Home Left

ବିଭ୍ରାଟ ବଢ଼ାଇଲାଣି ବିଦ୍ରୋହ

ଢେଙ୍କାନାଳ ଅଫିସ, ୧୯।୫: ଦେୟ ଆଦାୟରେ ସାମାନ୍ୟତମ ହେଳା କରୁନାହାନ୍ତି। ମାସ ପୂରିଲା ବେଳକୁ ଦାଣ୍ଡଦୁଆରେ ହାଜର ହୋଇଯାଉଛନ୍ତି। ହିସାବ କରି ସଂଗ୍ରହ କରିନେଉଛନ୍ତି ଟଙ୍କା। ହେଲେ ସେବା କଥା ଉଠିଲେ କର୍ମଚାରୀଙ୍କ ଦେଖାମିଳୁନାହିଁ କି ପଦସ୍ଥ ଅଧିକାରୀ ଉତ୍ତରଦାୟିତ୍ୱ ତୁଲାଉନାହାନ୍ତି।…

ଜନତା ପରିବାରରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା

ବେଙ୍ଗାଲୁରୁ,୧୯ା୫: ଜନତା ପରିବାରରେ ଅଢ଼େଇ ଦଶନ୍ଧି ଧରି ରହିଆସିଥିବା ଏବଂ ଏକଦା କଂଗ୍ରେସ ବିରୋଧୀ ଆଭିମୁଖ୍ୟକୁ ନେଇ ପରିଚିତ ଥିବା ସିଦ୍ଦାରାମାୟା ଦ୍ୱିତୀୟ ଥର ପାଇଁ କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ସେ ୧୯୮୦ ଦଶକର ଆଦ୍ୟଭାଗରୁ ୨୦୦୫…

ଅଟକିଛି ବହୁତଳ ପାର୍କିଂ କମ୍ପ୍ଲେକ୍ସ କାର୍ଯ୍ୟ

ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସହରରେ ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଯାନବାହାନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଦ୍ୱାରା ସହରରେ ଗାଡି ପାର୍କିଂ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷ କରି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ଅନ୍ନପୂର୍ଣ୍ଣା ମାର୍କେଟ, ରାମଲିଙ୍ଗେଶ୍ୱର ରୋଡ,…

ମଞ୍ଚରେ ଭାଜପା-ବିଜେଡି ନେତା ମୁହାଁମୁହିଁ

କାମାକ୍ଷାନଗର,୧୯।୫(ଡି.ଏନ୍‌.ଏ.): ବହୁ ପ୍ରତୀକ୍ଷିତ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ ଉଦ୍‌ଘାଟନୀ ସମାରୋହରେ ରାଜନୀତି ପଶିଛି। ଆମନ୍ତ୍ରିତ ହୋଇ ଆସିଥିବା ଭାଜପା ଓ ବିଜେଡି ନେତା ମଞ୍ଚ ଉପରେ ପରସ୍ପରକୁ ଆକ୍ଷେପ-ପ୍ରତିଆକ୍ଷେପ କରିବା ରାଜନୈତିକ ମାହୋଲକୁ ସରଗରମ କରିଛି। କେବଳ ଏତିକି ନୁହେଁ, କହିବାକୁ…

ସାବିତ୍ରୀ ପାଇଁ ଫଳ ଦର ଆକାଶଛୁଆଁ

ଭଦ୍ରକ ଅଫିସ, ୧୯।୫: ସାବିତ୍ରୀ ବ୍ରତ ପାଇଁ ଭଦ୍ରକ ସହର ବଜାରରେ ଗ୍ରାହକଙ୍କ ଭିଡ଼ ଜମିଥିବା ବେଳେ ଫଳ ଦର ଆକାଶଛୁଅଁା ହୋଇଛି। ଶୁକବ୍ରାର ବ୍ରତଧାରୀମାନେ ସାବିତ୍ରୀଙ୍କୁ ପୂଜା କରି ବିଭିନ୍ନ ଫଳ ସମର୍ପଣ କରିଥାନ୍ତି। ବେପାରୀମାନେ ମନଇଚ୍ଛା ଦରରେ ଫଳ…

ଅଧାରେ ଅଟକିଛି ଡ୍ରେନ୍‌, ପାଚେରି ନିର୍ମାଣ

ଖଇରା, ୧୯।୫(ଡି.ଏନ.ଏ.): ବାଲେଶ୍ୱର-ଭଦ୍ରକ ୨ ଜିଲାକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ରାସ୍ତା ନିର୍ମାଣ ଚାଲିଥିବା ବେଳେ ବିଭିନ୍ନ ଗ୍ରାମରେ ଡ୍ରେନ ଓ ପାଚେରି ନିର୍ମାଣ କାର୍ଯ୍ୟକୁ ଅସମ୍ପୂର୍ଣ୍ଣ ଛାଡି ଦିଆଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ା ତୁରନ୍ତ…

‘ବେକାରି ସମସ୍ୟା ଦୂର ପାଇଁ ଇସ୍ପାତ କାରଖାନା ଜରୁରୀ’

କେନ୍ଦୁଝର,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବେକାରି ସମସ୍ୟା ଉତ୍କଟ ମହାମାରୀ ସଦୃଶ ହୋଇଗଲାଣି। ଜିଲାରେ ଛୋଟ ଛୋଟ ପ୍ଳାଣ୍ଟ୍‌ ଗୁଡ଼ିକ ବନ୍ଦ ହେଇଗଲାଣି। ଖଣି ଖାଦାନରେ କାମ ନ ପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାରୁ ବେକାରି ସମସ୍ୟା…

ଶ୍ରମିକଙ୍କ ବଦଳରେ ଜେସିବି ପୋଖରୀ ଖୋଳୁଛି

କୁଜଙ୍ଗ,୧୯ା୫ (ଡି.ଏନ.ଏ.): କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଜଣେ ଗରିବ ଲୋକକୁ ବର୍ଷକରେ ଶହେ ଦିନ କାମ ଯୋଗାଇ ଦେବା ପାଇଁ ଏହା ପ୍ରଣୟନ କରିଥିଲେ। ମାତ୍ର ତାହା ଜଗତ୍‌ସିଂହପୁର ଜିଲା…

ବଢ଼ୁଛି ଅଟ୍ଟାଳିକା ଭାର, ଦବୁଛି ମାନ୍‌ହାଟ୍ଟନ୍‌

ନ୍ୟୁୟର୍କ, ୧୯।୫: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନଭଶ୍ଚୁମ୍ବି ଅଟ୍ଟାଳିକା ପାଇଁ ନ୍ୟୁୟର୍କ ଖୁବ୍‌ ଖ୍ୟାତ। କିନ୍ତୁ ଯେଉଁ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଧାଇଁ ଆସୁଛନ୍ତି, ତା’ପାଇଁ ନ୍ୟୁୟର୍କ ସହରର ସର୍ବାଧିକ ଜନବସତିପୂର୍ଣ୍ଣ ଅଞ୍ଚଳ ମାନ୍‌ହାଟ୍ଟନ…

ଆଇପିଏଲ୍‌ରୁ ବାଦ୍‌ ପଡିଲେ ଉନାଡକଟ୍‌

ଲକ୍ଷ୍ନୌ,୧୮ା୫: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର ଅଲରାଉଣ୍ଡର ଜୟଦେବ ଉନାଡକଟ୍‌ ବାମ କାନ୍ଧରେ ଆଘାତ ଲାଗି ଅବଶିଷ୍ଟ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ମୁମ୍ବାଇର ଯୁବ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଜ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ନେଟ୍ସରେ ଟ୍ରେନିଂ ବେଳେ ଉନାଡକଟଙ୍କ କାନ୍ଧରେ…

ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ଭାରତୀୟ ନୌସେନା

ନୂଆଦିଲ୍ଲୀ, ୧୮ା୫ : ଭାରତ ମହାସାଗରରେ ଚାଇନାର ଏକ ମାଛଧରା ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ସେଥିରେ ଥିବା ୩୯ କର୍ମଚାରୀ ନିଖୋଜ ଅଛନ୍ତି। ବେଜିଂର ଅନୁରୋଧ କ୍ରମେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ସାମିଲ ହୋଇଛି। ଉକ୍ତ ଜାହାଜରେ ୧୭…

ଚାକିରି ପାଇଁ ଜମି ଦୁର୍ନୀତି: ରାବ୍ରି ଦେବୀଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୧୯।୫: ବିହାରରେ ଚାକିରି ପାଇଁ ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଗୁରୁବାର ପ୍ର୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଘଣ୍ଟା ଜେରା କରିଛି। ସକାଳ ୧୧ଟାରେ ରାବ୍ରି ଇଡି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ବାହାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?