ଏସ୍ବିଆଇ ଡିଭିଡେଣ୍ଡ ୟିଲ୍ଡ ଫଣ୍ଡର ଶୁଭାରମ୍ଭ
ନୂଆଦିଲ୍ଲୀ,୨୩।୨: ଏସ୍ବିଆଇ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ଏସ୍ବିଆଇ ଡିଭିଡେଣ୍ଡ ୟିଲ୍ଡ ଫଣ୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଏକ ଓପନ ଏଣ୍ଡେଡ୍ ଇକ୍ୟୁଟି ଯୋଜନା, ଯାହା ମୁଖ୍ୟତଃ ଡିଭିଡେଣ୍ଡ ଆୟକାରୀ କମ୍ପାନୀଗୁଡ଼ିକର ଇକ୍ୟୁଟି ସମ୍ପର୍କିତ ଇନ୍ଷ୍ଟ୍ରୁମେଣ୍ଟ ଏବଂ ସୁବିଭକ୍ତ…
ତୁର୍କୀ-ସିରିଆ ପରେ ଚାଇନାରେ ଶକ୍ତିଶାଳୀ ଭୂକମ୍ପ
ବେଜିଂ,୨୩ ।୨: ସିରିଆ ଓ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପର ଛାତିଥରା ଦୃଶ୍ୟ ମନରୁ ଲିଭି ନ ଥିବା ବେଳେ ଗୁରୁବାର ସକାଳେ ଚାଇନା ଓ ତାଜିକିସ୍ତାନ ସୀମାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି । ଚାଇନାରେ ଗୁରୁବାର ସ୍ଥାନୀୟ…
ଗୀତ ପାଇଁ ଗାୟିକା ନେହାଙ୍କୁ ନୋଟିସ
ଲକ୍ଷ୍ନୌ, ୨୩।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ପ୍ରଣାଳୀକୁ ନେଇ ବ୍ୟଙ୍ଗାତ୍ମକ ଢଙ୍ଗରେ ଗୀତ ଗାଇବାରୁ ଭୋଜପୁରୀ ଲୋକ ଗାୟିକା ନେହା ସିଂ ରାଥୋଡଙ୍କୁ ୟୁପି ପୋଲିସ ନୋଟିସ ଜାରି କରିଛି। ନୋଟିସ୍ ଜରିଆରେ ନେହାଙ୍କୁ ୭ଟି ପ୍ରଶ୍ନର…
ଆଫଗାନିସ୍ତାନରେ ଅନୁଭୁତ ହେଲା ୬.୭ ତୀବ୍ରତାର ଭୂକମ୍ପ, ୧୮ ମିନିଟରେ ଦୁଇଥର କମ୍ପିଲା
କାବୁଲ,୨୩ ।୨: ଆଫଗାନିସ୍ତାନରେ ଗୁରୁବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ମପାଯାଇଛି । ଭୂକମ୍ପ ଆଫଗାନିସ୍ତାନର ଫାୟଜାବାଦରେ ସକାଳ ୬ଟା ୭ ମିନିଟରେ ଅନୁଭୁତ ହୋଇଛି । ଏହାର କେନ୍ଦ୍ର ଭୂପୃଷ୍ଠରୁ ୧୧୩…
ମାର୍ଚ୍ଚରେ ଭାରତ ଆସିବେ ରୁଷିଆ ବୈଦେଶିକ ମନ୍ତ୍ରୀ, ଜି୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ହେବେ ସାମିଲ
ମସ୍କୋ,୨୩ ।୨: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ ଆସନ୍ତା ମାସର ଆରମ୍ଭରେ ଭାରତ ଯାତ୍ରାରେ ଆସିବେ । ତାଙ୍କର ଏହି ୩ ଦିନିଆ ଭାରତ ଗସ୍ତ ସମୟରେ ସେ ୧ ଓ ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ଜି୨୦ ବୈଦେଶିକ…
ଆର୍ଥିକ ସଙ୍କଟରେ ବେହାଲ ପାକିସ୍ତାନ, ମନ୍ତ୍ରୀ ଅଧିକାରୀଙ୍କ ବେତନ-ଭତ୍ତାରେ ହେବ କାଟଛାଟ
ଇସଲାମାବାଦ,୨୩ ।୨: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବେଳକୁ ବେଳ ଆହୁରି ଦେବାଳିଆ ହେବାରେ ଲାଗିଛି । ଏବେ ପାକିସ୍ତାନର ମନ୍ତ୍ରୀ ଓ ଅଧିକାରୀଙ୍କ ବେତନ ଓ ଭତ୍ତାରେ କାଟଛାଟ ହେବ ବୋଲି ଘୋଷଣା କରାଯାଇଛି ।…
ଆମେରିକାରେ ବରଫ ଝଡ଼, ୧୩୦୦ରୁ ଅଧିକ ବିମାନ ରଦ୍ଦ
ୱାଶିଂଟନ,୨୩ ।୨: ଆମେରିକାରେ ବଢିଛି ବରଫ ଝଡ଼ । ପଶ୍ଚିମ ଓ ମଧ୍ୟ ରାଜ୍ୟରେ ଏହା ଅଧିକ ପରିମାଣରେ ଦେଖାଯାଇଛି । ଏହି କାରଣରୁ ୧୩୦୦ରୁ ଅଧିକ ବିମାନକୁ ରଦ୍ଦ କରି ଦିଆଯାଇଛି ଓ ୨୦୦୦ରୁ ଅଧିକ ବିମାନ ବିଳମ୍ବରେ ଯାତ୍ରା…
ସଠିକ୍ ହୋଇନି ପଥର ପ୍ୟାକିଂ: ଧସୁଛି ପଥର, ମାଟି
କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକାକୁ ସଂଯୋଗ କରୁଥିବା ରାସ୍ତା ବିପଦସଙ୍କୁଳ ହୋଇରହିଛି। ଏହି ସ୍ଥାନକୁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ବର୍ଷ ତମାମ ଯାତ୍ରା କରୁଥିବାରୁ ଏହି ବିପଦପୂର୍ଣ୍ଣ ରାସ୍ତାର ସ୍ଥାୟୀ ଓ ସୁରକ୍ଷିତ…
ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ
ଓ୍ବାଶିଂଟନ,୨୨ା୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସାମିଲ ହୋଇଛନ୍ତି। ଭାରତୀୟ ବଂଶୋଦ୍ଭବ ଟେକ୍ ଏଣ୍ଟରପ୍ରିନ୍ୟୁର୍ ବିବେକ ରାମାସ୍ବାମୀ ବୁଧବାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।…
ହିଜାବ ପିନ୍ଧି ପରୀକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଲେ କର୍ନାଟକ ଛାତ୍ରୀ
ନୂଆଦିଲ୍ଲୀ,୨୨ା୨:କର୍ନାଟକର ସରକାରୀ ସ୍କୁଲଗୁଡ଼ିକରେ ହିଜାବ ପରିଧାନ ଉପରେ କଟକଣା ଜାରି କରାଯାଇଛି। ତେବେ କେତେଜଣ ମୁସଲମାନ ଛାତ୍ରୀ ହିଜାବ ପିନ୍ଧି ପରୀକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି। ସେମାନଙ୍କ ଆବେଦନର ଶୁଣାଣି କରିବାକୁ ବୁଧବାର ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି।…
୬ ବର୍ଷ ପୂର୍ବରୁ ସ୍କୁଲରେ ହେବନାହିଁ ପିଲାଙ୍କ ନାମ ଲେଖା
ନୂଆଦିଲ୍ଲୀ,୨୨।୨: ନୂତନ ଶିକ୍ଷା ନୀତି ଅନୁଯାୟୀ ଦେଶର ଶିକ୍ଷା ନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି। ଏହା ଅଧୀନରେ ବୁଧବାର ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି ଯେ, ବର୍ତ୍ତମାନ କୌଣସି ପିଲାଙ୍କୁ ୬ ବର୍ଷ…
ଦିଅରଙ୍କ ପଥର ମାଡରେ ଚାଲିଗଲା ଭାଉଜଙ୍କ ଜୀବନ
ଗଜପତି,୨୨।୨(ଡି.ଏନ.ଏ.): ଗଜପତି ଜିଲା ଆର. ଉଦୟଗିରି ଥାନା ବଙ୍ଗଳା ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଭାଉଜଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦିଅର। ମୃତକ ହେଲେ ବଙ୍ଗଳା ସାହିର ମାମାଲି ପାଇକ। ସୁଚନା ଅନୁଯାୟୀ, ବଙ୍ଗଳା ସାହିରେ ରହୁଥିବା ସୁଶାନ୍ତ…
Archives


