Home Left

୩୦ ସୁଦ୍ଧା ସ୍କୁଲପିଲାଙ୍କୁ ମିଳିବ ୟୁନିଫର୍ମ

ଭୁବନେଶ୍ୱର,୩ା୬(ବ୍ୟୁରୋ): ଚଳିତବର୍ଷ ଜୁନ୍‌ ୩୦ ସୁଦ୍ଧା ସରକାରୀ ଓ ସରକରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମାଗଣା ୟୁନିଫର୍ମ ପୋଷାକ ବଣ୍ଟନ କରିବ ଗଣଶିକ୍ଷା ବିଭାଗ। ଏଥିଲାଗି ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ମାସ ଶେଷ ସୁଦ୍ଧା…

ଆଜିଠାରୁ ଭୁବନେଶ୍ୱରରୁ ସିଙ୍ଗାପୁର, ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ଉଡ଼ିବ

ଭୁବନେଶ୍ୱର, ୩ା୬ (ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବା ପରେ ୩ ତାରିଖ ଶନିବାରଠାରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ସକାଳ ୬ଟା ୨୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ…

ଆଜି ଘଟଣାସ୍ଥଳ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୩ା୬(ବ୍ୟୁରୋ): ବାହାନଗା ଷ୍ଟେଶନ ନିକଟରେ ଟ୍ରେନ୍‌ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଭୁବନେଶ୍ୱରସ୍ଥିତ ଏସ୍‌ଆରସିଙ୍କ କଣ୍ଟ୍ରୋଲ୍‌ ରୁମ୍‌ରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି। ଏଥିସହ ସେ ନିଜେ ଶନିବାର ଘଟଣାସ୍ଥଳକୁ ଯାଇ…

ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା

ଭୁବନେଶ୍ବର, ୩ା୬(ବ୍ୟୁରୋ): ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଲାଗି ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ଲାଗି ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ଲାଗି ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

ଆମେରିକା ସଂସଦର ମିଳିତ ବୈଠକରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ଜୁନ ୨୨ରେ ଆମେରିକା ସଂସଦର ମିଳିତ ବୈଠକରେ ସମ୍ବୋଧିତ କରିବେ। ମିଳିତ ବୈଠକରେ ସମ୍ବୋଧିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମନ୍ତ୍ରଣ କରିବା ଆମ ପାଇଁ ଗୌରବର ବିଷୟ ବୋଲି ଆମେରିକା କହିଛି।…

ଘଟଣାସ୍ଥଳରେ ରାଜସ୍ବ ମନ୍ତ୍ରୀ, ଏମ୍‌ପି, ବିଧାୟକ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ସେହିପରି ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣା ବାବଦରେ ସେ ରେଳମନ୍ତ୍ରୀଙ୍କ ସହ ଆଲୋଚନା…

ସୁରକ୍ଷିତଯାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନ୍‌ରେ ପଠାଗଲା ଚେନ୍ନାଇ

ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶ୍ବରର ବାହାନଗାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ପରେ କରମଣ୍ଡଳ ଟ୍ରେନରୁ ଉଦ୍ଧାର କରାଯାଇଥିବା ସୁରକ୍ଷିତ ଯାତ୍ରୀଙ୍କୁ ବାହାନଗାରୁ ସତନ୍ତ୍ର ଟ୍ରେନ ଯୋଗେ ଚେନ୍ନାଇ ପାଠଯାଇଛି। ୧୯୦ଜଣ ସୁରକ୍ଷିତ ଥିବା ଯାତ୍ରୀଙ୍କୁ ଏହି ସତନ୍ତ୍ର ଟ୍ରେନ୍‌ ନେଇ ଭୁବନେଶ୍ୱରରୁ ଚେନ୍ନାଇ ଯାଇଛି।…

କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ…

ବାହାନଗା ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ମେଡିକାଲରେ ୩୫୦ରୁ ଊର୍ଦ୍ଧ୍ୱ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି। ତେବେ ଗୁରୁତରଙ୍କ ମଧ୍ୟରୁ କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ। ପୁଣି ପ୍ରଚୁର…

ସେହି ଶୁକ୍ରବାର… ୧୪ ବର୍ଷ ତଳେ କରମଣ୍ଡଳ ନେଇଥିଲା ୧୬ ଜୀବନ

ସେହି ଶୁକ୍ରବାର… ୧୪ ବର୍ଷ ତଳେ କରମଣ୍ଡଳ ନେଇଥିଲା ୧୬ ଜୀବନ ୧୪ ବର୍ଷ ତଳେ ଯାଜପୁରରୋଡ୍‌ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୨୦୦୯ ଫେବୃୟାରୀ ୧୩ ତାରିଖ ସନ୍ଧ୍ୟାରେ କରମଣ୍ଡଳର ୧୧ଟି ସ୍ଲିପର ଓ ୨ଟି ଜେନେରାଲ ବଗିକୁ ମିଶାଇ…

ଅସମ୍ଭାଳ ତାତିରୁ ଆହୁରି ୮ ଦିନତାତି ନିସ୍ତାର ନାହିଁ

ଭୁବନେଶ୍ୱର,୨ା୬(ବ୍ୟୁରୋ): ସକାଳ ହେବା ମାତ୍ରେ ମାଡ଼ିଆସୁଛି ପ୍ରଚଣ୍ଡ ଗ୍ରୀଷ୍ମ । ଦିନ ବଢ଼ିବା ସାଙ୍ଗକୁ ତାତି ଅସହ୍ୟ ହେଉଛି। ସକାଳ ୮ଟାରୁ ପାରଦ ୩୩ ଡିଗ୍ରୀ ଟପିଯାଉଛି। ମଧ୍ୟାହ୍ନକୁ ୪୦ ଡିଗ୍ରୀ ପାରହୋଇ ଯାଉଛି। ଗରମ ସାଙ୍ଗକୁ ଗୁଳୁଗୁଳି ଅଣନିଃଶ୍ୱାସୀ କରିଦେଉଛି।…

ବିମଳେନ୍ଦୁ ସୋନପୁର ଜିଲାପାଳ

ଭୁବନେଶ୍ୱର,୨ା୬(ବ୍ୟୁରୋ)-ରାଜ୍ୟ ସରକାର ବିମଳେନ୍ଦୁ ରାୟଙ୍କୁ ସୋନପୁର ଜିଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମଳେନ୍ଦୁ ଏବେ ପୂର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ସୋନପୁର ଜିଲାପାଳ ଆବୋଲି…

ରାଜଭବନରେ ତେଲଙ୍ଗାନା ଦିବସ ପାଳିତ

ଭୁବନେଶ୍ୱର,୨ା୬(ବ୍ୟୁରୋ)-ରାଜଭବନରେ ଶୁକ୍ରବାର ତେଲଙ୍ଗାନା ଦିବସ ପାଳିତ ହୋଇଛି। ତେଲଙ୍ଗାନା ଦିବସ ଉତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, ଭାରତ ସମଗ୍ର ବିଶ୍ୱକୁ ଆଲୋକିତ କରୁଛି। ଭାରତୀୟତାରେ ଅଛି ବିଶ୍ୱଜନୀନତା। ଏହା ଅସୀମ ଓ ଅନନ୍ତ ଆନନ୍ଦର ଉତ୍ସ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?