Home Left

କ୍ୱାର୍ଟରରେ ଓଡ଼ିଶା ମହିଳା ଦଳ

ପୁରୀ ଅଫିସ, ୭ା୨: ତାଳବଣିଆ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ୪୪ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ସୋମବାର ଓଡ଼ିଶା ମହିଳା ଦଳର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ମହିଳା ବିଭାଗ ପ୍ରି କ୍ୱାର୍ଟର ମ୍ୟାଚରେ ହିମାଚଳ ପ୍ରଦେଶ…

ରାସ୍ତା ମଝିରେ ଦେହରେ ବନ୍ଧୁକ ଝୁଲାଇ ଡ୍ୟାନ୍ସ

ଲକ୍ଷ୍ନୌ: ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ରାସ୍ତା ମଝିରେ ବନ୍ଧୁକ କାନ୍ଧରେ ଝୁଲାଇ ଡ୍ୟାନ୍ସ କରୁଥିବା ନଜରକୁ ଆସିଛି। ଏଥିପାଇଁ ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଶନିବାର…

୩ ଦିନ ପୂର୍ବରୁ କରାଯାଇଥିଲା ତୁର୍କୀ-ସିରିଆ ବିନାଶକାରୀ ଭୂକମ୍ପର ଭବିଷ୍ୟବାଣୀ

ଆମଷ୍ଟରଡମ,୭ ।୨: ତୁର୍କୀ ଓ ସିରିଆରେ ସୋମବାର ଆସିଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ପ୍ରାୟ ୪୩୬୫ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ଆହୁରି ଶହ ଶହ ଲୋକେ ବଡବଡ କୋଠାର ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ।…

ନିମନ୍ତ୍ରଣ ରଖିଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ତାଙ୍କ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ଜୟପୁରରେ ଏକ ଠେଲାଗାଡ଼ିରୁ ପାଓଭାଜି ଖାଇ ଖୁସି ବାଣ୍ଟିଛନ୍ତି। ୨୦୨୧ ଜାନୁୟାରୀରେ ବଳରାମ ସିଂ ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାମରେ ଏକ…

୧୧ରୁ ନବମ ଅନ୍ତର୍ଜାତୀୟ ରେଡିଓ ମେଳା

ଭୁବନେଶ୍ୱର,୭।୨(ବ୍ୟୁରୋ):ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ନବମ ଆଉଟ୍‌ରିଚ ଅନ୍ତର୍ଜାତୀୟ ରେଡିଓ ମେଳା ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ। ଏହା ଏସିଆ ମହାଦେଶର ଏକମାତ୍ର ରେଡିଓ ମେଳା, ଯେଉଁଥିରେ ଦେଶର ଅନେକ ରେଡିଓ ପ୍ରସାରକ ଓ ରେଡିଓ ଷ୍ଟେଶନ ଯୋଗଦେବେ।…

ବୋବାଉ ନ ଥିବା ବେଙ୍ଗ

ଡୋଡୋମା: ନିକଟରେ ଆଫ୍ରିକାର ୟୁନିଭର୍ସିଟି ଅଫ୍‌ ସିନ୍‌ସିନାଟି, ଓହିଓର ଗବେଷକ ବେଙ୍ଗର ଏକ ନୂଆ ପ୍ରଜାତି ଠାବ କରିଛନ୍ତି। ତାଞ୍ଜାନିଆର ୟୁକାଗୁରୁ ପର୍ବତରୁ ଠାବ କରାଯାଇଥିବା ଏହି ମେରୁଦଣ୍ଡ ଥିବା ପ୍ରଜାତିର ବେଙ୍ଗ ବିଶ୍ୱରେ ବହୁତ କମ୍‌ ମାତ୍ରାରେ ଦେଖିବାକୁ ମିଳିଥା’ନ୍ତି।…

ଏମ୍‌ଆଇଏମ୍‌ ପକ୍ଷରୁ କ୍ୱାଣ୍ଟ ଫଣ୍ଡ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୨: ପୋର୍ଟଫୋଲିଓ ମ୍ୟାନେଜ୍‌ମେଣ୍ଟ କମ୍ପାନୀ ମାର୍ସେଲସ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ମ୍ୟାନେର୍ଜ୍‌ସ (ଏମ୍‌ଆଇଏମ୍‌) ପ୍ରା.ଲିଃ ପକ୍ଷରୁ ଏକ ସ୍ବତନ୍ତ୍ର କ୍ୱାଣ୍ଟ-ଆଧାରିତ ଫଣ୍ଡ୍‌ ମାର୍ସେଲସ୍‌ ମେରିଟର୍‌କ୍ୟୁ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଉପତ୍ାଦ ଲାର୍ଜ, ମିଡ୍‌ ଓ ସ୍ମଲ୍‌ କ୍ୟାପ ସେଗ୍‌ମେଣ୍ଟ୍‌ରେ ୩୫ରୁ ୪୫ଟି…

୪୮ ଘଣ୍ଟାରେ ଚାଷୀଙ୍କୁ ବକେୟା ନ ମିଳିଲେ ଆନ୍ଦୋଳନ: ଭାଜପା

ଭୁବନେଶ୍ୱର,୭ା୨(ବ୍ୟୁରୋ):ଚାଷୀ ବିକ୍ରି ଧାନର ଟଙ୍କା ପାଇପାରୁନାହାନ୍ତି। ମାସେ ବିତିଗଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚୁନାହିଁ। ଏହାର ପ୍ରତିବାଦରେ ଭାଜପା କୃଷକ ମୋର୍ଚ୍ଚାର ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।…

ନବଙ୍କ ହତ୍ୟା ନେଇ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର, ୭ା୨(ବ୍ୟୁରୋ):ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ରାଜନୀତି ଏପଟ ସେପଟ ହୋଇଯାଇଛି। ମୁଖ୍ୟତଃ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଆସିଥିବା ସ୍ଥାନୀୟ ଅଞ୍ଚଳର ଏଏସ୍‌ଆଇ ଗୁଳିକରି ହତ୍ୟା କରିବା କଥା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।…

ପୋର୍‌ବନ୍ଦରରୁ ଆସାମ ରାହୁଲଙ୍କ ପରବର୍ତ୍ତୀ ଯାତ୍ରା

ଅହମଦାବାଦ,୭।୨:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର କନ୍ୟାକୁମାରୀରୁ କଶ୍ମୀର ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ ଏବେ ଗୁଜରାଟର ପୋର୍‌ବନ୍ଦରରୁ ଆସାମକୁ ପଦଯାତ୍ରା କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ଏନେଇ ଚଳିତ ମାସ ଶେଷ ଭାଗରେ ରାୟପୁରରେ ଅନୁଷ୍ଠିତ ହେବାକୁ ଥିବା…

ଜାନୁୟାରୀରେ ୧୮,୨୬,୬୬୯ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୭।୨: ଚଳିତ ବର୍ଷ ଜାନୁୟାରୀ ମାସରେ ଦେଶର ଅଟୋମୋବାଇଲ ସେଲ (ଯାନ ବିକ୍ରି) ପୂର୍ବ ବର୍ଷର ସମାନ ଅବଧିୀର ବିକ୍ରି ଅପେକ୍ଷା ପ୍ରାୟ ୧୪% (୧୩.୫୬) ବୃଦ୍ଧି ପାଇଥିବା ଜଣାପଡିଛି। ଏପରିକି ୨୦୨୩ ଜାନୁୟାରୀରେ ଦେଶର ମୋଟ ୧୮,୨୬,୬୬୯ ୟୁନିଟ ଗାଡ଼ି…

ଆକ୍ସିସ୍‌ ବ୍ୟାଙ୍କ୍‌ର ‘ଉନ୍ନତ ରିୱାର୍ଡ ରିଡେମ୍ପଶନ୍‌’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୭।୨: ଆକ୍ସିସ୍‌ ବ୍ୟାଙ୍କ୍‌ ପକ୍ଷରୁ ଏକ ଅଭିନବ ବ୍ୟବସାୟିକ ଯୋଜନା ‘ଉନ୍ନତ ରିୱାର୍ଡ ରିଡେମ୍ପଶନ୍‌’କାର୍ଯ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଭିନ୍ନ ଶିଳ୍ପ କ୍ଷେତ୍ରର ଏୟାରଲାଇନ୍ସ ଓ ହୋଟେଲ୍‌ ଲୟାଲ୍‌ଟି ପ୍ରୋଗ୍ରାମ ସହଯୋଗିତାରେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri