Home Left

୪୦ ଡିଗ୍ରୀ ଉପରେ ୩ ସହର, ସମ୍ବଲପୁରରେ ସର୍ବାଧିକ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ସକାଳ ୯ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ତେବେ ଦିନ ୨ ଟା ୩୦ ସୁଦ୍ଧା ୩ ସହରରେ ୪୦ଡିଗ୍ରୀ ଉପରେ ତାପମାତ୍ରା ରହିଛି। ସମ୍ବଲପୁର ୪୩.୨ ଡିଗ୍ରୀ, ଝାରସୁଗୁଡାରେ ୪୨.୪ ଡିଗ୍ରୀ,…

୧ ଘଣ୍ଟା ମଧ୍ୟରେ କୋର୍ଟରେ ହଜାର ହେବାକୁ ଇମ୍ରାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫଦାରୀ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଉମର ଅତା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ ଇମ୍ରାନଙ୍କ ଗିରଫଦାରୀକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ…

ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

କଟକ ଅଫିସ,୧୧ା୫: ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ଗୁରୁବାର ପରଲୋକ ଘଟିଛି। ତେଲଙ୍ଗାବଜାରସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।ସୂଚନାଯୋଗ୍ୟ, ସେ କିଛିଦିନ ହେଲା ଲିଭର ଜନିତ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ…

ଇଟାଲୀରେ ବଡ ଧରଣର ବିସ୍ଫୋରଣ, ପାର୍କିଂରେ ଥିକା କାରରେ ହେଲା ବ୍ଲାଷ୍ଟ

ମିଲାନ,୧୧।୫: ଉତ୍ତର ଇଟାଲୀର ମିଲାନରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ପାର୍କିଂରେ ଥିବା କାରରେ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏବେ ପର୍ଯ୍ୟନ୍ତ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ପରେ…

ରାଜଧାନୀ କୋନାକ୍ରିରେ ସରକାର ବିରୋଧୀ ପ୍ରଦର୍ଶନରେ ୭ ମୃତ, ୩୨ ଆହତ

କୋନାକ୍ରି,୧୧।୫: ଗିନିର ରାଜଧାନୀ କୋନାକ୍ରି ଓ ଅନ୍ୟ ସହରରେ ବୁଧବାର ହୋଇଥିବା ସରକାର ବିରୋଧୀ ଆନ୍ଦୋଳନ ସମୟରେ ଅତିକମରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏଥିରେ ୩୨ ଆହତ ହୋଇଛନ୍ତି। ଗୁରୁବାର ଏହି ସୂଚନା ଆନ୍ଦୋଳନର ଆୟୋଜକ ଦେଇଛନ୍ତି। ଏମାନେ ନୂଆ…

ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ଭୋପାଳ,୧୧।୫: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ଦୁଇଟି ବସ ମାନ୍ଦସୌର ଜିଲାର ଅଲଗା ଅଲଗା ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥି ମଧ୍ୟରୁ ଗୋଟିଏ ବସ୍‌ କଲଭର୍ଟରୁ ନଦୀରେ ଓଲଟି ପଡିଥିବାବେଳେ ଅନ୍ୟ ବସ୍‌ ମଧ୍ୟ ଦୁର୍ଘଟଣା…

ଟୁଇଟର୍‌ରେ ଆସିବାକୁ ଯାଉଛି ନୂଆ ଫିଚର୍ସ, ଏନ୍‌କ୍ରିପଟେଡ୍‌ ମେସେଜ୍‌ ସହ ଅଡିଓ-ଭିଡିଓ କଲ୍‌ର ମିଳିବ ସୁବିଧା

ନୂଆଦିଲ୍ଲୀ,୧୧।୫: ମାଇକ୍ରୋ ବ୍ଲଗିଂ ଟୁଇଟର୍‌ ଖୁବ୍‌ଶୀଘ୍ର ଅଡିଓ ଓ ଭିଡିଓ କଲ୍‌ର ସୁବିଧା ଆଣିବାକୁ ଯାଉଛି। ଟୁଇଟର୍‌ ସିଇଓ ଏଲନ ମସ୍କ ଏହି ନୂଆ ଫିଚର ସମ୍ବନ୍ଧରେ ଟୁଇଟ୍‌ କରି ଘୋଷଣା କରିଛନ୍ତି। ମସ୍କ କହିଛନ୍ତିି ଯେ, ଟୁଇଟର ୟୁଜର୍ସମାନେ ଏହି…

୨ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା: ସମାଜସେବୀଙ୍କ ସହାୟତାରେ ଘରେ ପଶିଲେ

ଛତ୍ରପୁର,୧୧ା୫(ଡି.ଏନ୍‌.ଏ.): ଦୁଇ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡ଼ା ହୋଇଯାଇଛନ୍ତି। ନିଜ ସ୍ତ୍ରୀ ଓ ୨ ପିଲାମାନଙ୍କୁ ଛାଡ଼ି ସ୍ବାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ ଏପରି…

ନୀତୀଶଙ୍କୁ ଝଟକା: ଜେଡିୟୁ ଛାଡି ଭାଜପାରେ ମିଶିଲେ ବରିଷ୍ଠ ନେତା

ନୂଆଦିଲ୍ଲୀ,୧୧।୫: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଜେଡିୟୁ ଛାଡି ଗୁରୁବାର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି। ଭାଜପାରେ ଯୋଗଦେବା ପରେ ରାମଚନ୍ଦ୍ର ପ୍ରସାଦ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିବା ସହ ତାଙ୍କୁ…

ଗୋଟିଏ ଗଛରେ ଫଳିଛି ୧୪ ପ୍ରକାରର ଆମ୍ବ

ଆମ୍ବ ଚାଷୀଙ୍କ ସ୍ବତନ୍ତ୍ର ପରୀକ୍ଷଣ ସଫଳ ହୋଇଛି। ଧାରି ତାଲୁକର ଜଣେ କୃଷକ ଗୋଟିଏ ଗଛରେ ୧୪ଟି ପ୍ରକାରର ଆମ୍ବ ଫଳାଇଛନ୍ତି। କେବଳ ଏତିକି ନୁହେଁ, ଏହି ଗଛ ହୋଲିରୁ ଦିଓ୍ବାଲୀ ପର୍ଯ୍ୟନ୍ତ ଫଳ ଦେଇଥାଏ। ଗଛରେ ଥିବା ଆମ୍ବ ଦେଖିଲେ…

ନୀତୀଶଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରୁଛନ୍ତି ଶାହାରୁଖ, କେକେଆର ଅଧିନାୟକ ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୧।୫: ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ନୀତୀଶ ରାଣା ଆଇପିଏଲ ୨୦୨୩ରେ କୋଲକାତା ନାଇଟ ରାଇଡର୍ସ (କେକେଆର)ର ଅଧିନାୟକତ୍ୱ ଭାର ସମ୍ଭାଳିଛନ୍ତି। ଆୟରଙ୍କ ପିଠିରେ ଆଘାତ ହେତୁ ଆଇପିଏଲ ୧୬ରେ ଖେଳିପାରିନାହାନ୍ତି। ତେବେ ନୀତୀଶ ରାଣାଙ୍କ ଅଧିନାୟକତ୍ୱରେ କେକେଆର ଏ ପର୍ଯ୍ୟନ୍ତ ୧୧…

ଧୋନିଙ୍କୁ ଏବେ ଆଇପିଏଲରୁ ଅବସର ନେବା ଉଚିତ୍‌: କପିଲ ଦେବ

ନୂଆଦିଲ୍ଲୀ,୧୧।୫: ଆଇପିଏଲର ଏହି ସିଜନ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱର ଯାଦୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦେଖାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ୧୨ଟି ମ୍ୟାଚରେ ୭ ଟି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri