୩୦ ବର୍ଷ ପରେ ସୃଷ୍ଟି ହେଉଛି ବିଷ ଯୋଗ, ଏହି ରାଶିର ଲୋକ ହୋଇଯାଆନ୍ତୁ ସତର୍କ, ନଚେତ୍…
ଜ୍ୟୋତିଷ ପଞ୍ଚାଙ୍ଗ ଅନୁସାରେ, ଗ୍ରହମାନେ ସମୟ ସମୟରେ ସେମାନଙ୍କର ସ୍ଥିତି ପରିବର୍ତ୍ତନ କରନ୍ତି ଏବଂ ଏହି ସମୟ ମଧ୍ୟରେ ଏପରି ଯୋଗ ସୃଷ୍ଟି କରନ୍ତି ଯାହା ଜୀବନ ଉପରେ ଶୁଭ କିମ୍ବା ଅଶୁଭ ପ୍ରଭାବ ପକାଇଥାଏ। ଏହି ଗ୍ରହ ପରିବର୍ତ୍ତନର...
‘ଧୋନିଙ୍କୁ IPL 2026 ଖେଳିବାକୁ ପଡ଼ିବ’, ପ୍ରଶଂସକଙ୍କୁ କ’ଣ କହିଲେ ମାହି, ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୮: ମାହି ଖେଳିବେ ନା ନାହିଁ? IPLର ପରବର୍ତ୍ତୀ ସିଜିନ ପାଇଁ ଆହୁରି ୭ ମାସ ବାକି ଅଛି, କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ MS ଧୋନି CSK ପାଇଁ ଆଉ ଏକ ସିଜିନ...
ରାସ୍ତା ମଝିରେ ମହିଳାଙ୍କୁ ଛୁରା ମାଡ଼: ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ
ପାରାଦୀପ,୧୧।୮: ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ପାଟପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ରାସ୍ତା ମଝିରେ ଜଣେ ମହିଳାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ମହିଳଙ୍କ ବେକ ଏବଂ ହାତରେ ଗଭୀର ଆଘାତ...
ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣା: ୨ ଜଣଙ୍କୁ ଅଟକ ରଖିଲା ପୋଲିସ
ବରଗଡ଼, ୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ନାବାଳିକା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ୨ ଅଟକଙ୍କୁ ପୋଲିସ ଅଟକ ରଖିଛି। ଗାଏସିଲେଟ ଥାନାରେ ୨ ଜଣଙ୍କୁ ଅଟକ ରଖିଲା ପୋଲିସ। ସଂପର୍କୀୟ ଅଜା ଓ ଜଣେ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।...
‘ପରମାଣୁ ଅସ୍ତ୍ରର ଧମକ ଦେବା ପାକିସ୍ତାନର ପାରମ୍ପରିକ କାମ’, କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ,୧୧।୮: ପାକିସ୍ତାନ କେବେବି ତା’ର ଅଭ୍ୟାସ ଛାଡିବ ନାହିଁ। ଏହା ପୁଣିଥରେ ପରମାଣୁ ଆକ୍ରମଣର ଧମକ ଦେଇଛି। ଭାରତ ସ୍ପଷ୍ଟ ଭାବରେ କହିଛି ଯେ ଆମେ ଏପରି କୌଣସି ଧମକକୁ ଭୟ କରିବୁ ନାହିଁ। ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...
ଆତ୍ମହତ୍ୟା କଥା ଶୁଣି ରାଗିଗଲେ ମୁଖ୍ୟମନ୍ତ୍ରୀ, କଡ଼ା ତାଗିଦ୍ କରି କହିଲେ…
ଭୁବନେଶ୍ୱର,୧୧।୮: ଆତ୍ମହତ୍ୟା’ କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ। ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ମୁଖ୍ୟମନ୍ତ୍ରୀ ରାଗି ଯାଇ କହିଲେ ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି । ଅଭିଯୋଗ...
ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା, ପରିବାର ଲୋକଙ୍କ ବୟାନ ରେକର୍ଡ ବେଳେ ଜଣାପଡିଲା…
ବରଗଡ଼ ,୧୧।୮: ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି। IG ହିମାଂଶୁ ଲାଲ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ପାରିବାରିକ କଳହ ଘଟଣାରୁ ଏହା ଘଟିଛି ବୋଲି କହିଛନ୍ତି ହିମାଂଶୁ ଲାଲ। ପୀଡ଼ିତାଙ୍କ...
ରାହୁଲ, ପ୍ରିୟଙ୍କାଙ୍କୁ ଉଠାଇନେବା ପଛରେ ବଡ଼ କାରଣ, ଦିଲ୍ଲୀ ପୋଲିସ କଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୧୧।୮: ସୋମବାର ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ସାଂସଦମାନେ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ବିରୋଧରେ ପ୍ରତିବାଦ କରି ସଂସଦ ଭବନରୁ ନିର୍ବାଚନ କମିଶନ ମୁଖ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ”ଭୋଟ ଚୋରି”...
ମାସକରେ ଜଳିଗଲା ୪ ଜୀବନ
ଭୁବନେଶ୍ୱର,୧୧।୮: ରାଜ୍ୟର ବରଗଡ଼ ଜିଲାରେ ଏକ ଗାଁରେ ନିଜକୁ ନିଆଁ ଲଗାଇ ଦେଇଥିବା ଜଣେ ୧୩ ବର୍ଷୀୟା ସ୍କୁଲ ଛାତ୍ରୀ ସୋମବାର ବୁର୍ଲାର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ବରଗଡ଼ ଜିଲାର ଦାୟିତ୍ୱରେ ଥିବା ବୋଲାଙ୍ଗିର ଏସପି ଅଭିଳାଷ ଜି...
ପୁଣି ତ୍ରୁଟି! ଲ୍ୟାଣ୍ଡିଂ ପରେ ବି ଘଣ୍ଟାଏ ପର୍ଯ୍ୟନ୍ତ ଓହ୍ଲାଇ ପାରିଲେନି ଯାତ୍ରୀ
ନୂଆଦିଲ୍ଲୀ,୧୧।୮: ଏୟାର ଇଣ୍ଡିଆ ବିମାନରେ ସମସ୍ୟାର ଅଭିଯୋଗ କମିବା ନାଁ ଧରୁନାହିଁ। ଏବେ ଖବର ଆସିଛି ଯେ ଦିଲ୍ଲୀରୁ ରାୟପୁର ପହଞ୍ଚିଥିବା ଏୟାର ଇଣ୍ଡିଆ ବିମାନର ଦ୍ୱାର ଖୋଲିନଥିଲା, ଯାହା ଫଳରେ ଯାତ୍ରୀମାନେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବିମାନ ଭିତରେ...
ଟ୍ରମ୍ପ-ପୁଟିନ ବୈଠକରେ ବଡ଼ ଭୂମିକା ଗ୍ରହଣ କଲା ଭାରତ, କଥାରେ ନୁହେଁ କାମରେ ଦେଲା ଜବାବ
ଓ୍ବାଶିଂଟନ୍,୧୧।୮: ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଆଲୋଚନା ବିଶ୍ୱ କୂଟନୀତି ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ । ସେତିକି ଏହା ଭାରତ ପାଇଁ ଏକ ରଣନୈତିକ ମୋଡ଼। ଭାରତ, ଯାହା ସାଧାରଣତଃ ଦ୍ୱିପାକ୍ଷିକ ବିବାଦରୁ ଦୂରେଇ...
Rohit Sharmaଙ୍କ କାର କଲେକ୍ସରେ ଯୋଡ଼ି ହେଲା ଆଉ ଏକ ଲଗଜରି Lamborghini Urus, ନମ୍ବରକୁ ନେଇ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୧।୮: ଭାରତୀୟ ଦଳର ODI ଅଧିନାୟକ ରୋହିତ ଶର୍ମା ସମ୍ପ୍ରତି ତାଙ୍କ କାର ସଂଗ୍ରହରେ ଏକ ଲଗଜରୀ କାର ଯୋଡ଼ିଛନ୍ତି। ସେ କିଛି ଦିନ ପୂର୍ବରୁ ଏକ ଲାଲ Lamborghini କାର (Lamborghini Urus Se) କିଣିଛନ୍ତି, ଯାହା ଦେଖିବାକୁ...
Archives


