ଚହରଙ୍କ ପତ୍ନୀଙ୍କଠାରୁ ୧୦ ଲକ୍ଷ ଟଙ୍କାର ଠକେଇ, ମିଳୁଛି ହତ୍ୟା ଧମକ
ନୂଆଦିଲ୍ଲୀ,୩।୨: ଭାରତୀୟ ଟିମ୍ର ତାରକା ଦ୍ରୁତ ବୋଲର ଦୀପକ ଚହରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀପକଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କ ସହ ୧୦ ଲକ୍ଷ ଟଙ୍କାର ଠକେଇ କରାଯାଇଛି। ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବତନ ମ୍ୟାନେଜର କମଲେଶ…
ଶାହିଦ ଆଫ୍ରିଦିଙ୍କ ଝିଅଙ୍କ ହାତ ଧରିଲେ ଶାହିନ
ଇସଲାମାବାଦ,୩।୨: ପାକିସ୍ତାନ କ୍ରିକେଟ ଟିମ୍ର ଦ୍ରୁତ ବୋଲର ଶାହିନ ଆଫ୍ରିଦି ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ଝିଅ ଅନ୍ଶାଙ୍କ ସହ ତାଙ୍କର ବିବାହ ହୋଇଛି। ମୁସଲମାନ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଛି। ଏହି ବିବାହରେ…
ଗନ୍ଧରାଢୀ ଲୋକକଳା ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ
ବାଉଁଶୁଣୀ, ୩।୨(ଡି.ଏନ.ଏ.): ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ହାଇସ୍କୁଲ ଖେଳ ପଡିଆଠାରେ ଆସନ୍ତା ଫେବୃଆରୀ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ନିମନ୍ତେ ଶୁଭଖମ୍ବ ସ୍ଥାପନ ଶୁକ୍ରବାର କରାଯାଇଛି। ଏଥିରେ…
୮୦ ବର୍ଷ ବୟସରେ ସାଇକେଲରେ ପୁରୀ ଯାତ୍ରା
ବୌଦ୍ଧ, ୩ ।୨ (ସ୍ବ.ପ୍ର.): ଉତ୍ତର ପ୍ରଦେଶ ରାଜ୍ୟର ଫତେପୁର ଜିଲାର ହସଉପୁର ଗ୍ରାମର ଜଗତ ଦାସଙ୍କ ବୟସ ୮୦ ବର୍ଷ ହେବ। କିନ୍ତୁ ସେ ୮୦ ବର୍ଷ ବୟସରେ ହାର ମାନିନାହାନ୍ତି। ଏହି ବୟସରେ ସେ ସାଇକେଲରେ ପୁରୀ ଶ୍ରୀ…
ଚୋରା କାଠ ବୋଝେଇ ଗାଡ଼ି ଜବତ
ନୀଳଗିରି,୩।୨(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଶୁକ୍ରବାର ଚଢ଼ାଉ କରି ଚୋରାକାଠ ବୋଝେଇ ଏକ ପିକଅପ୍ ଭ୍ୟାନ ଜବତ କରିଛି। ଅଯୋଧ୍ୟାରୁ ସଜନାଗଡ଼କୁ ସଂଯୋଗ କରୁଥିବା ରାସ୍ତାର ଆନନ୍ଦପୁରଠାରେ ଏହି ଗାଡ଼ି ଜବତ କରାଯାଇଛି। ଚଢ଼ାଉ ବେଳେ ଗାଡ଼ି ଛାଡ଼ି…
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ, କହିଲେ-ଆଶା କରୁଛି ଉପଯୁକ୍ତ ପଦକ୍ଷେପ ନେବେ…
ନୂଆଦିଲ୍ଲୀ,୩।୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କଶ୍ମୀରୀ ପଣ୍ଡିତଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଘାଟିରେ କାମ କରିବା ଲାଗି ସରକାରୀ ଅଧିକାରୀମାନେ କଶ୍ମୀରୀ ପଣ୍ଡିତଙ୍କ ଉପରେ ଚାପ ପକାଉଛନ୍ତି ବୋଲି ସେ ଦାବି…
୨.୫ କୋଟି ବ୍ୟୟରେ ହେବ ପୋଖରୀ ଉନ୍ନତିକରଣ
ଦେବଗଡ଼, ୩।୧(ଡି.ଏନ.ଏ.): ଦେବଗଡ଼ ସହର କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ପୋଖରୀ ଏରିଆ ମପାଯାଇ ଚିହ୍ନଟ କରାଯାଇଛି। ତହସିଲଦାର ଏଜଲିନ ବାରା, ପୌର ନିର୍ବାହୀ ଅଧିକାରୀ…
୯ ଦିନ ପରେ ବି ସମାନ କ୍ରେଜ୍: ୭୦୦ କୋଟି ରୋଜଗାର କଲା ‘ପଠାନ’
ବମ୍ବେ: ରିଲିଜ ପୂର୍ବରୁ ବିବାଦରେ ଫସିଥିଲା କିଙ୍ଗ ଖାଁ ଶାହାରୁଖଙ୍କ ଫିଲ୍ମ ‘ପଠାନ୍’। ଫିଲ୍ମର କିଛି ଦୃଶ୍ୟକୁ ବିରୋଧ କରାଯାଉଥିବାରୁ ଏହା ଭଲ ବ୍ୟବସାୟ କରିବ ନାହିଁ ବୋଲି ଅନେକେ ପୂର୍ବାନୁମାନ କରିଥିଲେ। ହେଲେ ସବୁକିଛିକୁ ଭୁଲ ପ୍ରମାଣିତ କରିଛି ଶାହାରୁଖଙ୍କ…
ମାଓବାଦୀ କ୍ୟାମ୍ପ ଠାବ, ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ
ଭବାନୀପାଟଣା,୩।୨(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଏକ ମାଓବାଦୀ କ୍ୟାମ୍ପ ଠାବ କରିବାରେ ସଫଳ ହେଇଛି । ସିକେରକୁପାସ୍ଥିତ ୬୪ ବାଟାଲିୟନ ଓ କଳାହାଣ୍ଡି ଏସ୍ପିଙ୍କ ମିଳିତ ଚଢ଼ାଉ ପରେ ସମାଝୋଲା ଓ ପୋର୍ଗାଲ ରିଜର୍ଭ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ ଠାବ ହୋଇଛି॥ କ୍ୟାମ୍ପରୁ…
ମନ୍ତ୍ରୀ ହତ୍ୟା ମାମଲା, ସମ୍ବଲପୁରରେ କ୍ରାଇମବ୍ରାଞ୍ଚ ଟିମ୍
ସମ୍ବଲପୁର,୩।୨(ବ୍ୟୁରୋ): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ବୁର୍ଲା ଭୀମସାରରେ ତଦନ୍ତ ଆରମ୍ଭ କରିଛି। ୨ ଡିଏସ୍ପିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ବୁର୍ଲାରେ ପହଞ୍ଚି ତନାଘନା ଚଳାଇଛି। ଗୁଳିକାଣ୍ଡ ସମୟରେ ଆହତ ହୋଇଥିବା ଅନ୍ୟ…
ବ୍ଲକ ଘେରିଲା ଭାଜପା
ପୁରୁଷୋତ୍ତମପୁର,୩।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଭାଜପା ପକ୍ଷରୁ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ କାଳୀ ମନ୍ଦିର ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ…
ଶୁଭମନଙ୍କୁ ନୁହେଁ, ସୂର୍ଯ୍ୟକୁମାରଙ୍କୁ ମିଳୁ ସୁଯୋଗ: କାର୍ତ୍ତିକ
ନୂଆଦିଲ୍ଲୀ,୩।୨: ହ୍ବାଇଟ୍ ବଲ୍ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେ ଟିମ୍ ଇଣ୍ଡିଆର ନଜର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ପହଞ୍ଚିବା ଉପରେ ରହିଛି। ଏଥିଲାଗି ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ମୁହାଁମୁହିଁ ହେବ। ଫେବୃୟାରୀ…
Archives


