରେ ରୁଜୁ…

ବଲିଉଡ୍‌ର ଅନେକ ତାରକାଙ୍କ ସମ୍ପତ୍ତିକୁ ଟକ୍କର ଦେବ ଏହି ପୋଷା ବିଲେଇ, ରୋଜଗାର ଜାଣିଲେ…

ଗ୍ରାମୀ ପୁରସ୍କାର ବିଜେତା ଗାୟିକା ଟେଲର ସ୍ବିଫ୍ଟଙ୍କ ବିଲେଇ ଅଲିଭିଆ ବେନସନ ସବୁଠାରୁ ଧନୀ ଗୃହପାଳିତ ପଶୁ ତାଲିକାରେ ସାମିଲ ହୋଇଛି। ମୋଟ ସମ୍ପତ୍ତି ମାମଲାରେ ସେ ବଲିଉଡ୍‌ର ବଡ ବଡ ତାରକାଙ୍କୁ ଟକ୍କର ଦେଉଛି। ୨୦୧୪ରୁ ସେ ଟେଲରଙ୍କ ସହ…

ପନ୍ତଙ୍କ ହେବ ଲିଗାମେଣ୍ଟ ସର୍ଜରୀ

ନୂଆଦିଲ୍ଲୀ,୬।୧: ଛଅ ଦିନ ପୂର୍ବେ ବଡ଼ ସଡ଼କ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ପ୍ରଥମେ ଡେରାଡୁନ୍‌ ପରେ ଏବେ ଅଧିକ ଚିକିତ୍ସା ଲାଗି ମୁମ୍ବାଇ ଅଣାଯାଇଛି। ତେବେ ତାଙ୍କର ଲିଗାମେଣ୍ଟ ସର୍ଜରୀ…

ୟୁରୋପକୁ ତୈଳ ଯୋଗାଇବ ନାହିଁ ରୁଷିଆ

ମସ୍କୋ,୬।୧: ରୁଷିଆ ଓ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଭାରତ ସହିତ ରୁଷିଆ ତୈଳ ବ୍ୟବସାୟ କ୍ରମାଗତ ଭାବେ ଶୀର୍ଷରେ ପହଞ୍ଚିଛି। ଇତିମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି, ଆର୍କଟିକ ଅଞ୍ଚଳରୁ ବାହାରୁଥିବା ଅଶୋଧିତ ତୈଳ ଯୋଗାଣକୁ ଭାରତ ଏବଂ ଚାଇନାକୁ ରିହାତିରେ…

ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ବୟାନ ଜାରି

ନୂଆଦିଲ୍ଲୀ,୬।୧: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ଅସୁସ୍ଥ ହୋଇ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫୁସଫୁସ୍‌ଜନିତ ସଂକ୍ରମଣ ହେତୁ ତାଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଡାକ୍ତରଖାନା ପକ୍ଷରୁ ବୟାନ ଜାରି କରାଯାଇଛି।…

ବିମାନରେ ମହିଳାଙ୍କ ସହ ଅସଦାଚରଣ କରିଥିବା ଶଙ୍କର ମିଶ୍ରଙ୍କ ଚାକିରି ଗଲା

ନୂଆଦିଲ୍ଲୀ,୬।୧: ଗତବର୍ଷ ନଭେମ୍ବର୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ ତାଙ୍କୁ ତାଙ୍କ କମ୍ପାନୀ ଓ୍ବେଲ୍ସ ଫାର୍ଗୋ ଟର୍ମିନେଟ୍‌ସ୍‌(ବରଖାସ୍ତ) କରିଛି। କମ୍ପାନୀ…

ବାଲୁଚିସ୍ତାନରେ ବିଦ୍ରୋହୀଙ୍କ ଉପରକୁ ଗୁଳି ଚଳାଇଲା ପାକିସ୍ତାନୀ ସେନା

ଇସଲାମାବାଦ,୬।୧: ପାକିସ୍ତାନ ଦଖଲରେ ଥିବା ଗିଲଗିଟ୍‌-ବାଲୁଚିସ୍ତାନରେ ସ୍ବାଧୀନତା ଲାଗି ବିଦ୍ରୋହ କରୁଥିବା ବିକ୍ଷୋଭକାରୀଙ୍କ ଉପରକୁ ପାକିସ୍ତାନୀ ସେନା ଗୁଳି ଚଳାଇଛି। ଏହି ଗୁଳିମାଡ଼ରେ ଅନେକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଗତ କିଛି ଦିନ ଧରି ପାକିସ୍ତାନ ସରକାରଙ୍କ ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri