Home Left

IPL ୨୦୨୬ ନିଲାମ ପୂର୍ବରୁ ପଞ୍ଜାବ ପାଇଁ ଆସିଲା ଖରାପ ଖବର: ଶ୍ରେୟସ ଆୟର…

ନୂଆଦିଲ୍ଲୀ,୨୨।୧୧: ଶ୍ରେୟସ ଆୟର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ ଏବଂ ଉପ-ଅଧିନାୟକ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ। ଟିମ ଇଣ୍ଡିଆ ସହିତ, ପଞ୍ଜାବ କିଙ୍ଗସର ମଧ୍ୟ ଟେନସନ ବଢିଯାଇଛି। ସେ IPL ୨୦୨୬ର…

ସ୍କୁଟିକୁ ଧକ୍କା ଦେଲା ବସ୍‌, ୨ ମୃତ: ଘଟଣାସ୍ଥଳରେ ଉତ୍ତେଜନା

ତିହିଡି଼,୨୨।୧୧(ସଞ୍ଜିତ ବଳ):ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ଥାନା ଅଧୀନ ସିନ୍ଦୋଳ ଠାରେ ଶନିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ…

ଯୁଦ୍ଧ ବିମାନ ଉଡାଉଥିବା ପାଇଲଟଙ୍କୁ କେତେ ମିଳେ ଦରମା?

ନୂଆଦିଲ୍ଲୀ,୨୨।୧୧: ଶୁକ୍ରବାର ଦୁବାଇ ଏୟାରଶୋ ସମୟରେ ଭାରତୀୟ ବାୟୁସେନାର ସ୍ବଦେଶୀ ତେଜସ (LCA) ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଃଖଦ ଖବର ଦେଶକୁ ଚକିତ କରିଦେଇଛି। ୱିଙ୍ଗ କମାଣ୍ଡର ନାମନାଶ ସିଆଲଙ୍କ ମୃତ୍ୟୁ ସହିତ, ଦେଶ ଜଣେ ସାହସୀ ଯୋଦ୍ଧାକୁ ହରାଇଲା…

ବିନା ରନ୍‌ କରି ସେମିଫାଇନାଲ ଜିତିଲା ବାଂଲାଦେଶ: ଜାଣନ୍ତୁ ଭାରତକୁ କେମିତି ହରାଇଲା

ଦୋହା,୨୨।୧୧:ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ରେ ଭାରତ ଏର ଯାତ୍ରା ଶେଷ ହୋଇଛି। ବାଂଲାଦେଶ ଏ ବିପକ୍ଷରେ ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ଏ ସୁପର ଓଭରରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ ପଡିଛି। ପ୍ରଥମେ ବ୍ୟାଟିଂ କରି, ବାଂଲାଦେଶ…

ବଡ଼ ଖବର: ଆଜି ୫ଘଣ୍ଟା ଚାଲିବନି ଟ୍ରେନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୧୧: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର…

ସାଇକେଲ ଚାଳକଙ୍କ ଦେଶୀ କୌଶଳ ଲୋକଙ୍କୁ କରୁଛି ଆକର୍ଷିତ, ମୁଣ୍ଡରେ ସାମଗ୍ରୀ ରଖି…

ଯେକୌଣସି କାର୍ଯ୍ୟରେ ସିଦ୍ଧତା ହାସଲ କରିବାକୁ ବହୁତ ସମୟ ଲାଗେ। କିଛି ଲୋକ ଏହି କୌଶଳ ଶୀଘ୍ର ବି ଶିଖିଯାନ୍ତି। ଏମିତି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଏହି ଭିଡିଓରେ ଜଣେ…

ଏକତା ପଦଯାତ୍ରାରେ ବାହାରିଲେ ଧର୍ମେନ୍ଦ୍ର ପ୍ରଧାନ: ପ୍ରବଳ ଜନସମାଗମ

ଧାମନଗର,୨୨/୧୧(ଦେବେନ୍ଦ୍ର ଆନ୍ଦିଆ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସକାଳେ ୧୬ ନଂ ଜାତୀୟ ରାଜପଥର ଧାମନଗର ଛକଠାରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ହଜାର ହଜାର ବାଇକ ଶୋଭାଯାତ୍ରାରେ ଦଳୀୟ କର୍ମୀ ମାନେ…

Miss Universe 2025: ସୁସ୍ମିତା ସେନଙ୍କୁ ମିଳୁଥିଲା ଏତେକୋଟି ଦରମା? ଆପାର୍ଟମେଣ୍ଟ ସାଙ୍ଗକୁ ସ୍ପୋର୍ଟସ କାର

ଥାଇଲ୍ୟାଣ୍ଡରେ ବର୍ତ୍ତମାନ ଚାଲିଥିବା ମିସ ୟୁନିଭର୍ସ ପ୍ରତିଯୋଗିତାର ବିଜେତାଙ୍କୁ ଚୟନ କରାଯାଇଛି। ମେକ୍ସିକୋର ଫାତିମା ବୋଶ ଏହି ଟାଇଟଲ ଜିତିଛନ୍ତି। ଭାରତର ପ୍ରତିନିଧି ମନିକା ବିଶ୍ୱକର୍ମା ଶେଷ 12 ଜଣରେ ସ୍ଥାନ ପାଇପାରି ନାହାଁନ୍ତି। ତଥାପି, ଏହି ପ୍ରତିଯୋଗିତା ସୁସ୍ମିତା ସେନଙ୍କୁ…

ସାଧାରଣ ଲୋକଙ୍କୁ ଝଟ୍‌କା, ବଢିଯିବ ଔଷଧ ଦାମ୍‌!

ନୂଆଦିଲ୍ଲୀ,୨୨।୧୧: ଦେଶରେ GST ହାର ହ୍ରାସ ପରେ, ସରକାର ଏବେ ଔଷଧ କ୍ଷେତ୍ରରେ ବ୍ୟବହୃତ ଔଷଧ ସାମଗ୍ରୀ ପାଇଁ ସର୍ବନିମ୍ନ ଆମଦାନୀ ମୂଲ୍ୟ (MIP) ସ୍ଥିର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦେଶରେ ଔଷଧର ମୂଲ୍ୟ ବୃଦ୍ଧି ପାଇପାରେ। ଔଷଧ ଶିଳ୍ପର…

କଲେଜ ବସ-ହାଇଓ୍ବା ମୁହାଁମୁହିଁ ଧକ୍କା: ଘନ କୁହୁଡ଼ି ହେଲା କାଳ

କେନ୍ଦୁଝର,୨୨।୧୧:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଚମ୍ପୁଆ ନିକଟ ଝାରଖଣ୍ଡ ରାଜ୍ୟ ଜଗନ୍ନାଥପୁର ଥାନା ମାଣିକପୁର ନିକଟରେ ଘନ କୁହୁଡି ଯୋଗୁ ଏକ କଲେଜ ବସ ଓ ଲୁହା ପଥର ବୋଝେଇ ହାଇଓ୍ବା ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ…

ଭାଉଜକୁ ଛୁରି ଭୁସି ଫେରାର ହୋଇଯାଇଥିଲେ ଦିଅର: ୪ ବର୍ଷ ପରେ…

ବଲାଙ୍ଗୀର,୨୨।୧୧(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ସାହାଜପାଣି ଗ୍ରାମର ଅନିଲ ମେହେର(୨୯) ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ୫ ବର୍ଷ ପରେ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ଅନିଲଙ୍କୁ ପୋଲିସ ଶୁକ୍ରବାର ପାଟଣାଗଡ଼ କୋର୍ଟ ଚାଲାଣ…

ପଡ଼ିଆରେ ଖେଳ ପ୍ରତି ଆଗ୍ରହ କମୁଛି: ମୋବାଇଲ ଗେମ୍‌ରେ ବିତୁଛି ସମୟ

ନୂଆପଡ଼ା,୨୨/୧୧ (ମକାରୁ ବେମାଲ):ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଖେଳପଡିଆରେ ଖେଳିବାକୁ ରୁଚି ରଖୁନାହାନ୍ତି। ହାତରେ ମୋବାଇଲ ଥିବାରୁ ସେମାନେ ବିଭିନ୍ନ ପ୍ରକାର ଗେମ୍‌ ଖେଳି ସମୟ ବିତାଉଛନ୍ତି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଯାହା ହାତରେ ଦେଖିବ ମୋବାଇଲ। ପୂର୍ବରୁ ପିଲା ସ୍କୁଲରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri