ବ୍ରାଜିଲ ରାଷ୍ଟ୍ରପତି ଭାବେ ଶପଥ ନେଲେ ଲୁଲା
ବ୍ରାସିଲିଆ,୩।୧: ତୃତୀୟ ଥର ପାଇଁ ବ୍ରାଜିଲ ରାଷ୍ଟ୍ରପତି ଭାବେ ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ଭା ରବିବାର ଶପଥ ଗ୍ରହଣ କରିଛନ୍ତି। ସେ ଦେଶରୁ ଗରିବୀ ହଟାଇବା ଏବଂ ପରିବେଶ ପାଇଁ ଲଢ଼େଇ ଜାରି ରଖିବା ସହ ଦେଶର ପୁନଃନିର୍ମାଣ କରିବେ…
ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ: ପ୍ରଧାନମନ୍ତ୍ରୀଙ୍କ ଶୋକ
ବେଙ୍ଗାଲୁରୁ,୩।୧: କର୍ନାଟକର ବିଜୟପୁର ଜିଲାରେ ଅବସ୍ଥିତ ଜନ୍ନାୟୋଗାଶ୍ରାମର ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ ଘଟିଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି ଦିନ ହେବ ବୟସ ସମ୍ବନ୍ଧୀୟ ରୋଗ ସହ ଲଢୁଥିଲେ। ତାଙ୍କ ମୃତ୍ୟୁ ବିଷୟରେ ସୂଚନା…
ସୂର୍ଯ୍ୟନଗରୀ ଏକ୍ସପ୍ରେସ୍ର ୧୧ ବଗି ଲାଇନଚ୍ୟୁତ
ନୂଆଦିଲ୍ଲୀ,୩।୧: ମୁମ୍ବାଇ-ଯୋଧପୁର ମଧ୍ୟରେ ଚଳାଚଳ କରୁଥିବା ସୂର୍ଯ୍ୟନଗରୀ ଏକ୍ସପ୍ରେସ୍ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ସୋମବାର ଭୋର ସମୟରେ ଯୋଧପୁର ଡିଭିଜନ୍ର ରାଜକିଆଓ୍ବାସ-ବୋମଦ୍ରା ସେକ୍ସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ…
ନୋଟ୍ବନ୍ଦୀ ନିଷ୍ପତ୍ତି କାଏମ ରହିଛି କହିବା ଠିକ୍ ନୁହେଁ: କଂଗ୍ରେସ
ନୂଆଦିଲ୍ଲୀ,୩।୧: ବିମୁଦ୍ରୀକରଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି କହିବା ବିଭ୍ରାନ୍ତିକର ଓ ଭୁଲ୍ ବୋଲି କଂଗ୍ରେସ କହିଛି। ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ସୀମିତ ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟଙ୍କ ସଂଖ୍ୟାଗରିଷ୍ଠ ରାୟ ପ୍ରକାଶ ପାଇଥିବା ବିରୋଧୀ ଦଳ ମତ ଦେଇଛି। ବିମୁଦ୍ରୀକରଣ ଲକ୍ଷ୍ୟ…
ଅନ୍ତର୍ଜାତୀୟ ଶାନ୍ତି ପାଇଁ ଆତଙ୍କବାଦ ବିପଦ: ଜୟଶଙ୍କର
ଭିଏନା,୩।୧: ଆତଙ୍କବାଦ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପାଇଁ ବିପଦ ବୋଲି ଅଷ୍ଟ୍ରିଆ ଗସ୍ତର ଦ୍ୱିତୀୟ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି। ଏଥି ମଧ୍ୟରେ ସୀମା ଆତଙ୍କବାଦ, ହିଂସାବାଦୀ ଉଗ୍ରବାଦ ରହିଛି। ସେମାନଙ୍କର ପ୍ରଭାବ ଗୋଟିଏ ଅଞ୍ଚଳରେ ସୀମିତ…
ଆତଙ୍କବାଦୀ ଆକ୍ରମଣ: ୨ ଶିଶୁ ମୃତ
ରାଜୌରୀ/ଜମ୍ମୁ,୩।୧: ଜମ୍ମୁ-କଶ୍ମୀରର ରାଜୌରୀ ଜିଲା ଅନ୍ତର୍ଗତ ଡାଙ୍ଗ୍ରୀ ଗ୍ରାମରେ ଆତଙ୍କବାଦୀମାନେ ୧୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଆକ୍ରମଣ କରିଛନ୍ତି। ଏଥିରେ ଦୁଇ ନାବାଳକ ଭାଇଭଉଣୀ ପ୍ରାଣ ହରାଇବା ସହ ୬ ଜଣ ଆହତ ହୋଇଛନ୍ତି। ଦୁଇଟି ଆକ୍ରମଣରେ ମୋଟ ୬ ଜଣଙ୍କ…
‘ମୋ ଝିଅକୁ ନ୍ୟାୟ ଦିଅ’
ନୂଆଦିଲ୍ଲୀ,୩।୧: ଶ୍ରଦ୍ଧା ଓ୍ବାଲ୍କର ହତ୍ୟାକାଣ୍ଡ ପରେ ଦିଲ୍ଲୀରେ ଆଉ ଜଣେ ଯୁବତୀଙ୍କ ମୃତ୍ୟୁ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉତ୍ତର-ପୂର୍ବ ଦିଲ୍ଲୀର ସୁଲତାନପୁରି ଅଞ୍ଚଳରେ ରବିବାର ଭୋର ସମୟରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ କାର୍ ଧକ୍କା ଦେଇ ୧୩ କିଲୋମିଟର ଘୋଷାଡ଼ି…
ବରଗଡ଼ ଧନୁଯାତ୍ରା: ରାଧାକୃଷ୍ଣଙ୍କ ନାବକେଳି
ମଥୁରାନଗରୀ,୨।୧: ବରଗଡ଼ ଧନୁଯାତ୍ରାର ସୋମବାର ସପ୍ତମ ଦିବସରେ ମଥୁରାଧିପତି କଂସ ମହାରାଜଙ୍କ ପରାକ୍ରମ, ଧନୁଯାତ୍ରା ଆୟୋଜନ ଏବଂ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟାଭିନୟ ଦେଖିବାକୁ ମିଳିଥିଲା। ରାଧାକୃଷ୍ଣଙ୍କୁ ନେଇ ଗୋପବାସୀ ଶୋଭାଯାତ୍ରାରେ ମନାବନ୍ଧ ଅଭିମୁଖେ ବାହାରିଥିଲେ। ବାଟରେ ପ୍ରତିଘର ସମ୍ମୁଖରେ ପୂର୍ଣ୍ଣକଳସ ରଖି…
ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ
ରାଉରକେଲା ଅଫିସ,୨।୧: ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଝାଡତରଙ୍ଗ ଗ୍ରାମର ଗାନ୍ଧୁ ଗାନ୍ଧୁ ଟୋପୋ(୪୫)। ତାଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ଏ ନେଇ ପୋଲିସ ଏକ…
୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ୪ର୍ଥ ଦିନରେ ଆମ୍ବୁଲାନ୍ସ, ହୋଟେଲ କର୍ମଚାରୀଙ୍କୁ ଜେରା
ରାୟଗଡ଼ା,୨ା୧(ସ୍ବ.ପ୍ର.): ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍ପି ପାଭେଲ ଆଣ୍ଟୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଚତୁର୍ଥ ଦିନ ସୋମବାର ଡିଏସ୍ପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୪ ଅଧିକାରୀ…
ଧାନ କିଣିଲେ ମହିଳା ଗୋଷ୍ଠୀ
ରୂପସା,୨।୧(ଡି.ଏନ.ଏ.): ବାଲେଶ୍ୱର ସଦରବ୍ଲକ ଅନ୍ତର୍ଗତ ଆଙ୍କୋ ପଞ୍ଚାୟତରେ ବିଧାୟକ ସ୍ବରୂପ କୁମାର ଦାସ ସୋମବାର ଜିପିଏଲ୍ଏଫ୍ର ଧାନମଣ୍ଡି ଉଦ୍ଘାଟନ କରିଛନ୍ତି। ମହିଳାମାନେ ପ୍ରଥମ ଥର ଧାନ କିଣିଥିବାରୁ ବିଧାୟକ ସେମାନଙ୍କୁ ମଣ୍ଡିରେ କୃତଜ୍ଞତା ଜ୍ଞାପନ କରିଥିଲେ। ସମସ୍ତ ଚାଷୀ କିପରି ସୁରୁଖୁରୁରେ…
ଏଏସ୍ଆଇ ଭାବେ ଯୋଗ ଦେଲେ ଏମ୍ପିଙ୍କ ପିଏସ୍ଓ
ଭଦ୍ରକ ଅଫିସ, ୨।୧: ଭଦ୍ରକ ପୋଲିସ ମୁଖ୍ୟାଳୟରେ ଏଏସ୍ଆଇ ଭାବେ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କ ପିଏସ୍ଓ ଅଶୋକ କୁମାର ବେହେରା ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ୧୮ ବର୍ଷ ବୟସରେ ୨୦୦୨ ବ୍ୟାଚ୍ରେ ଏପିଆର୍ କନଷ୍ଟେବଲ ଭାବେ ଯୋଗଦାନ କରିଥିବା ଆଶୋକ…
Archives


