Home Left

‘କଳ୍ପନା କରି ନ ଥିଲି ଏମିତି ସୁଯୋଗ ପାଇବି’

ନୂଆଦିଲ୍ଲୀ,୨୨।୮:ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ହାଇଦ୍ରାବାଦ ପାଇଁ ଘରୋଇ କ୍ରିକେଟ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳିଥିବା ତିଳକ ବର୍ମା ୧୭ ଜଣିଆ ଦଳର ଏକମାତ୍ର ନୂଆ ଚେହେରା। ନିକଟରେ ତିଲକ ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ…

୭ ମାସରେ ମିଲେଟ ଶକ୍ତି କାଫେ ବନ୍ଦ

ରାଉରକେଲା,୨୨।୮(ସଙ୍ଗୀତା ଜେନା): ମିଲେଟକୁ ମିଲେଟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ଏହାର ଚାହିଦା ବୃଦ୍ଧି କରିବା ପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରୟାସ କରାଯାଉଛି। ମିଲେଟକୁ ଲୋକଙ୍କ ମଧ୍ୟରେ ସଚେତନତା, ଆଦୃତି, ଉପଲବ୍ଧି କରିବା ଆଦି ଉଦ୍ଦେଶ୍ୟ ନେଇ ୨୦୨୩କୁ…

ରାସ୍ତା ଉନ୍ନତୀକରଣ ନ ହେଲେ ଭୋଟ ବର୍ଜନ

ବରଗଡ଼,୨୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ଅନ୍ତର୍ଗତ ପଣ୍ଡରୀପଥର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ଧରି ରାସ୍ତା ଶୋଚନୀୟ ହୋଇପଡ଼ିଥିବା ସତ୍ତ୍ବେ ରାସ୍ତାର ଉନ୍ନତhକରଣ ପାଇଁ କିଛି ପଦକ୍ଷେପ ନିଆଯାଉନାହିଁ। ଏଭଳି ଅଭିଯୋଗ କରି ସ୍ଥାନୀୟ…

ଜଣାଶୁଣା ହରିୟାଣା ସିଙ୍ଗର ରାଜୁ ପଞ୍ଜାବୀଙ୍କ ପରଲୋକ

ଚଣ୍ଡିଗଡ଼,୨୨।୮: ହରିୟାଣାର ଗାୟକ ରାଜୁ ପଞ୍ଜାବୀଙ୍କର୪୦ ବର୍ଷ ବୟସରେ ହରିୟାଣାର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ରାଜୁ ପଞ୍ଜାବୀ ହରିୟାଣାର ହିସାର ଡାକ୍ତରଖାନାରେ କିଛି ସମୟ ଭର୍ତ୍ତି ହୋଇଥିଲେ ଏବଂ ଜଣ୍ଡିସରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ…

କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ଜବତ: ଦୁଇ ଗିରଫ

କେନ୍ଦୁଝର,୨୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭୂୟାଁ ଓ ଜୁଆଙ୍ଗ ପିଢ ରେଞ୍ଜ ଅନ୍ତର୍ଗତ ସାନଘାଗରା ନିକଟରୁ ଏନଏଚ୍‌ ୪୯ରୁ ବନ ବିଭାଗ ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକଅପ୍‌ ଭ୍ୟାନ ଜବତ କରିଛି। ସୋମବାର ରାତିରେ ପାଟ୍ରୋଲିଙ୍ଗ ସମୟରେ ଧରାପଡ଼ିଥିବା ବେଳେ…

ସ୍ବାଭାବିକ ହେଉଛି ମଣିପୁର, ହଟିଲା ଏନ୍‌ଏଚ୍‌-୩୭ ଉପରେ ଲଗାଯାଇଥିବା ନାକାବନ୍ଦୀ

ଇମ୍ଫାଲ,୨୨।୮: ମଣିପୁରର ଅବସ୍ଥା ସ୍ବାଭାବିକ ଅବସ୍ଥାକୁ ଆସୁଥିବା ଜଣାପଡିଛି। ଆସାମର ସିଲଚର ସହିତ ରାଜଧାନୀ ଇମ୍ଫାଲକୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୩୭ ଉପରେ ଏକ ଆଦିବାସୀ ଗୋଷ୍ଠୀ ଦ୍ୱାରା ଲଗାଯାଇଥିବା ନାକାବନ୍ଦୀକୁ ହଟାଇ ଦିଆଯାଇଛି। ଲୋକେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ…

ବ୍ୟବଚ୍ଛେଦ ପରେ ମୃତଦେହ କେହି ନେଲେନି

ନୂଆଗାଁ , ୨୨ା୮ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା କୃଷ୍ଣଚନ୍ଦ୍ରପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ତେବେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକେ…

ପଶ୍ଚିମବଙ୍ଗରେ ଇମାମ-ପୁରୋହିତଙ୍କର ବଢିବ ଦରମା

କୋଲକାତା,୨୨।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟର ମସଜିଦରେ ଥିବା ଇମାମ ଓ ମନ୍ଦିରରେ ଥିବା ପୁରୋହିତଙ୍କ ଦରମା ବଢାଇବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇନଡୋର ଷ୍ଟାଡିୟମରେ ଇମାମ (ମୁସଲିମ ଧର୍ମଗୁରୁ)…

ପ୍ରଯୋଜନା କରିବେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କୁ ଲାଲ ସିଂ ଚଢା ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ମୁଭି ପରେ ଆମିର ଅଭିନୟରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ଅଭିନୟରୁ ବିରତି ନେବା ପରେ ସେ ତାଙ୍କ…

୧୫ ବର୍ଷ ପରେ ନିଜ ଦେଶକୁ ଫେରିଥିବା ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୮ ବର୍ଷ ଜେଲ

ବ୍ୟାଙ୍କକ୍‌,୨୨।୮: ୧୫ ବର୍ଷ ପରେ ନିଜ ଦେଶକୁ ଫେରିଥିବା ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକସିନ ଶିନାବତ୍ରାଙ୍କୁ ୮ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଦୀର୍ଘ ବର୍ଷ ବିଦେଶରେ ଆତ୍ମ-ନିର୍ବାସନ ପରେ ମଙ୍ଗଳବାର ମଙ୍ଗଳବାର ସକାଳ ୯ଟାରେ ବ୍ୟାଙ୍କକ୍‌ର ଡନ ମଏଙ୍ଗ ବିମାନବନ୍ଦରରେ…

ମହାନଦୀରେ କୁମ୍ଭୀର : ଗାଧୁଆ ଶୌଚବେଳେ ସତର୍କ ରୁହ

ଗଣିଆ, ୨୨ା ୮(ସନ୍ତୋଷ କୁମାର ପ୍ରଧାନ): ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ପକ୍ଷରୁ ମହାନଦୀରେ କୁମ୍ଭୀର ଆତଙ୍କ ଆଶଙ୍କା ନେଇ ଲୋକଙ୍କୁ ସତର୍କ ରହିବା ପାଇଁ ଗଁା ଗଁା ବୁଲି ସଚେତନତା କରାଯାଇଛି। ଚଳିତବର୍ଷା ଋତୁରେ ମହାନଦୀରେ ଗୋଳିଆ…

ବଳାତ୍କାର ପରେ ପୀଡିତାଙ୍କୁ ପିଲା ଜନ୍ମ କରିବାକୁ ବାଧ୍ୟ କରିବା ସାମ୍ବିଧାନିକ ଦର୍ଶନ ବିରୋଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୮: ଜଣେ ବଳାତ୍କାର ପୀଡିତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇ ସୋମବାର ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ମାମଲାରେ ଜଣେ ମହିଳାଙ୍କୁ ସନ୍ତାନ ପ୍ରସବ କରିବାକୁ ଚାପ ପକାଇବା ସାମ୍ବିଧାନିକ ଦର୍ଶନ ବିରୋଧ ଅଟେ। କୋର୍ଟ କହିଛନ୍ତି, ଏଭଳି ପରିସ୍ଥିତିରେ ଗର୍ଭଧାରଣ ବିପଜ୍ଜନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?