Home Left

ଅଦେନ ମାର୍‌କ୍ରମଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ହାଇଦ୍ରାବାଦ

ଲକ୍ଷ୍ନୌ,୭।୪: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍‌ର ୧୦ମ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ମଧ୍ୟରେ ଖେଳାଯିବ। ଅନ୍ୟପକ୍ଷେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ହାଇଦ୍ରାବାଦ ଶୁକ୍ରବାର ନୂଆ ଅଧିନାୟକ ଅଦେନ…

ଦେବଭୂମି ଉତ୍ତରାଖଣ୍ଡରେ ଏବେ ଧ୍ୱଂସ ହେବ ଅବୈଧ ଧର୍ମପୀଠ

ଡେରାଡୁନ,୭।୪: ଉତ୍ତରାଖଣ୍ଡରେ କିଛିଦିନ ହେବ ସରକାରୀ ଜମିରେ ଅବୈଧ ଭାବେ ଧର୍ମପୀଠ ନିର୍ମାଣ ହେବା ଦେଖିବାକୁ ମିଳୁଛି। ଏହାକୁ ନେଇ ଏବେ ରାଜ୍ୟ ସରକାର ଖୁବ କଠୋର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ପଷ୍ଟ କରିଛନ୍ତି କି ଦେବଭୂମି ଉତ୍ତରାଖଣ୍ଡରେ…

ଖୁସି ହେଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୭।୪: ବରିଷ୍ଠ ଲେଖିକା ତଥା ସମାଜସେବି ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି। ସୁଧା ମୂର୍ତ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ। ସୁଧାଙ୍କ ଝିଅ ଅକ୍ଷରା ମୂର୍ତ୍ତିଙ୍କୁ ବିବାହ…

ମୁମ୍ବାଇ ଜଗନ୍ନାଥ ମନ୍ଦିର ସଭାପତିଙ୍କ ପରଲୋକ

ହିଞ୍ଜିଳିକାଟୁ,୭।୪(ଡି.ଏନ୍‌.ଏ.): ମୁମ୍ବାଇ ସାକିନାକାସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ହିଞ୍ଜିଳିର ଜଣେ ଜଣାଶୁଣା ବ୍ୟକ୍ତି ରମେଶ ମୁନିଙ୍କ ଶୁକ୍ରବାର ପରଲୋକ ହୋଇଛି। ହିଞ୍ଜିଳି ଦେଉଳ ବନ୍ଧରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ନେଇ ହିଞ୍ଜିଳିକାଟୁ ସମେତ ମୁମ୍ବାଇରେ…

ଦକ୍ଷିଣ ଭାରତରେ ମିଶନାରୀଙ୍କ ଅପେକ୍ଷା ଅଧିକ ସେବା କରିଛନ୍ତି ହିନ୍ଦୁ ଧର୍ମଗୁରୁ: ଭାଗବତ

ଜୟପୁର,୭।୪: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଅରଏସଏସ)ର ସହସଂଘଚାଳକ ଡା. ମୋହନ ଭାଗବତ ଶୁକ୍ରବାର ଜୟପୁରର ଜାମଡୋଲାରେ କେଶବ ବିଦ୍ୟାପୀଠରେ ରାଷ୍ଟ୍ରୀୟ ସେବା ଭାରତିର ସେବା ସଙ୍ଗମର ଉଦଘାଟନ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦକ୍ଷିଣ ଭାରତରେ ହିନ୍ଦୁ…

ହତ୍ୟା ଧମକ ମଧ୍ୟରେ ବୁଲେଟ ପ୍ରୁଫ ଗାଡି କିଣିଲେ ସଲମାନ

ମୁମ୍ବାଇ: ଗତ କିଛି ମାସ ହେବ ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ହତ୍ୟା ଧମକ ମିଳୁଛି। ଲରେନ୍ସ ବିଶ୍ନୋଇ ଓ ତାଙ୍କ ଗ୍ୟାଙ୍ଗ ପକ୍ଷରୁ ଏହି ହତ୍ୟା ଧମକ ଦିଆଯାଇଛି। ଲଗାତାର ମିଳୁଥିବା ଧମକ ପରେ ଅଭିନେତାଙ୍କୁ ଓ୍ବାଇ ପ୍ଲସ କାଟାଗୋରୀର…

କାନାଡାରେ ସ୍ଥିତି ସଙ୍ଗିନ, ଘର ଭିତର ଅନ୍ଧାର ବାହାରେ ତୁଷାର ଝଡ଼

ଓଟାଓ୍ବା,୭।୪: କାନାଡାର କ୍ୟୁବେକ ଅଞ୍ଚଳରେ ଗୁରୁବାର ଆସିଥିବା ତୁଷାର ଝଡ଼ରେ ଅତିକମରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏପଟେ ତୁଷାର ଝଡ଼ ଯୋଗୁ ଲକ୍ଷ ଲକ୍ଷ ଘରର ବିଜୁଳି କଟିଯାଇଛି। ତୁଷାର ଝଡ଼ ଯୋଗୁ ରାଜ୍ୟରେ ବିଦ୍ୟୁତ ସେବା…

ନିର୍ମାଣ ସରୁନି, ବାରଣ୍ଡାରେ ଶିଶୁଙ୍କ ପ୍ରିକ୍ଲାସ

ଦେଓଗାଁ, ୭ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଅଙ୍ଗନୱାଡି ‘କ’ କେନ୍ଦ୍ର ନାନା ଅବ୍ୟବସ୍ଥାରେ ଚାଲିଛି। କେନ୍ଦ୍ରର ନିଜସ୍ବ କୋଠାନାହିଁ। ଫଳରେ ପିଲାଙ୍କ ପ୍ରିକ୍ଲାସ ଅଙ୍ଗନଓ୍ବାଡି କର୍ମୀଙ୍କ ବାରଣ୍ଡାରେ ଚାଲିଛି। ପ୍ରଶାସନିକ ଅବହେଳା ଯୋଗୁଁ ଆଜକୁ ୫ବର୍ଷ ହେଲା…

ଗୁଡ୍‌ ଫ୍ରାଇଡେ’ରେ ଯିଶୁଖ୍ରୀଷ୍ଟଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଡ୍‌ ଫ୍ରାଇଡେ’ ଅବସରରେ ଯିଶୁ ଖ୍ରୀଷ୍ଟଙ୍କୁ ମନେପକାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଗୁଡ୍‌ ଫ୍ରାଇଡେ’ରେ ଯିଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଉଛୁ। ସେ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ, ତଥାପି ସେବା…

ଢେଙ୍କାନାଳ ପ୍ରସିଦ୍ଧ ବରାର ମଜା ନେଲେ ସହରବାସୀ

ଢେଙ୍କାନାଳ ଅଫିସ,୭ା୪: ଢେଙ୍କାନାଳ ବରା ସମଗ୍ର ରାଜ୍ୟରେ ପ୍ରସିଦ୍ଧ। ସ୍ବାଧୀନତା ପୂର୍ବରୁ ଢେଙ୍କାନାଳ ପ୍ରସିଦ୍ଧ ବରା ଆଜି ପର୍ଯ୍ୟନ୍ତ  ସମଗ୍ର ରାଜ୍ୟରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ଢେଙ୍କାନାଳର ପାରମ୍ପରିକ ଖାଦ୍ୟ ବରାକୁ ମଧ୍ୟ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ…

ରାହୁଲ-ପ୍ରିୟଙ୍କାଙ୍କ ପରେ ଖାର୍ଗେଙ୍କୁ ଭେଟିଲେ ନବଜୋତ ସିଦ୍ଧୁ

ନୂଆଦିଲ୍ଲୀ,୭।୪: ଜେଲରୁ ବାହାରିବା ପରେ ନବଜୋତ ସିଂ ସିଦ୍ଧୁ କଂଗ୍ରେସ ନେତାଙ୍କ ସହ ଭେଟିବାର ପ୍ରକ୍ରିୟା ଜାରି ରଖିଛନ୍ତି। ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିବା ବେଳେ ଶୁକ୍ରବାର ଦିଲ୍ଲୀେରେ କଂଗ୍ରେସ…

ରେସଲର ଜନ ସିନାଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ଦେଶୀ ଗର୍ଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆମଜନ ପ୍ରାଇମରେ ନିଜର ସ୍ପାଇ ଥ୍ରିଲର ଓ୍ବେବ ସିରିଜ ‘ସିଡାଟେଲ’ ସହ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି। ଏବେ ଅଭିନେତ୍ରୀ ସିରିଜର ପ୍ରମୋଶନରେ ବିଜି ଅଛନ୍ତି। ଏପଟେ ଶୋ’ ରିଲିଜ ହେବା ପୂର୍ବରୁ ପ୍ରିୟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri