Home Left

ଚର୍ଚ୍ଚାରେ ଆଇପିଏଲ୍‌ର ନୂଆ ନିୟମ

ଆଇପିଏଲ୍‌ରେ ଏଥର କେତେକ ନୂଆ ନିୟମକୁ ପରୀକ୍ଷାମୂଳକ ଭାବେ ପ୍ରଚଳନ କରାଯାଇଛି। ଫିଲ୍ଡ ଅମ୍ପାୟର୍‌ଙ୍କ ଦାୟିତ୍ୱ କିଛିମାତ୍ରାରେ କମାଇ ଦିଆଯାଇଥିବା ବେଳେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ଦେଖିବାକୁ ମିଳୁଛି। ଏଥର ଗୋଟିଏ ଦଳରେ ୧୧ ବଦଳରେ ୧୨ ଜଣ ଖେଳାଳି ପରିସ୍ଥିତି…

ସାହସୀ ରିଙ୍କୁ

କ୍ରିକେଟ୍‌ କ୍ୟାରିୟର ଆରମ୍ଭରେ କୋଚିଂ ସେଣ୍ଟରରେ ଝାଡୁଦାର ଚାକିରି କରିଥିଲେ ରିଙ୍କୁ ସିଂ। ମାତ୍ର ଏହି କାର୍ଯ୍ୟ ତାଙ୍କୁ ପସନ୍ଦ ଲାଗି ନ ଥିଲା। ଶିକ୍ଷାଗତ ଯୋଗ୍ୟତା କମ୍‌ ଥିବାରୁ କେବଳ କ୍ରିକେଟ ହିଁ ଭାଗ୍ୟ ବଦଳାଇପାରିବ ବୋଲି ତାଙ୍କର ଦୃଢ଼…

ଚକନାଳ ପୋତି ପ୍ଲଟିଂ

ପୁରୁଣା ଭୁବନେଶ୍ୱର,୧୪ା୪ (ଡି.ଏନ୍‌.ଏ.): କେନ୍ଦ୍ର ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ଅନେକ ନୀତି ନିୟମ ପ୍ରଣୟନ କରୁଛନ୍ତି। ମାତ୍ର ରାଜସ୍ବ ବିଭାଗର ନିଷ୍କ୍ରିୟତା ଯୋଗୁ ଅନେକ ଚାଷ ଜମି ସହିତ ଚକନାଳ, ଚକରାସ୍ତା, କାଡ଼ାନାଳୀ ଉଭାନ ହେବାକୁ ବସିଲାଣି।…

ଶୀତବସ୍ତ୍ର ପାଇଁ ଦୀପିକାଙ୍କୁ ଟ୍ରୋଲ୍‌

ମୁମ୍ବାଇ: ବଲିଉଡ୍‌ ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ୍‌ ତାଙ୍କ ଦମ୍‌ଦାର ଅଭିନୟ ଏବଂ ଡ୍ରେସିଂ ସେନ୍ସକୁ ନେଇ ବେଶ୍‌ ପରିଚିତ। ତାଙ୍କର ଭିନ୍ନ ଢଙ୍ଗର ପୋଷାକ ପାଇଁ ସେ ଅନେକ ଥର ଲୋକଲୋଚନକୁ ଆସିଥା’ନ୍ତି, ଯାହା ଲୋକଙ୍କ ବେଶ ପସନ୍ଦକୁ ଆସିଥାଏ।…

୨୧ ବର୍ଷୀୟ ଶ୍ରୀରାମଙ୍କ ଚିତ୍ର

ନୂଆଦିଲ୍ଲୀ: ନିକଟରେ ଭଗବାନ ଶ୍ରୀରାମଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଫଟୋରେ ଶ୍ରୀରାମ ସାଦା ଏବଂ ଅନ୍ୟ ଏକ ଫଟୋରେ ଶ୍ରୀରାମ ସାମାନ୍ୟ ହସୁଥିବାର ଦେଖିବାକୁ ମିଳିଛି। କୁହାଯାଉଛି କି ଶ୍ରୀରାମ ୨୧ ବର୍ଷ…

ଜନସେବାରେ ଉତ୍ସର୍ଗ ଅଗ୍ନିଶମ ବାହିନୀ

କୌଣସିଠାରେ ନିଆଁ ଲାଗିଲେ ଦମକଳ ବାହିନୀ ପହଞ୍ଚି ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ କରିଥାନ୍ତି। ସେମାନଙ୍କ କାର୍ଯ୍ୟ ଏବଂ ଦାୟିତ୍ୱବୋଧକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଏପ୍ରିଲ ୧୪ରେ ଜାତୀୟ ଅଗ୍ନିଶମ ସେବା ଦିବସ ପାଳିତ ହୋଇଥାଏ। ୧୪ ଏପ୍ରିଲ…

ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ର ୩ ଗିରଫ

ଭୁବନେଶ୍ୱର,୧୪।୪ (ବ୍ୟୁରୋ): ମୋଟରସାଇକେଲରେ ପଛରୁ ଆସି ହାତରୁ ମୋବାଇଲ ଫୋନ୍‌ ଝାମ୍ପିନେଇ ଫେରାର ହୋଇଯାଉଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଶହୀଦନଗର ଥାନା ପୋଲିସ ଧରିବାରେ ସଫଳ ହୋଇଛି। ଏଥିସହ ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର…

କଏଦୀଙ୍କ ପ୍ରେମରେ ଯୁବତୀ

କାନବେରା: ପ୍ରେମ ପାଇଁ କୌଣସି ସ୍ଥାନ, କାଳ ନ ଥାଏ। ତାହା କାହା ସହ କେଉଁଠି ବି ହୋଇପାରେ। ନିକଟରେ ଏପରି ଏକ ଭଲପାଇବା ବିଷୟରେ ଜଣାପଡିଛି, ଯାହା ସମସ୍ତଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିବ। ୨୯ ବର୍ଷୀୟା ସବାନା ପିଫର ଏବଂ…

ଏଆଇଏମ୍‌ପିଏଲ୍‌ବି ଅଧ୍ୟକ୍ଷଙ୍କ ପରଲୋକ

ନୂଆଦିଲ୍ଲୀ, ୧୪ା୪: ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍‌ପିଏଲ୍‌ବି)ର ଅଧ୍ୟକ୍ଷ ମୌଲାନା ରାବେ ହସ୍‌ନି ନଦ୍‌ଭିଙ୍କର ଗୁରୁବାର ଅପରାହ୍ନରେ ଲକ୍ଷ୍ନୌସ୍ଥିତ ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନ ନାଦ୍ୱାତୁଲ ଉମଲାରେ ପରଲୋକ ହୋଇଯାଇଛି। ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେଲା…

ଏନ୍‌ସିଇଆର୍‌ଟି ଏକାଦଶ ଶ୍ରେଣୀ ପାଠ୍ୟପୁସ୍ତକରୁ ମୌଲାନା ଅବୁଲ କାଲାମ ଆଜାଦଙ୍କ ନାମ ହଟିଲା

ନୂଆଦିଲ୍ଲୀ, ୧୪ା୪: ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରୁ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କାଲାମ ଆଜାଦଙ୍କ ନାମକୁ ହଟାଇଦେଇଛି। ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ଏବଂ ସ୍ବାଧୀନତା ପରେ…

ଇରାନ୍‌ରେ ଫାଶୀ ଦଣ୍ଡାଦେଶ ୭୫% ବଢ଼ିଛି

ପ୍ୟାରିସ୍‌,୧୪।୪: ଗତବର୍ଷ ଇରାନ୍‌ରେ ଦଣ୍ଡାଦେଶ ୭୫% ବୃଦ୍ଧି ପାଇଛି। ଲୋକଙ୍କ ମଧ୍ୟରେ ଭାୟର ବାତାବରଣ ସୃଷ୍ଟି କରିବା ପାଇଁ ଇରାନ୍‌ ସରକାର ଏପରି କରିଥିବା ମାନବ ଅଧିକାର ଗ୍ରୁପ୍‌ ପକ୍ଷରୁ କୁହାଯାଇଛି। ୨୦୨୧ରେ ଦେଶରେ ମୋଟ ୩୩୩ ଜଣଙ୍କୁ ଫାଶୀ ଦଣ୍ଡରେ…

ସେସନ୍ସ କୋର୍ଟରେ ରାୟ ସଂରକ୍ଷିତ

ସୁରଟ, ୧୪ା୪: ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ମାନହାନି ମାମଲାରେ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ରାହୁଲ ଗାନ୍ଧୀ ଏହା ଉପରେ ସ୍ଥଗିତାଦେଶ ଲାଗି ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri