Home Left

ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌: ୮-୦ ଗୋଲରେ ଅଷ୍ଟ୍ରେଲିଆର ଦମ୍‌ଦାର ବିଜୟୀ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ପୁରୁଷ ହକି ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଫ୍ରାନ୍ସ ଖେଳାଳୀଙ୍କ ଉପରେ ଚାପ ସୃଷ୍ଟି କରିବାରେ…

ଧୋନୀଙ୍କ ସନ୍ନ୍ୟାସକୁ ନେଇ ବଡ଼ ଖୁଲାସା: ପନ୍ତଙ୍କ ସମେତ ଦୁଇଜଣ ପୂର୍ବରୁ ଜାଣିଥିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଦୁଇଥର ବିଶ୍ୱକପ୍‌ ବିଜେତା ମହେନ୍ଦ୍ର ସିଂହ ଧୋନୀ ସବୁବେଳେ ତାଙ୍କ ନିଷ୍ପତ୍ତିକୁ ନେଇ ଚମକାଇଥାନ୍ତି। ସେଭଳି କିଛି ୨୦୨୦ ଅଗଷ୍ଟ ୧୫ରେ ହୋଇଥିଲା। ଏହି ଦିନ ଧୋନୀ ହଠାତ୍‌ ସନ୍ନ୍ୟାସ ନେବା ନେଇ…

ଜେଲ୍‌ରେ ଏମିତି ଗୀତ ଗାଇଲେ ମଦ୍ୟପ କଏଦି, ପୋଲିସ ହେଲେ ଆଶ୍ଚର୍ଯ୍ୟ

କୁହାଯାଏ ଯେ, ବିହାରରେ ପ୍ରତିଭାଶାଳୀ ଲୋକମାନଙ୍କ ଅଭାବ ନାହିଁ । ସେଠାରେ ମଦ ନିଷେଧ। ଏସବୁ ସତ୍ତ୍ୱେ ଲୋକେ ମଦ୍ୟପାନ କରନ୍ତି । ସମ୍ପ୍ରତି, ଦେଖାଯାଇଛି ଯେ, ବିହାର ପାଇଁ ମଦ ଏକ ଅଭିଶାପ ପାଲଟିଛି । ପ୍ରଶାସନ ବହୁତ ଚେଷ୍ଟା…

୨୦୦ କୋଟି ଠକେଇ ମାମଲାରେ ନିଜ ବୟାନ ଦାଖଲ କଲେ ନୋରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ନିଜର ବୟାନ ଦେଇଛନ୍ତି । ନୋରା ନିଜେ ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ନିକଟରେ ପହଞ୍ଚିଥିଲେ ଓ ଏହି ମାମଲାରେ ନିଜର ବୟାନ ଦେବାକୁ ଅନୁରୋଧ…

୨ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷର ପୁରସ୍କାର ଘୋଷଣା

ଭୁବନେଶ୍ବର,୧୩।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ୍‌ରେ ଭାଗ ନେଇଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅମିତ୍‌ ରୋହିଦାସ ଓ ନିଲମ ସଂଜୀପ ଖେସ ଭାରତୀୟ ହକି ଟିମ୍‌ରେ ସ୍ଥାନ…

ଉତ୍ତେଜିତ ଭାଷଣ ମାମଲା: ବୟାନ ରେକର୍ଡ ପାଇଁ କୋର୍ଟରେ ପହଞ୍ଚିଲେନି ଆଜମ ଖାନ୍‌

ଲକ୍ଷ୍ନୌ,୧୩।୧: ଏସ୍‌ପି ନେତା ଆଜମ ଖାନ୍‌ଙ୍କ ସହ ଜଡିତ ୩ଟି ମାମଲାରେ ଶୁକ୍ରବାର ଉତ୍ତରପ୍ରଦେଶ ରାମପୁରର ଏମ୍‌ପି- ଏମ୍‌ଏଲ୍‌ଏ କୋର୍ଟରେ ଶୁଣାଣି ହେବାର ଥିଲା। ଯେଉଁଥିରେ ଉତ୍ତେଜିତ ଭାଷଣ ମାମଲାରେ ଆଜମ ଖାନ୍‌ଙ୍କୁ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରିବାର…

ସେଲ୍ଫି ପଏଣ୍ଟ ନିର୍ମାଣସ୍ଥଳ ଅନୁଧ୍ୟାନ କଲେ ଇଓ

ଗଞ୍ଜାମ,୧୩।୧(ଡି.ଏନ.ଏ. ): ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ସେଲ୍ଫି ପଏଣ୍ଟକୁ ଶୁକ୍ରବାର ଏନ୍‌ଏସି ଇଓ ଅବିନାଶ ମିଶ୍ର ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି l ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏନ୍‌ଏସି କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିବା…

ଇଶାନଙ୍କ ସହ ମନଖୁସିରେ ନାଚିଲେ କୋହଲି

କୋଲକାତା,୧୩।୧: ସେଲିବ୍ରେଶନ ମୁଡ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି। ଶ୍ରୀଲଙ୍କା ବିପକ୍ଷରେ ଇଡେନ ଗାଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ ପରେ ସେ ଓପନର୍‌ ଇଶାନ କିଶନଙ୍କ ସହ ନାଚିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଭେଟେରାନ ଅଲରାଉଣ୍ଡର ମିଚେଲ ସାଣ୍ଟନରଙ୍କୁ ମିଳିଲା ଗୁରୁଦାୟିତ୍ୱ

ଅକ୍‌ଲାଣ୍ଡ,୧୩ା୧: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜ ପାଇଁ ଭେଟେରାନ ଅଲରାଉଣ୍ଡର ମିଚେଲ ସାଣ୍ଟନର ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଏପରିକି ଦଳରେ ବାମହାତୀ ବୋଲର ବେନ୍‌ ଲିଷ୍ଟର ନୂତନ ଖେଳାଳି…

‘ପଠାନ୍‌’କୁ ଟକ୍କର ଦେବ ‘ଶେହଜାଦା’

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ର ଟ୍ରେଲର ଜାନୁୟାରୀ ୧୨ରେ ମୁକ୍ତିଲାଭ କରିଛି। କମେଡି, ଆକ୍ସନ, ରୋମାନ୍ସ ପରିପୂର୍ଣ୍ଣ ଫିଲ୍ମର ଟ୍ରେଲରକୁ ଦେଖିବା ପରେ ସବୁଆଡେ ପ୍ରଶଂସା କରାଯାଉଛି। ତେବେ ଟ୍ରେଲର ରିଲିଜ୍‌ ହେବାର ୨୪ ଘଣ୍ଟା…

ଦୁର୍ଘଟଣା ପରେ ପ୍ରଥମ ଥର ଗୋଡ଼ରେ ଛିଡ଼ା ହେଲେ ରିଷଭ ପନ୍ତ

ମୁମ୍ବାଇ,୧୩।୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଭାରତୀୟ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସର୍ଜରୀ ପରେ…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଅନ୍ତିମ ଦିନିକିଆ ପୂର୍ବରୁ ବେଙ୍ଗାଲୁରୁ ଫେରିଲେ…

କୋଲକାତା,୧୩।୧: ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରୁଛି ଟିମ୍‌ ଇଣ୍ଡିଆ। ଆରମ୍ଭରୁ ଦୁଇଟି ମ୍ୟାଚ୍‌ ଜିତି ଦଳ ସିରିଜ ଉପରେ ଆଗୁଆ କବ୍ଜା କରିଛି। ଏବେ ଦୁଇ ଟିମ୍‌ ମଧ୍ୟରେ ଅନ୍ତିମ ମୁକାବିଲା ରବିବାର(ଜାନୁୟାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri