Home Left

ବାଇକ୍‌କୁ ଧକ୍କା ଦେଲା ବସ୍‌: ବାଇକ୍‌ ଆରୋହୀଙ୍କ ମୃତ

ଅନୁଗୋଳ ଅଫିସ,୧୫।୫: ଅନୁଗୋଳ ଜିଲା ପାଲଲହଡ଼ା ଥାନା ୪୯ ନମ୍ବର ଜାତୀୟ ରାଜପଥ ସାମିୟାପାଲି ଛକ ନିକଟରେ ସୋମବାର ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ ଘଟିଛି। ମୃତ ବ୍ୟକ୍ତି ହେଲେ ପାଲଲହଡା ସିଗଡ଼ ଗାଁର ଶରତ ପ୍ରଧାନ।…

ଇଣ୍ଡିଗୋ ବିମାନରେ କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରି ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୧୫।୫: ଇଣ୍ଡିଗୋ ବିମାନରେ ମହିଳା କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରି ଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନ ୬-ଇ ୧୪୨୮ ରବିବାର ମୁମ୍ବାଇରୁ ଅମୃତସରକୁ ଆସୁଥିଲା। ଏହି ସମୟରେ ଯାତ୍ରୀ ରାଜୀନ୍ଦର ସିଂ ବିମାନରେ ଥିବା ମହିଳା ସଦସ୍ୟଙ୍କୁ ଅସଦାଚରଣ…

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଦେଶରେ ପରିଣତ ହେବ: ରାଜନାଥ ସିଂ

ନୂଆଦିଲ୍ଲୀ,୧୫।୫: ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ମହାରାଷ୍ଟ୍ରର ପୁଣେ ଜିଲାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜିର ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଂ ଏଭଳି କହିଛନ୍ତି। ସେ କହିଛନ୍ତି, ଦେଶ ବର୍ତ୍ତମାନ ଆତ୍ମନିର୍ଭରଶୀଳ…

ରୋଗଗ୍ରସ୍ତ ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ଆଖିବୁଜିଦେଲେ ସ୍ବାମୀ 

କଣ୍ଟାବାଞ୍ଜି,୧୫।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଦାବିରି ଗାଁର  ଉଭୟେ ସ୍ତ୍ରୀସ୍ବାମୀଙ୍କ ଗୋଟିଏ ଦିନରେ ଆତ୍ମହତ୍ୟା ଘଟଣା ପୂରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ସୂଚନାନୁସାରେ,   ଉକ୍ତ ଗାଁର ଗୋଧନ ମଲ୍ଲିକ (୪୫) ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରକଳା ମଲ୍ଲିକ (୪୦) ଉଭୟେ…

କପିଲଙ୍କ ସହ ର଼୍ୟାମ୍ପରେ ଚାଲିଲେ ଝିଅ

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କର ୩ ବର୍ଷର ଝିଅ ଅନାୟାରାଙ୍କ ସହ ର଼୍ୟାମ୍ପ୍‌ରେ ଚାଲିଛନ୍ତି। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କମେଡି କିଙ୍ଗ୍‌ ଝିଅର ହାତ ଧରି ର଼୍ୟାମ୍ପ୍‌ରେ ଚାଲୁଛନ୍ତି। ବାପା-ଝିଅଙ୍କ ଯୋଡି…

ପାଇପ ଫାଟିଛି, ମରାମତି ହେଉନି

ଡୁଙ୍ଗୁରିପାଲି,୧୫ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକ ଦିଗଶିରା ହରିଜନ ପଡାବାସୀ ଏବେ ପାଇପ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଇପ ଫାଟି ଯାଇଥିବାରୁ ଏହି ସମସ୍ୟା ଦେଖାଦେଇଛି। ଦୀର୍ଘଦିନ ହେବ ଏହାର ମରାମତି ନ ହେବାରୁ ଏବେ ପରିସ୍ଥିତି ସଙ୍ଗୀନ…

୪ ବର୍ଷ ହେଲା ଶଯ୍ୟାଶାୟୀ ଭାରତୀ

ବାଉଁଶୁଣୀ,୧୫ା୫(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତ ବଉଦିଆପଡ଼ା ଗ୍ରାମର ଭାରତୀ ମେହେର (୩୦) ୪ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ସେ ବରଗଡ଼ ଜିଲା ବରପାଲି ଗ୍ରାମରେ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ କୌଣସି କାରଣରୁ ସ୍ବାମୀ…

ମାଓବାଦୀଙ୍କ ବନ୍ଦ ଡାକରା: ଡେଟୋନେଟର ଲଗାଇ ରାସ୍ତାରେ ଗଛ ପକାଇ ଅବରୋଧ

ଭବାନୀପାଟଣା,୧୫।୫(ସ୍ବ.ପ୍ର.): ୧୨ ଦଫା ଦାବି ନେଇ କଳାହାଣ୍ଡି ଜିଲା ସମେତ ୬ ଜିଲାକୁ ସୋମବାର ଲାଲବାହିନୀ ବନ୍ଦ ଡ଼ାକରା ଦେଇଛନ୍ତି । ଏ ନେଇ ଗତ କିଛି ଦିନ ତଳେ ସିପିଆଇ ମାଓବାଦୀ ପ୍ରବକ୍ତା ଚକରା ବିଶୋଇଙ୍କ ଏକ ଅଡିଓ ବାର୍ତ୍ତା…

ଲାଞ୍ଜିଗଡ଼ରେ ପୁଣି ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ୍‌

ଲାଞ୍ଜିଗଡ,୧୫।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ପୁଣି ଥରେ ୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ। ଗତ ଏପ୍ରିଲରେ ୯ ଦିନ ନେଟୱର୍କ ନ ଥିଲା। ଏହି ମାସରେ ପୁଣି ଆଜକୁ ୫ ଦିନ ହେଲାଣି ଲାଞ୍ଜିଗଡ ଏବଂ ଏହାର ଆଖପାଖ…

ଅଧିକ ସମୟ ନେବୁ ନାହିଁ…, ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ନେଇ ରଣଦୀପ ସୁରଜଓ୍ବୋଲାଙ୍କ ବଡ ବୟାନ

ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ମନ୍ଥନ ଚାଲିଛି। କର୍ନାଟକୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଏହାକୁ ନେଇ ବୈଠକ ଚାଲିଛି। ଏବେ କଂଗ୍ରେସ ନେତା ତଥା କର୍ନାଟକ ନିର୍ବାଚନର ପ୍ରଭାରି ରହି…

ପଟ୍ଟା ପାଇଁ କଣ୍ଟା ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’

ରାୟଗଡ଼ା,୧୫ା୫: ଆଦିବାସୀ ବହୁଳ ରାୟଗଡ଼ା ଜିଲାବାସୀଙ୍କୁ କାଳ ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’। ଏହି କାରଣରୁ ବହୁ ଲୋକ ଘରଡିହ ପଟ୍ଟା ପାଉନାହନ୍ତି। ପଟ୍ଟା ନ ଥିବା କାରଣରୁ ଜାଗା ବିକ୍ରି ହୋଇପାରୁନି କି ବ୍ୟାଙ୍କ ଋଣ ଆଣି…

ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ବଇଣ୍ଡା

ବଇଣ୍ଡା,୧୫।୫(ଡି.ଏନ.ଏ): ଅନୁଗୋଳ ଜିଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଏବେ ନିଶା ବ୍ୟବସାୟର କେନ୍ଦ୍ର ପାଲଟିଛି। ଅଞ୍ଚଳ ଦେଇ ଦୈନିକ ବିପୁଳ ପରିମାଣର ଗଞ୍ଜେଇ, ଅଫିମ, ଚୋରା ମଦ ଚାଲାଣ କରାଯାଉଛି। ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନିଶା ବ୍ୟବସାୟୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri