Home Left

ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ, ଡିଜେଲ ବିକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର,୩।୮(ସୁନିତ୍‌ ମିଶ୍ର): ପ୍ଲାଷ୍ଟିକ୍‌ ବୋତଲ ତଥା ନିଷିଦ୍ଧ କଣ୍ଟେନରରେ ପେଟ୍ରୋଲିୟମ ସାମଗ୍ରୀ ବିକ୍ରି, ଯୋଗାଣ, ସଂରକ୍ଷଣ ଓ ପରିବହନକୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ରାଜ୍ୟର ସବୁ...

ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ମିଳିବ ଫଳ

ଭୁବନେଶ୍ୱର,୩ା୮(ଅନୁରାଧା ମହାରଣା):  ସ୍କୁଲ ମଧ୍ୟାହ୍ନଭୋଜନରେ ଏଣିକି ଫଳ ମିଳିବ। ପିଏମ୍‌ ପୋଷଣ ଯୋଜନାରେ ଆମିଷ ଖାଉ ନ ଥିବା ଛାତ୍ରୀଛାତ୍ରଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯିବ। ଭୋଜନରେ ଋତୁକାଳୀନ ଫଳ ଯୋଗାଇ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ପିଏମ୍‌ ପୋଷଣ ନୋଡାଲ...

ପଞ୍ଚମ ଟେଷ୍ଟ: ବିଜୟ ଲକ୍ଷ୍ୟରେ ଭାରତ

ଲଣ୍ଡନ,୨ା୮: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ୨୨୪ ରନ କରିଥିବା ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ୨୪୭ ରନରେ ସୀମିତ ରଖିଥିଲା। ଫଳରେ ୨୩ ରନରେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

ଶେରଗଡ଼,୨ା୮(ସୂର୍ଯ୍ୟ ନାରାୟଣ ଦାଶ): ଆଉ କିଛି ସମୟ ପରେ ବସ୍‌ ଆସିଥିଲେ ଗାଁରେ ପରିବାର ଲୋକଙ୍କ ନିକଟରେ ପହଞ୍ଚି ଥାନ୍ତେ। ସୁରଟରୁ ଆସି ଶେରଗଡ଼ ଚାରିଛକରେ ବସ୍‌କୁ ଅପେକ୍ଷା କରିଥିଲେ। ଅଥଚ ସେଠାରେ ଛକି ବସିଥିଲା ମୃତ୍ୟୁ। ବିଦ୍ୟୁତ୍‌ ସଂସ୍ପର୍ଶରେ...

ଆଜିଠୁ ୭ ଯାଏ ବର୍ଷା ସହ ବଜ୍ରପାତ ଆଶଙ୍କା, ଏସବୁ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର,୨ା୮(ଅନୁରାଧା ମହାରଣା) – ରାଜ୍ୟରେ ବର୍ଷା ଧୀରେ ଧୀରେ କମିଥିବାବେଳେ ଏବେ ଅଧିକାଂଶ ଜିଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ୭...

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ନବୀନଙ୍କ ଟୁଇଟ୍‌, କହିଲେ… 

ଭୁବନେଶ୍ୱର,୨।୮: ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଦୀର୍ଘଦିନର ଲଢ଼େଇ ପରେ ଶେଷରେ ନୀରବି ଯାଇଛନ୍ତି ସେ। ତେବେ ଏନେଇ ଶନିବାର ସ୍ପଷ୍ଟ ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି। ଗୋଟିଏ ପଟେ ପୀଡ଼ିତାଙ୍କ ବାପା ସାମ୍ନାକୁ ଆସି ରାଜ୍ୟ...

୨୭ ଫୁଟର କାଉଡ଼ି ଭାର ଧରି ଚାଲିଲେ କାଉଡିଆ

ଫୁଲବାଣୀ,୨ା୮(ରାକେଶ କୁମାର ରାଉତ): ଏବେ କାଉଡିଆଙ୍କ ଭିଡ଼ ଲାଗିଛି ମହାଦେବଙ୍କ ପାଖରେ ଜଳ ଲାଗି କରିବାକୁ। ଅନେକ ଆକର୍ଷଣୀୟ କାଉଡି ଏବେ ଦର୍ଶନୀୟ ବସ୍ତୁ ପାଲଟିଛି। ଶନିବାର ଫୁଲବାଣୀ ସହରରୁ ଏଭଳି ଅନେକ କାଉଡିଆ ଦଳ ସୁଦୃଶ୍ୟ କାଉଡି ଭାର...

ବଡ଼ ବୟାନ ଦେଲେ ବଳଙ୍ଗା ପୀଡ଼ିତାଙ୍କ ବାପା, ସରକାରଙ୍କୁ ନେଇ କହିଦେଲେ… 

ଭୁବନେଶ୍ୱର,୨।୮: ଦିଲ୍ଲୀ AIIMSରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଯୋଜନା କରୁଥିବା ବେଳେ ପୀଡ଼ିତାଙ୍କ ବାପା ବଡ଼ ବୟାନ ଦେଇଛନ୍ତି।...

ସହରରେ ବୁଲୁଥିଲେ ଅଜଣା ଯୁବକ: ପୋଲିସ ଜିମା ଦେଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ବୁଲୁଥିଲେ ଜଣେ ଅଜଣା ଯୁବକ। ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ତାଙ୍କୁ ଧରି ଶନିବାର ଥାନାରେ ଜିମା ଦେଇଛନ୍ତି l ଅପରାହ୍ନରେ ଯୁବକ ଜଣକ ଗଞ୍ଜାମ ଷ୍ଟେଶନରେ ବୁଲାବୁଲି କରୁଥିଲେ। ସେତିକିବେଳେ ସ୍ବେଚ୍ଛାସେବୀ ଉମା ଶଙ୍କର...

ସମୁଦ୍ରକୁ ମାଛ ମାରିବାକୁ ଯାଇ ଗୋଟିଏ ପରିବାର ୪ ନିଖୋଜ

କାଳିପଦା,୨ା୮(ରାଜଶ୍ରୀ ପାଣିଗ୍ରାହୀ): ସମୁଦ୍ରକୁ ମାଛ ମାରିବାକୁ ଯାଇ ବାଲିଆପାଳ ବ୍ଲକ ଚମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ୪ଜଣ ନିଖୋଜ ହୋଇଯାଇଛନ୍ତି। ଶନିବାର ଡଙ୍ଗା ମାଲିକ ମଧୁସୂଦନ ଗିରି ( ୩୫) ତାଙ୍କ ବାପା ଗୋପାଳ ଗିରି ( ୬୦), ବଡ...

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ: କଂଗ୍ରେସର କଡ଼ା ଚେତାବନୀ, ଓଡ଼ିଶାରେ ହେବ ସବୁଠୁ ବଡ଼ ଆନ୍ଦୋଳନ

ଭୁବନେଶ୍ୱର,୨।୮: ଦୀର୍ଘଦିନର ମୃତ୍ୟୁ ସହ ସଂଘର୍ଷ ପରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା। ପୀଡିତାଙ୍କ ମୃତ୍ୟୁ ଘଟଣାରେ ବର୍ତ୍ତମାନ ରାଜନୀତି ଉଷ୍ମ ହେବାରେ ଲାଗିଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଥିବାବେଳେ ବଳଙ୍ଗା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର...

ଅଗଷ୍ଟ ମାସରେ ଏହି ୫ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ: ନଚେତ ପ୍ରେମ, କ୍ୟାରିୟର, ସ୍ବାସ୍ଥ୍ୟ, ପରିବାର ଉପରେ…

ଅଗଷ୍ଟ ମାସ ଆରମ୍ଭ ହୋଇଛି। ଏହି ମାସରେ କିଛି ରାଶିଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପ୍ରେମ ସମ୍ପର୍କ, କ୍ୟାରିଅର, ସ୍ବାସ୍ଥ୍ୟ, ବ୍ୟବସାୟ, କୋର୍ଟ ମାମଲା ଓ ପରିବାର ସହ ଜଡ଼ିତ ବିଷୟରେ ସାବଧାନ ରହିବା ଜରୁରୀ। ନଚେତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri