Miss Universe 2025: ସୁସ୍ମିତା ସେନଙ୍କୁ ମିଳୁଥିଲା ଏତେକୋଟି ଦରମା? ଆପାର୍ଟମେଣ୍ଟ ସାଙ୍ଗକୁ ସ୍ପୋର୍ଟସ କାର
ଥାଇଲ୍ୟାଣ୍ଡରେ ବର୍ତ୍ତମାନ ଚାଲିଥିବା ମିସ ୟୁନିଭର୍ସ ପ୍ରତିଯୋଗିତାର ବିଜେତାଙ୍କୁ ଚୟନ କରାଯାଇଛି। ମେକ୍ସିକୋର ଫାତିମା ବୋଶ ଏହି ଟାଇଟଲ ଜିତିଛନ୍ତି। ଭାରତର ପ୍ରତିନିଧି ମନିକା ବିଶ୍ୱକର୍ମା ଶେଷ 12 ଜଣରେ ସ୍ଥାନ ପାଇପାରି ନାହାଁନ୍ତି। ତଥାପି, ଏହି ପ୍ରତିଯୋଗିତା ସୁସ୍ମିତା ସେନଙ୍କୁ…
ସାଧାରଣ ଲୋକଙ୍କୁ ଝଟ୍କା, ବଢିଯିବ ଔଷଧ ଦାମ୍!
ନୂଆଦିଲ୍ଲୀ,୨୨।୧୧: ଦେଶରେ GST ହାର ହ୍ରାସ ପରେ, ସରକାର ଏବେ ଔଷଧ କ୍ଷେତ୍ରରେ ବ୍ୟବହୃତ ଔଷଧ ସାମଗ୍ରୀ ପାଇଁ ସର୍ବନିମ୍ନ ଆମଦାନୀ ମୂଲ୍ୟ (MIP) ସ୍ଥିର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦେଶରେ ଔଷଧର ମୂଲ୍ୟ ବୃଦ୍ଧି ପାଇପାରେ। ଔଷଧ ଶିଳ୍ପର…
କଲେଜ ବସ-ହାଇଓ୍ବା ମୁହାଁମୁହିଁ ଧକ୍କା: ଘନ କୁହୁଡ଼ି ହେଲା କାଳ
କେନ୍ଦୁଝର,୨୨।୧୧:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଚମ୍ପୁଆ ନିକଟ ଝାରଖଣ୍ଡ ରାଜ୍ୟ ଜଗନ୍ନାଥପୁର ଥାନା ମାଣିକପୁର ନିକଟରେ ଘନ କୁହୁଡି ଯୋଗୁ ଏକ କଲେଜ ବସ ଓ ଲୁହା ପଥର ବୋଝେଇ ହାଇଓ୍ବା ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ…
ଭାଉଜକୁ ଛୁରି ଭୁସି ଫେରାର ହୋଇଯାଇଥିଲେ ଦିଅର: ୪ ବର୍ଷ ପରେ…
ବଲାଙ୍ଗୀର,୨୨।୧୧(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ସାହାଜପାଣି ଗ୍ରାମର ଅନିଲ ମେହେର(୨୯) ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ୫ ବର୍ଷ ପରେ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ଅନିଲଙ୍କୁ ପୋଲିସ ଶୁକ୍ରବାର ପାଟଣାଗଡ଼ କୋର୍ଟ ଚାଲାଣ…
ପଡ଼ିଆରେ ଖେଳ ପ୍ରତି ଆଗ୍ରହ କମୁଛି: ମୋବାଇଲ ଗେମ୍ରେ ବିତୁଛି ସମୟ
ନୂଆପଡ଼ା,୨୨/୧୧ (ମକାରୁ ବେମାଲ):ବର୍ତ୍ତମାନ ସମୟରେ ଅଧିକାଂଶ ପିଲା ଖେଳପଡିଆରେ ଖେଳିବାକୁ ରୁଚି ରଖୁନାହାନ୍ତି। ହାତରେ ମୋବାଇଲ ଥିବାରୁ ସେମାନେ ବିଭିନ୍ନ ପ୍ରକାର ଗେମ୍ ଖେଳି ସମୟ ବିତାଉଛନ୍ତି। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଯାହା ହାତରେ ଦେଖିବ ମୋବାଇଲ। ପୂର୍ବରୁ ପିଲା ସ୍କୁଲରୁ…
ପୁଣି ଚଢିଲା ତାପମାତ୍ରା: ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡି,୨୨।୧୧(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ପାରଦ ଉପରମୁହାଁ। ଗତ ୩ ଦିନ ତଳେ ପାରଦ ୭ ଡିଗ୍ରୀ ରହିଥିବାବେଳେ ହଠାତ ତାପମାତ୍ରା ଉପରମୁହାଁ ହୋଇ ଶନିବାର ସର୍ବନିମ୍ନ ୧୪ ଡିଗ୍ରୀରେ ପହଞ୍ଚିଛି । ଫଳରେ ଶୀତ ଅନୁଭୂତ…
ସପ୍ତାହକରେ କିଡ୍ନୀ ରୋଗରେ ଗଲାଣି ୪ ଜୀବନ: ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ
ଅମରପାଲି,୨୨ା୧୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ସପ୍ତାହକ ମଧ୍ୟରେ ୪ ଜୀବନ ନେଲାଣି କିଡ୍ନୀ ରୋଗ। ହେଲେ ଏନେଇ ପ୍ରଶାସନ ପାଖରେ କିନ୍ତୁ କୌଣସି ଖବର ନାହିଁ। ବହଳପଦର ପଞ୍ଚାୟତରେ ୨ଜଣ, ଦୁର୍ଜନତୈଲା ପଞ୍ଚାୟତରେ ଜଣେ ଓ କୋଟସମଲାଇ ପଞ୍ଚାୟତରେ…
ଟ୍ରମ୍ପଙ୍କୁ ଜୋରଦାର୍ ଝଟ୍କା ଦେଲେ ଜେଲେନସ୍କି: ଆମେରିକା ଦେଲା ଅଲ୍ଟିମେଟମ୍
କିଭ୍,୨୨।୧୧:ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଶନିବାର ୟୁକ୍ରେନୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଆମେ ଆମ ଦେଶ ସହ ବିଶ୍ୱାସଘାତକତା କରିପାରିବୁ ନାହିଁ। ଟ୍ରମ୍ପ ମଧ୍ୟ…
ବୃଦ୍ଧି ହେଲା ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି, ଜାଣନ୍ତୁ କେତେ ବଢିଲା…
ଭୁବନେଶ୍ୱର,୨୨।୧୧(ରବିନାରାୟଣ ଜେନା): ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କ ଉନ୍ନତି ପାଇଁ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମେଧାବୀ…
ଓଡ଼ିଶାରେ ଧର୍ମେନ୍ଦ୍ର: ନୂଆପଡ଼ା ନିର୍ବାଚନକୁ ନେଇ କହିଦେଲେ ଏମିତି କଥା
ଭୁବନେଶ୍ୱର, ୨୨ା୧୧(ସୁନିତ୍ ମିଶ୍ର):ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟର ଐତିହାସିକ ବିଜୟ ପରେ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରର ବିମାନବନ୍ଦରରେ ଉଚ୍ଛ୍ବସ୍ବିତ ଓ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର…
୧୮ ବର୍ଷରୁ କମ୍ ବୟସର ଝିଅ ସହିତ ଚତୁର୍ଥୀ ରାତି ପାଳନ କଲେ ସ୍ବାମୀଙ୍କୁ ମିଳିବ ଦଣ୍ଡ! ଜବାବ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ,୨୨।୧୧: ବିବାହ ପରେ ଚତୁର୍ଥୀ ରାତି ପାଳନ କରିବା ପାଇଁ ସ୍ବାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ କି? ଏପରି କରିବା ପାଇଁ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ କି? ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ…
୬,୬,୬,୬,୬,୬…. ସେମିଫାଇନାଲ୍ରେ ଘଟିଲା….
ନୂଆଦିଲ୍ଲୀ,୨୨।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ର ପ୍ରଥମ ସେମିଫାଇନାଲରେ, ବାଂଲାଦେଶ ଏ ପ୍ରଥମେ ବ୍ୟାଟିଂ କରି ୧୯୪ ରନ କରିଥିଲା। ଯଦିଓ ୧୮ ଓଭର ପରେ ମନେ ହେଉଥିଲା ଯେ, ଇନିଂସ ସର୍ବାଧିକ ୧୬୦ରେ ପହଞ୍ଚିବ। ତଥାପି ନମନ ଧୀର…
Archives


