Home Left

ବିଦେଶୀ ଖେଳାଳି ଖାଇବେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ

ରାଉରକେଲା,୧୩।୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ଅନେକ ବିଦେଶୀ ଖେଳାଳି ଓଡ଼ିଶା ଆସିଛନ୍ତି। ଏ ନେଇ ରାଉରକେଲା ବିର୍ସାମୁଣ୍ଡା ଓ କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ତେବେ ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟକୁ ସେମାନଙ୍କୁ ଉପହାର ସ୍ବରୂପ ଖାଇବାକୁ…

ମକର ସଂକ୍ରାନ୍ତିରେ କାଇଟ୍‌ ଫେଷ୍ଟିଭାଲ୍‌

ସମ୍ବଲପୁର,୧୩ା୧(ବ୍ୟୁରୋ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାଇଟ୍‌ ଫେଷ୍ଟିଭାଲ୍‌ – ୨୦୨୩ ପାଳନ କରାଯିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହେବାକୁ ଖବରଦାତା ସମ୍ମିଳନୀରେ ଆୟୋଜକ ସମ୍ବଲପୁର ୟୁଥ୍‌ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି। ଅନୁଷ୍ଠାନ…

ଅବକାରୀ ବିଭାଗର ଚଢ଼ାଉ: ଫେରାର ମାରିଲେ ମଦ ବ୍ୟବସାୟୀ

ଜୟପୁର,୧୩ା୧(ନି.ପ୍ର.): ଜୟପୁର ସଦର ଥାନା ଅଧୀନ କଳାଗୁଡାରେ ଅବକାରୀ ବିଭାଗ ଓ ସଦର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ପୂର୍ବରୁ ଖବର ପାଇ ମଦ ବ୍ୟବସାୟୀମାନେ ଫେରାର ହେଇଯାଇଥିଲେ। ହେଲେ ଘଟଣାସ୍ଥଳରୁ ୧ ହଜାର ଲିଟର ପୋଚ, ଶହେ ଲିଟର…

ମୁରଲୀ ମନୋହରଙ୍କୁ ଭେଟିଲେ ଶାହା: ପାଦ ଛୁଇଁ ନେଲେ ଆଶୀର୍ବାଦ

ମୁମ୍ବାଇ,୧୩।୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଭାଜପାର ବରିଷ୍ଠ ନେତା ଡା. ମୁରଲୀ ମନୋହର ଯୋଶୀଙ୍କୁ ତାଙ୍କ ବାସଭବନ ୬ ରାୟସୀନାରେ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ଶାହା ମୁରଲୀ ମନୋହରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହାପରେ…

ପ୍ରାୟ ୧ଘଣ୍ଟା ଧରି ଚାଲିଲା ଏଲ୍‌ଜି-କେଜ୍‌ରିଓ୍ବାଲଙ୍କ ବୈଠକ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ କେଜ୍‌ରିୱାଲ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ନର(ଏଲ୍‌ଜି) ବିନୟ ସାକ୍ସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଇତିମଧ୍ୟରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏଲ୍‌ଜି ବିନୟ ସାକ୍ସେନାଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକ ଏଲ୍‌ଜି ସଚିବାଳୟରେ ଅନୁଷ୍ଠିତ…

ଯାତ୍ରା ଦେଖିବାକୁ ଯାଇଥିଲେ ଦମ୍ପତି: ତାଲା ଭାଙ୍ଗି ଘରେ ପଶିଲେ ଚୋର

ଗୋପବନ୍ଧୁନଗର,୧୩।୧(ଡି.ଏନ୍‌.ଏ.): ଖୁଣ୍ଟା ଥାନା ଗୋପବନ୍ଧୁନଗର ବ୍ଲକ କୁଆମରା ପଞ୍ଚାୟତ ତଳକଡ଼ଦା ଗ୍ରାମର ସୁମନ୍ତ କୁମାର ଦାଶଙ୍କ ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଟଙ୍କା ଓ ଗହଣା ଚୋରି କରିନେଇଛନ୍ତି। ସୁମନ୍ତ ଓ ତାଙ୍କ ସ୍ତ୍ରୀ ସ୍ଥାନୀୟ କଲେଜ ପଡ଼ିଆକୁ ଯାତ୍ରା ଦେଖିବାକୁ…

ମେଘାଳୟରେ ଲଗାତର ଦ୍ୱିତୀୟ ଦିନରେ ବିଧାୟକଙ୍କ ଇସ୍ତଫା

ଶିଲଂ,୧୩।୧: ମେଘାଳୟ ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ କେଏଚ୍‌ଏନ୍‌ଏମ୍‌ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ଅସୁବିଧାର ସମ୍ମୁଖୀନ ହୋଇଛି। କେଏଚ୍‌ଏନ୍‌ଏମ୍‌ ନେତା ଆଡେଲବର୍ଟ ନୋନ୍‌ଙ୍ଗ୍ରୁମ୍‌ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆଡେଲବର୍ଟ…

ହାତ ତିଆରି ଜିନିଷର ଠିକ୍‌ ମୂଲ୍ୟାୟନ ମେଳାର ଲକ୍ଷ୍ୟ

ବାସୁଦେବପୁର,୧୩।୧(ଡି.ଏନ.ଏ.): ବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ବାସୁଦେବପୁର ପୌରପାଳିକା ଆନୁକୂଲ୍ୟରେ ଶୁକ୍ରବାର ପଲ୍ଲିଶ୍ରୀ ମେଳାର ଶୁଭାରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ଓ ମହିଳାଙ୍କୁ…

ଅଭିଯୁକ୍ତ ଶଙ୍କରଙ୍କ ଯୁକ୍ତି: ବିମାନରେ ସେ ନୁହନ୍ତି, ବରଂ ମହିଳା ନିଜେ ନିଜ ଉପରେ କରିଥିଲେ ପରିସ୍ରା…

ନୂଆଦିଲ୍ଲୀ,୧୩।୧: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ମାମଲାରେ ନୂଆ ମୋଡ। ଅଭିଯୁକ୍ତ ଶଙ୍କର ମିଶ୍ର କୋର୍ଟରେ ଭିନ୍ନ କାହାଣୀ ଉପସ୍ଥାପନ କରିଛନ୍ତି। ସେ ନୁହନ୍ତି ବରଂ ମହିଳା ନିଜେ ପରିସ୍ରା କରିଥିବା ଶଙ୍କର କହିଛନ୍ତି। ଏପରିକି…

ବିହାରରେ ବାଘ ଆତଙ୍କ: ଭୟଭୀତ ଅବସ୍ଥାରେ ଲୋକେ

ପାଟନା,୧୩।୧: ବିହାରରେ ପୁଣି ଥରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ସୀତାମାରିରେ ଗତ ୫ ଦିନ ଧରି ଏକ ବାଘ ଆତଙ୍କ ସୃଷ୍ଟି କରିଛି। ପରିସ୍ଥିତି ଏଭଳି ହୋଇଛି ଯେ ଲୋକେ ଘରୁ ବାହାରିବା ବନ୍ଦ କରିଦେଇଛନ୍ତି। ବାଘ ଆକ୍ରମଣରେ ଏଯାବତ…

ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌: ୮-୦ ଗୋଲରେ ଅଷ୍ଟ୍ରେଲିଆର ଦମ୍‌ଦାର ବିଜୟୀ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପୁରୁଷ ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଫ୍ରାନ୍ସ ଖେଳାଳୀଙ୍କ ଉପରେ ଚାପ ସୃଷ୍ଟି କରିବାରେ…

ଧୋନୀଙ୍କ ସନ୍ନ୍ୟାସକୁ ନେଇ ବଡ଼ ଖୁଲାସା: ପନ୍ତଙ୍କ ସମେତ ଦୁଇଜଣ ପୂର୍ବରୁ ଜାଣିଥିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦୁଇଥର ବିଶ୍ୱକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ତାଙ୍କ ନିଷ୍ପତ୍ତିକୁ ନେଇ ଚମକାଇଥାନ୍ତି। ସେଭଳି କିଛି ୨୦୨୦ ଅଗଷ୍ଟ ୧୫ରେ ହୋଇଥିଲା। ଏହି ଦିନ ଧୋନୀ ହଠାତ୍‌ ସନ୍ନ୍ୟାସ ନେବା ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri