Home Left

କନ୍ୟା ସନ୍ତାନ ଜନ୍ମ ଦେଲେ ‘ନୀଳ ଡ୍ରମ’ ହତ୍ୟାକାଣ୍ଡ ଅଭିଯୁକ୍ତ ମୁସକାନ

ନୂଆଦିଲ୍ଲୀ,୨୪ା୧୧: ସ୍ୱାମୀ ସୌରଭ ରାଜପୁତଙ୍କୁ ବିଭତ୍ସ ଭାବେ ହତ୍ୟା କରି ତାଙ୍କ ମୃତଦେହକୁ ଏକ ନୀଳ ଡ୍ରମରେ ଲୁଚାଇ ରଖିଥିବା ମାମଲାରେ ମୀରଟ ଜେଲରେ ଥିବା ଅଭିଯୁକ୍ତ ମୁସକାନ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ମେଡିକାଲ କଲେଜ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ…

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା, ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଯୁବକଯୁବତୀଙ୍କ ସହ…

ଜି.ଉଦୟଗିରି,୨୪।୧୧(ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସୁନାମଧନ୍ୟ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ତାଙ୍କୁ ଭଲ ପାଉଥିବା ଲୋକେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି କ୍ରମରେ…

ସ୍ଥାପନ ହେଲା ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ: ୧୧ଦିନ ଧରି ବରଗଡ଼ ସହର ପାଲଟିବ ମଥୁରାନଗରୀ

ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ।…

ଧାନ ଦର, ବିକ୍ରି ତାରିଖକୁ ନେଇ ଦ୍ୱନ୍ଦ୍ୱରେ ଚାଷୀ: ମଣ୍ଡି ଖୋଲିନି, ମାତିଲେଣି ଧାନ ବେପାରୀ

ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋରଦାର ଚାଲିଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନବିକ୍ରି ତ ଦୂରର କଥା, ମଣ୍ଡିଗୁଡ଼ିକ ମଧ୍ୟ ଖୋଲି ନାହିଁ। ନଭେମ୍ବର ମାସ ୨୦ତାରିଖରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ…

ହତ୍ୟା ଅଭିଯୁକ୍ତଙ୍କୁ ୬ ବର୍ଷ ପରେ କରାଗଲା ଗିରଫ, ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା

ଲାଞ୍ଜିଗଡ଼,୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ଅଞ୍ଚଳର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ୬ବର୍ଷ ପରେ ଗିରଫ ହୋଇଛି। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ତ୍ରିଲୋଚନପୁର ପଞ୍ଚାୟତ ଅନ୍ତର୍ଗତ…

ଚାଲିଥିଲା ଦେହ ବ୍ୟବସାୟ, ମାଡି ବସିଲା ପୋଲିସ

ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ଚାଲିଛି। ଏଭଳି ଅଭିଯୋଗ ଦୀର୍ଘ ଦିନରୁ ଚାଲି ଆସିଛି । ତେବେ ରବିବାର ରାତିରେ ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଏଭଳି ଏକ ରାକେଟକୁ ଠାବ କରିଛି। ବରାହଗୋଡା କଲୋନୀ…

ମଦ ପିଇ ଗାଡ଼ି ଚଳାଉଥିଲେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ, ଧରିଲା ପୋଲିସ, ଆଉ ତା’ପରେ…

ଖଜୁରୀପଡ଼ା ୨୪।୧୧ ( ବିଦୁର ବେହେରା): ସମାଜରେ ଉତ୍ତମ ଶିକ୍ଷା, ସଂସ୍କାର,ଜ୍ଞାନ,ଆଚରଣ, ଉତ୍ତମ ବ୍ୟବହାର ସହିତ ଦିଗ ଦର୍ଶନ ଦେବାରେ ଶିକ୍ଷକମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କିଛି କୁଅଭ୍ୟାସି ଶିକ୍ଷକମାନଙ୍କ କୁଅଭ୍ୟାସ ଯୋଗୁ ଶିକ୍ଷକ ସମାଜ ବେଳେ ବେଳେ କଳଙ୍କିତ…

ଭାଜପାରେ ଗୋଷ୍ଠୀ ସଂଘର୍ଷ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ଦିଗପହଣ୍ଡି,୨୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକା କାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଗତ ୫ ତାରିଖ ସକାଳେ ହିଂସାକାଣ୍ଡରେ…

ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ସହ ଏମିତି କଲେ ୨ ଯୁବକ, ଗପ୍ତାଙ୍ଗକୁ …

ପାତ୍ରପୁର,୨୪।୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମର ଜଣେ ୧୭ ବର୍ଷୀୟ ଯୁବତୀକୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରି ଗୁପ୍ତାଙ୍ଗକୁ କ୍ଷତ ବିକ୍ଷତ କରିଥିବା ଭଳି ଲୋମ ହର୍ଷଣକାରୀ ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି…

କାଲିଠୁ ଥିଲେ ନିଖୋଜ, ଆଜି ପୋଖରୀରୁ ମିଳିଲା ମୃତଦେହ

ଛତ୍ରପୁର, ୨୪।୧୧(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ବନ୍ଦର ଗ୍ରାମରେ ଜଣେ ଯୁବକ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ବନ୍ଦର ଗ୍ରାମର କେ. କାରାଡୁ। ଗତକାଲି ସନ୍ଧ୍ୟାରୁ କାରାଡୁ ନିଖୋଜ ରହିଥିଲେ। ଆଜି ସକାଳୁ ଗାଁ…

ରେଳ ଧାରଣା ପାର୍‌ ହୋଉଥିବା ବେଳେ ନାବାଳକଙ୍କୁ ଟାଣିନେଲା ଟ୍ରେନ୍‌, ଗୋଡ଼ରୁ ପାଦ ସଂପୂର୍ଣ୍ଣ ଅଲଗା

ଲାଞ୍ଜିଗଡ, ୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରେକୃଷ୍ଣପୁର ନିକଟସ୍ଥ ଆମ୍ବାଦଳାରୁ ଲାଞ୍ଜିଗଡ କାରଖାନାକୁ ଯାଉଥିବା ମାଲବାହୀ ରେଳଗାଡ଼ି ଧକ୍କାରେ ଜଣେ ନାବାଳକର ଗୋଡ଼ କଟିଯାଇଛି। ସୂଚନାନୁସାରେ ସୋମବାର ଅପରାହ୍ନ ୪ ଟା ସମୟରେ କଳାହାଣ୍ଡି…

କୁକୁଡ଼ା ଫାର୍ମରୁ ଚୋରି କରି ନେଇଯାଇଥିଲେ ୨ ଯୁବକ, ଧରିଲା ପୋଲିସ

ଦିଗପହଣ୍ଡି, ୨୪।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଥାନା ସିଦ୍ଧେଶର – ସିଦ୍ଧିଖଣ୍ଡି ଗ୍ରାମ ରାସ୍ତା କଡରେ ଥିବା କୁକୁଡ଼ା ଫାର୍ମରୁ ଏଲପିଜି ସିଲିଣ୍ଡର, ପାଣି ମୋଟର, ଧାନ ବସ୍ତା, ଏକ ସ୍କୁଟି ଏବଂ ତାର ପୋଲିନ ଚୋରି କରିବା ଘଟଣାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri