କଳାହାଣ୍ଡିରେ ପୁଣି ଉପସ୍ଥିତି ଜାହିର କଲେ ଲାଲବାହିନୀ: ଏମ୍ ରାମପୁର ବ୍ଲକରେ ଲାଗିଲା ମାଓବାଦୀ ପୋଷ୍ଟର
ଭବାନୀପାଟଣା,୧୪।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଏମ୍ ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଗତ ୯ ତାରିଖ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ପୋଲିସ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଡ଼ିଏସପି ଅତୁଳ…
ମହାକାଶରେ ରେଷ୍ଟୁରାଣ୍ଟ, ଉଡ଼ିକି ନେଇପାରିବେ ଖାଦ୍ୟର ମଜା, ଦାମ୍ ରହିଛି…
ଆମେ ପ୍ରତିଦିନ ଘର କିମ୍ବା ହୋଟେଲରେ ଖାଇଥାଉ। କିନ୍ତୁ ଏବେ ଏକ ନୂଆ ବିକଳ୍ପ ଆସିଛି। ଉଡ଼ାଣ ସମୟରେ ଆପଣ ମଧ୍ୟ ଖାଇବାରେ ସକ୍ଷମ ହୋଇପାରିବେ। ବିଶ୍ୱକୁ ଆଶ୍ଚର୍ଯ୍ୟ କରି ଫ୍ରାନ୍ସର ଏକ ଷ୍ଟାର୍ଟଅପ୍ (ଜେଫାଲ୍ଟୋ) ଏହା ଘୋଷଣା କରିଛି। କମ୍ପାନୀ…
ବିପଦ ସାଜିଛି ଭୂତଳ ପୋଲ
ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବସ୍ତି ରାସ୍ତା ରେଳୱେ ଭୂତଳ ପୋଲ ଯାତ୍ରୀଙ୍କ ପାଇଁ ବିପଦ ସଙ୍କୁଳ ହୋଇପଡିଛି। ଶିଉଳି ଯୋଗୁ ଶନିବାର ଖସି ପଡି ବସ୍ତିର ମହେଶ କର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ…
ନିଆରା ଗାଁ
ପୃଥିବୀରେ ଏମିତି ଅନେକ ଗାଁ ଅଛି ଯାହା ତା’ର ସ୍ବତନ୍ତ୍ରତା ପାଇଁ ସାରା ପୃଥିବୀରେ ବେଶ୍ ପରିଚିତ ହୋଇଥାଏ। କେଉଁ ଗାଁ ତା’ର ସ୍ବତନ୍ତ୍ର ପରମ୍ପରା ପାଇଁ ତ କେଉଁ ଗାଁ ରହୁଥିବା ଅଜବ ଲୋକଙ୍କ ପାଇଁ ଭିନ୍ନ ହୋଇଥାଏ। ତେବେ…
କୋଟଗଡ଼ ଅଞ୍ଚଳର ଧମକପୂର୍ଣ୍ଣ ମାଓବାଦୀ ପୋଷ୍ଟର : ୭ ଜିଲାରେ ବନ୍ଦ ଡାକରା
କୋଟଗଡ଼,୧୪।୫(ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଥାନା ଅଞ୍ଚଳର ବଣ୍ଡାପିପିଲି ସ୍କୁଲ ନିକଟ ଗଛରେ ବ୍ୟାନର ପୋଷ୍ଟର…
ପାଣିକଟା ହୋଇଛି, ପୁନରୁଦ୍ଧାର ହେଉନି
ଲୋଇସିଂହା,୧୪ା୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଥିବା ସୁଜିଆ ଡ୍ୟାମ ଏବେ ଶୁଖିଲା ପଡିଛି। ମାଟି ଉନ୍ନତୀକରଣ ପାଇଁ ଡ୍ୟାମରୁ ପାଣି କାଟି ଦିଆଯାଇଥିଲା। ମେ ଅଧା ମାସ ବିତି ଯାଇଥିଲେ ବି ଡ୍ୟାମର ମାଟି ପୁନରୁଦ୍ଧାର କାମ ଆରମ୍ଭ ହୋଇନାହିଁ।…
୧୦୬ ବର୍ଷୀୟା ଟାଟୁ ଆର୍ଟିଷ୍ଟ
ସାଧାରଣତଃ ୭୦-୮୦ ବର୍ଷ ବୟସ ହେଇଗଲେ ମଣିଷ ଶରୀର ଏତେ ଦୁର୍ବଳ ହେଇଯାଏ ଯେ, ବସିବା ଉଠିବା, ଚାଲିବା କଷ୍ଟକର ହୋଇଯାଏ। ଦୃଷ୍ଟିଶକ୍ତି, ଶ୍ରବଣ ଶକ୍ତି ବି କମିଯାଏ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ୧୦୬ ବର୍ଷ ବୟସର ଜଣେ ବୃଦ୍ଧା…
ଶହେ କୋଟି କ୍ଲବରେ ସାମିଲ ହେଲା ‘ଦ କେରଲା ଷ୍ଟୋରି’
ମୁମ୍ବାଇ: ବହୁ ବାଦ ବିବାଦ ପରେ ବି ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’ ବକ୍ସ ଅଫିସରେ ଭଲ ଫରଫର୍ମ କରିଛି। ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ଏହି ମୁଭି ଭଲ ଓପନିଂ କରିଥିବା ବେଳେ ସେବେଠାରୁ ଏହା ବକ୍ସ…
୨୦ ଫୁଟ୍ର ଖଟ
ବ୍ରାଜିଲ, ସାଓ ପାଉଲୋରେ ରହୁଥିବା ଆର୍ଥର ଓ ଉର୍ସୋ ଏବେ ବେଶ୍ ଚର୍ଚ୍ଚାରେ। ପ୍ରଥମତଃ ତାଙ୍କର ଅଛନ୍ତି ୬ଜଣ ସ୍ତ୍ରୀ। ଦ୍ୱିତୀୟରେ ନିଜ ୭ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ସେ ନିକଟରେ ତିଆରି କରାଇଛନ୍ତି ୨୦ ଫୁଟ୍ ଲମ୍ବା ଓ…
ବ୍ରାହ୍ମଣୀରେ ମିଶୁଛି ନର୍ଦ୍ଦମା ପାଣି
ରାଉରକେଲା ଅଫିସ,୧୪ା୫: ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ନଦୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ସହରର ଅଧିକାଂଶ ପ୍ରତିଷ୍ଠାନ ଖୋଲାଖୋଲି ଭାବେ ନଦୀକୁ ନର୍ଦ୍ଦମା ପାଣି ଛାଡୁଛନ୍ତି। ଏ ନେଇ ସରକାରୀ ସ୍ତରରେ କୌଣସି କଟକଣା ଜାରି କରାଯାଉ ନ…
୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲି ପୋଚ ଓ ଦେଶୀ ମଦ ଜବତ: ୭ ଗିରଫ
କୁତ୍ରା,୧୪ା୫(ଡି.ଏନ.ଏ.): ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୁନ୍ଦରଗଡ ଜିଲା କୁତ୍ରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶନିବାର ଚଢ଼ାଉ କରଯାଇଛି। ଚଢାଉ ବେଳେ ୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲି ପୋଚ ଓ ଦେଶୀ ମଦ ଜବତ କରାଯାଇଥିଲା। ଏହି ଘଟଣାରେ ୭…
ମାଲିକଙ୍କୁ ନ ଜଣାଇ ଖୋଳିଦେଉଛନ୍ତି ଚାଷଜମି
ଜମନକିରା,୧୪ା୫(ଡି.ଏନ.ଏ.): ମାଲିକଙ୍କୁ ନ ଜଣାଇ ରାତାରାତି ଖୋଳିଦିଆଯାଉଛି ଚାଷଜମି। ଜମନକିରା ବ୍ଲକ ଅଞ୍ଚଳରେ ଓସିସି (ଓଡ଼ିଶା କନଷ୍ଟ୍ରକଶନ କମ୍ପାନୀ)ର ଏଭଳି ମନମୁଖୀ କାର୍ଯ୍ୟକୁ ଚାଷୀମାନେ ବିରୋଧ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ଜମନକିରା ବ୍ଲକ ଫାଶୀମାଲ…

