ଛାତ୍ରୀଙ୍କ ଗଳା କାଟିଦେଲେ ଯୁବକ
ରାମନାଗୁଡ଼ା/ପଦ୍ମପୁର/ବିଷମକଟକ,୩ା୩(ଡି.ଏନ୍.ଏ.):ରାୟଗଡ଼ା ଜିଲା ଗୁଡ଼ାରୀ ଥାନା ଅନ୍ତର୍ଗତ ରାମନାଗୁଡା ବ୍ଲକ ଗୁମୁଡ଼ା ମୁଖ୍ୟ ବଜାରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଛୁରିରେ ଜଣେ କଲେଜ ଛାତ୍ରୀଙ୍କ ଗଳା କାଟି ଦେଇଛନ୍ତି। ଛାତ୍ରୀ ଜଣକ ଯୁକ୍ତ ୨ ପରୀକ୍ଷା ଦେଇ…
ଫେବୃୟାରୀରେ ଓଡ଼ିଶାର ଜିଏସ୍ଟି ସଂଗ୍ରହରେ ୪୦% ବୃଦ୍ଧି
ଭୁବନେଶ୍ୱର,୩ା୩(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷର ଫେବୃୟାରୀରେ ରାଜ୍ୟ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ଓ ସମନ୍ବିତ ଜିଏସ୍ଟି ଫଇସଲା ବାବଦକୁ ଓଡ଼ିଶା ପାଇଥିବା ଜିଏସ୍ଟି ରାଜସ୍ବରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଫେବୃୟାରୀରେ ୧୨୨୩.୨୨ କୋଟି ଟଙ୍କା ଜିଏସ୍ଟି…
ରୁବୀ ହେଲେ ରୁବୀ
ପାଟନା, ୩ା୩:ପ୍ରେମ ଅନ୍ଧ। ପ୍ରେମ କରିବା ପୂର୍ବରୁ ବର୍ଣ୍ଣ, ଜାତି କିମ୍ବା ଗୁଣକୁ ଦେଖାଯାଏ ନାହିଁ। ଅଜବ ପ୍ରେମ ଘଟଣାକୁ ନେଇ ଅନେକ ସମୟରେ ଘଟଣାମାନ ଖବରକାଗଜ ଓ ନ୍ୟୁଜ୍ ଚ୍ୟାନେଲରେ ଦେଖିବାକୁ ମିଳୁଛି। ତେବେ ସେମିତି ଏକ ଅଜବ ପ୍ରେମ…
ଶାହରୁଖଙ୍କ ସୁରକ୍ଷାରେ ତ୍ରୁଟି
ବଲିଉଡର କିଙ୍ଗ ଖାନ ତଥା ଶାହାରୁଖଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ପ୍ରାୟତଃ ଅନେକ ପ୍ରଶଂସକ ସେମାନଙ୍କର ସୁପରଷ୍ଟାରଙ୍କୁ ଭେଟିବା ପାଇଁ ସମସ୍ତ ସୀମା ଅତିକ୍ରମ କରନ୍ତି। ଶାହରୁଖ ୨ ପ୍ରଶଂସକମାନେ ଗୁରୁବାର ରାତିରେ ସୀମା ଅତିକ୍ରମ କରି ବାନ୍ଦ୍ରାସ୍ଥିତ ଅଭିନେତା…
କୋଇଲାର ବହୁଳ ବ୍ୟବହାର ପଡୁଛି ମହଙ୍ଗା, ସାରା ବିଶ୍ୱରେ ସରି ଆସୁଛି କୋଇଲା
ନ୍ୟୁୟର୍କ,୩ ।୩: ଆମେରିକାରୁ ଚାଇନା ପର୍ଯ୍ୟନ୍ତ ଏବଂ ବ୍ରିଟେନରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ଦେଶ ସେମାନଙ୍କର ଶକ୍ତି କ୍ଷୁଧା ମେଣ୍ଟାଇବାକୁ କୋଇଲାର ବ୍ୟବହାର କରୁଛନ୍ତି । ଏହା କେବଳ ଏବେକାର ନୁହେଁ ଭବିଷ୍ୟତ ପିଢିଙ୍କ ପାଇଁ ମଧ୍ୟ ପ୍ରଭାବ ପକାଉଛି…
ମମତାଙ୍କ ବଡ ବୟାନ, ଟିଏମସି ଏକେଲା ଲଢିବ ଲୋକ ସଭା ନିର୍ବାଚନ
କୋଲକାତା,୩ ।୩: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବିରୋଧି ଏକାଠି ହେଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ଏହାକୁ ଏକ ବଡ ଝଟକା ଦେଇଛନ୍ତି । ଗୁରୁବାର ସେ କହିଛନ୍ତି ତ୍ରୁଣମୂଳ କଂଗ୍ରେସ(ଟିଏମସି) ୨୦୨୪ର ଲୋକ…
୩ ଆସନରେ କଂଗ୍ରେସ, ଗୋଟିଏରେ ଭାଜପା
ନୂଆଦିଲ୍ଲୀ, ୨ା୩: ମହାରାଷ୍ଟ୍ରର ୨ ବିଧାନସଭା ଆସନ ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ତାମିଲନାଡୁର ଗୋଟିଏ ଲେଖାଏ ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। କଂଗ୍ରେସକୁ ୩ଟି ଆସନ ମିଳିଥିବା ବେଳେ ଗୋଟିଏରେ ଭାଜପା ଏବଂ ଅନ୍ୟ ଆସନରେ…
ପୂର୍ବତନ ସିଜେଆଇ ଏ.ଏମ୍. ଅହମଦୀଙ୍କ ପରଲୋକ
ନୂଆଦିଲ୍ଲୀ, ୨ା୩: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଅଜିଜ୍ ମୁଶାବର ଅହମଦୀଙ୍କର ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା…
ବିବାହ ଉତ୍ସବକୁ ଆସିଥିଲେ: ବିଦ୍ୟୁତ୍ ତାର ଲାଗି ଚାଲିଗଲା ଜୀବନ
କୋକସରା,୨।୩(ଡି.ଏନ୍.ଏ.):କଳାହାଣ୍ଡି ଜିଲା କୋକସରା ଥାନା କାଶିବାହାଲ ପଞ୍ଚାୟତ ସାରଙ୍ଗପଡ଼ା ଗାଁରେ ହେଉଥିବା ଏକ ବିବାହ ଉତ୍ସବରେ ଅଘଟଣ ଘଟିଛି। ବିବାହରେ ଲାଗିଥିବା ଟେଣ୍ଟର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସାରଙ୍ଗପଡା ଗାଁର ଇନ୍ଦ୍ର…
କଟକରେ ପୋଲିସ-ଅପରାଧୀ ଗୁଳି ବିନିମୟ: ଶଙ୍କର ଆହତ, ବନ୍ଧୁକ-ଗୁଳି ଜବତ
କଟକ ଅଫିସ,୨ା୩: କଟକ ଜିଲା ବିଡ଼ାନାସୀ ଥାନା ଅଧୀନ ଭୁଆସୁଣି ପଡ଼ିଆରେ ଗୁରୁବାର ରାତି ପ୍ରାୟ ସାଢେ ୮ଟାରେ ପୋଲିସ-ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ରାଣୀହାଟ ଗୋପାଳସାହିର ଶଙ୍କର ଓରଫ ଦୀପକ ନାୟକ ଆହତ ହୋଇଛନ୍ତି। ଚିକିତ୍ସା ଲାଗି…
ସବୁଠୁ କମ୍ ବୟସର ପଲିଟିବ୍ୟୁରୋ
ହାନୋଇ,୨।୩: ଭୋ ଭାନ୍ ଥୋଙ୍ଗ୍ ଗୁରୁବାର ଭିଏତନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍ ଭିଏତନାମ (ସିପିଭି)ର ପୋଲିଟବ୍ୟୁରୋ ସଦସ୍ୟ ଥୋଙ୍ଗ୍ଙ୍କୁ ରାଷ୍ଟ୍ରପତି ପଦ ପାଇଁ ୯୮.୩୮% ଭୋଟ ମିଳିଥିଲା। ରାଷ୍ଟ୍ରପତି ଏବଂ ସୋସିଆଲିଷ୍ଟ ରିପବ୍ଲିକ୍ ଅଫ୍ ଭିଏତନାମର…
ଚାଇନା ଲିଙ୍କ ଲୋନ୍ ଆପ୍ର ଯାଞ୍ଚ ଆବଶ୍ୟକ
ବେଙ୍ଗାଲୁରୁ,୨।୩: ଚାଇନା ଲିଙ୍କ ଲୋନ୍ ଆପ୍ର ଯାଞ୍ଚ ହେବା ଜରୁରୀ ବୋଲି କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି। କେରଳର ଲୋନ୍ ଆନ୍ କମ୍ପାନୀ ଇଣ୍ଡିଟ୍ରେଡ୍ ଫିନକୋର୍ପ ଏଲ୍ଟିଡି ଚାଇନା ଲିଙ୍କ ଅଭିଯୋଗ ହେବା ପରେ କମ୍ପାନୀ ବିରୋଧରେ…
Archives


