ଡ୍ରାଇଭିଂ ଟେଷ୍ଟିଂରେ ମଧ୍ୟସ୍ଥଙ୍କ ରାଜୁତି
ଯାଜପୁର ଅଫିସ,୧୪ା୪: ରାଜ୍ୟ ସରକାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମଧ୍ୟସ୍ଥିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ସହ ସ୍ବଚ୍ଛ ଶାସନ ଚଳାଇବାକୁ ଉଦ୍ୟମ କରିଛନ୍ତି। ହେଲେ ଯାଜପୁର ଜିଲା ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ କେତେଜଣ ମଧ୍ୟସ୍ଥିଙ୍କ ଜରିଆରେ ଡ୍ରାଇଭିଂ ଟେଷ୍ଟିଂ, ଫିଟନେସ…
ଜବରଦଖଲ ଉଚ୍ଛେଦ
କୋରେଇ,୧୪ା୪(ଡି.ଏନ.ଏ.): କୋରେଇ ବ୍ଲକ ଅଧୀନ ଅନ୍ଧାରି ପଞ୍ଚାୟତ କୋରେଇଗଡ଼ିଆ ଗ୍ରାମରେ ଜବରଦଖଲ ହୋଇଥିବା ଦେବସ୍ଥଳୀ କିସମ ଜମିରୁ ଗୁରୁବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଉକ୍ତ ଜମିକୁ ଜବରଦଖଲ କରିଥିଲେ। ପୂର୍ବରୁ ଏହି ଜମିରେ…
ଶୀର୍ଷରେ ଜିଓର ଡାଉନ୍ଲୋଡ୍ ସ୍ପିଡ୍
ନୂଆଦିଲ୍ଲୀ,୧୪।୪: ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍ବିପିଏସ୍ର ସୁପର ଡାଉନ୍ଲୋଡ୍ ସ୍ପିଡ୍ ମିଳିଛି। ଜିଓ ତୁଳନାରେ ଏୟାରଟେଲ୍ ପଛୁଆ ରହିଛି। ଏୟାରଟେଲ୍ର ହାରାହାରି ୫ଜି ଡାଉନ୍ଲୋଡ୍ ସ୍ପିଡ୍ ୨୬୧.୨…
ପୌର ବଜେଟ ଫାଇଲ ଚୋରି ଭିଡିଓ ଭାଇରାଲ
ଯାଜପୁର ରୋଡ,୧୪ା୪(ଡି.ଏନ.ଏ.):ବ୍ୟାସନଗର ପୌରପାଳିକା ତରଫରୁ ଗତ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ କରାଯାଇଛି। ଏହି ବଜେଟରେ କୌଣସି ବିଷୟରେ ତାଳମେଳ ରହୁ ନ ଥିବା କାଉନସିଲରମାନେ ଅଭିଯୋଗ କରୁଥିବା ବେଳେ କୋରେଇ ବିଧାୟକ ମଧ୍ୟ ଅସନ୍ତୋଷ ଜାହିର…
‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’ର ଶୁଭାରମ୍ଭ
ଭୁବନେଶ୍ୱର,୧୪।୪:ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଅକ୍ଷୟ ତୃତୀୟା ପାଇଁ ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’ର ଶୁଭାରମ୍ଭ କରାଯାଇଛି। ଏପରିକି ଅକ୍ଷୟ ତୃତୀୟା ପାଇଁ ଖିମ୍ଜୀ ଜୁଏଲର୍ସରେ ଆକର୍ଷଣୀୟ ଅଳଙ୍କାର ସଂଗ୍ରହ ସହ ଅନେକ…
ଅନୁଗୋଳରେ ରେଳ ମିଲ୍ କରିବ ଜେଏସ୍ପି
ଭୁବନେଶ୍ୱର,୧୪।୪: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି) ପକ୍ଷରୁ ଓଡ଼ିଶାରେ ରେଳ ମିଲ୍ ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜେଏସ୍ପି ଓଡ଼ିଶାର ଅନୁଗୋଳସ୍ଥିତ ଷ୍ଟିଲ୍ କମ୍ପ୍ଲେକ୍ସଠାରେ ୧.୨ ଏମ୍ଟିପିଏ କ୍ଷମତାସମ୍ପନ୍ନ ଏକ ନୂତନ ରେଳ ମିଲ୍ ସ୍ଥାପନ କରାଯିବ। ବିଶେଷକରି…
ଖସିଲା ପ୍ଲାଷ୍ଟର, ଶିଶୁ ରୋଗୀ ଅଳ୍ପକେ ବର୍ତ୍ତିଲେ
କେନ୍ଦ୍ରାପଡ଼ା ଅଫିସ, ୧୪ା୪: କେନ୍ଦ୍ରାପଡ଼ା ସହରର ଶାମଗୁଡିଆସ୍ଥିତ ନବନିର୍ମିତ ଜିଲା ମୁଖ୍ୟ ଚିକିତ୍ସାଳୟର ଛାତରୁ ଗୁରୁବାର ପ୍ଲାଷ୍ଟର ଖସିଛି। ନ୍ୟୁଟ୍ରେଶନ ରିହାବିଲିଟେଶନ ସେଣ୍ଟରରେ ଥିବା ୧୨ ଶିଶୁ ରୋଗୀ ଓ ସହାୟକମାନେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି। ଶିଶୁଙ୍କୁ ଅନ୍ୟ ଏକ…
ବର୍ଷିଲେ ବିରୋଧୀ
ଭୁବନେଶ୍ବର, ୧୪ା୪(ବ୍ୟୁରୋ): ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ଲାଗି କରାଯାଇଥିବା ଜମି ଅଧିଗ୍ରହଣ ଅବୈଧ ବୋଲି ସୁପ୍ରିମ କୋର୍ଟ ରାୟ ଦେବାପରେ ଉଭୟ ରାଜ୍ୟ ସରକାର ଓ ଅନୀଲ ଅଗ୍ରଓ୍ବାଲ ଫାଉଣ୍ଡେଶନକୁ ବଡ଼ ଝଟକା ଲାଗିଥିଲା। ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ…
ନବ ଦାସଙ୍କ ହତ୍ୟା ହିଁ ଝାରସୁଗୁଡ଼ାର ମୁଖ୍ୟ ପ୍ରସଙ୍ଗ ହେବ: ଧର୍ମେନ୍ଦ୍ର
ଭୁବନେଶ୍ବର, ୧୪ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରସଙ୍ଗ କ’ଣ ରହିବ, ସେ ସମ୍ପର୍କିତ ପ୍ରଶ୍ନରେ ଧର୍ମେନ୍ଦ୍ର କହିଛନ୍ତି, ଦୁର୍ଭାଗ୍ୟବଶତଃ ଝାରସୁଗୁଡ଼ା ଉପନିର୍ବାଚନ ଯେଉଁଥିପାଇଁ ହେଉଛି, ତାହା ହିଁ ଦଳର ମୂଳ ପ୍ରସଙ୍ଗ ହେବ। ଦିବାଲୋକରେ ଓଡ଼ିଶା ସରକାରଙ୍କ ପୋଲିସ ଅଧିକାରୀଙ୍କ ଗୁଳିରେ…
ଗୋଟିଏ ଆସନରେ ଦୁଇଭାଇଙ୍କ ମଧ୍ୟରେ ଲଢ଼େଇ
ଶିବମୋଗା, ୧୪ା୪: କର୍ନାଟକ ଶିବମୋଗା ଜିଲାର ସୋରାବା ଆସନରେ ଦୁଇଭାଇ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍. ବାଙ୍ଗାରାପ୍ପାଙ୍କ ଦୁଇ ପୁଅ କୁମାର ବାଙ୍ଗାରାପ୍ପା ଏବଂ ମଧୁ ବାଙ୍ଗାରାପ୍ପା ଯଥାକ୍ରମେ ଭାଜପା ଏବଂ କଂଗ୍ରେସରୁ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା…
ବାମନେତାଙ୍କୁ ଭେଟିଲେ ନୀତୀଶ
ନୂଆଦିଲ୍ଲୀ, ୧୪ା୪(ଆଇଏଏନ୍ଏସ୍): ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ଲାଗି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଅଣ୍ଟା ଭିଡ଼ିଛନ୍ତି। ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ନୀତୀଶ ସବୁ ଅଣଭାଜପା ଦଳଙ୍କୁ ଏକାଠି କରିବା…
ଚାଇନାକୁ ଲକ୍ଷେ ମାଙ୍କଡ଼ ବିକିବ ଶ୍ରୀଲଙ୍କା
କଲୋମ୍ବୋ, ୧୪।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତର ପଡ଼ୋଶୀ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କା। ଏଥିଯୋଗୁ ଦେଶବାସୀ ନାହିଁ ନ ଥିବା ଅସୁବିଧା ଦେଇ ଗତି କରୁଛନ୍ତି। ଦେଶର ଆର୍ଥିକ ସ୍ଥିତିରେ ସ୍ଥିରତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ…
Archives


