ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨ ଗିରଫ, ୬ ଗାଡି ଜବତ
କୋରାପୁଟ,୧୬।୫(ସ୍ବପ୍ର ): କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲା ଚୋରି ବାଇକ୍ ରାକେଟ୍ର ପର୍ଦ୍ଦାଫାଶ କରିଛି କୋରାପୁଟ ପୋଲିସ। ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି କୋରାପୁଟ ଟାଉନ ପୋଲିସ। ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ୨…
ମହାବଳ ବାଘର ନୀରକ୍ଷଣ ପାଇଁ ଲାଗିଥିବା ୨ଟି ଟ୍ରାପ କ୍ୟାମେରା ଚୋରି
କେନ୍ଦୁଝର, ୧୬ା୫ (ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ପୁଣି ୨ ଟି ଟ୍ରାପ କ୍ୟାମେରା ଚୋରି ହୋଇଛି। ଏନେଇ ଘଟଗାଁ ଥାନାରେ ରିପୋର୍ଟ ହୋଇଛି। ଘଟଗାଁ ଫରେଷ୍ଟର ଜତିନ୍ଦ୍ର ସାହୁ ଘଟଣାର ତଦନ୍ତ ପାଇଁ ଘଟଗାଁ ଥାନାରେ…
ବଜ୍ରକାପ୍ତା ବିକ୍ରି ବେଳେ ମାଡିବସିଲା ବନ ବିଭାଗ, ଜଣେ ଗିରଫ
କେନ୍ଦୁଝର ୧୬ା୫ (ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କାଞ୍ଜିପାଣି ସେକ୍ସନ ଟାଙ୍ଗରପଡା ଗ୍ରାମରେ ଜଣେ ବ୍ୟକ୍ତି ଏକ ବଜ୍ରକାପ୍ତା ରଖି ବିକ୍ରି ଯୋଜନା କରୁଥିବାବେଳେ ବନ ବିଭାଗ କର୍ମଚାରୀ ଗ୍ରାହକ ବେଶରେ ଯାଇ ତାଙ୍କୁ…
ଓଡିଶା ଶିକ୍ଷା ସେବାର ଚତୁର୍ଥ ସ୍ଥାନରେ ଚିନ୍ମୟ
ଆନନ୍ଦପୁର,୧୬।୫(ସ୍ବ.ପ୍ର.): ଘସିପୁରା ବ୍ଲକ ପଡିଆପାଳ କୋଚିଆନେଣ୍ଡି ଗ୍ରାମର ମେଧାବୀ ଛାତ୍ର ଚିନ୍ମୟ କୁମାର ରାଉତ ଓଡିଶା ଶିକ୍ଷା ସେବା(ଓ.ଇ.ଏସ) ପରୀକ୍ଷାରେ ଚତୁର୍ଥ ସ୍ଥାନ ଦଖଲ କରି କୃତିତ୍ୱ ହାସଲ କରିଛନ୍ତି। ପୁର୍ଣ୍ଣଚନ୍ଦ୍ର ରାଉତ ଓ ପ୍ରିୟମ୍ବଦା ରାଉତଙ୍କ ଏକମାତ୍ର ପୁଅ ଚିନ୍ମୟ…
ସ୍ତ୍ରୀକୁ ପନିକିରେ ହାଣି ଗିରଫ ହେଲା ସ୍ବାମୀ
ଆନନ୍ଦପୁର,୧୬।୫(ସ୍ବ.ପ୍ର.): ସ୍ତ୍ରୀଙ୍କୁ ପନିକିରେ ହାଣିବାରୁ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ। ଏଭଳି ଘଟଣା ଆନନ୍ଦପୁର ଥାନା ଖଡିପାଳ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ସ୍ବାମୀଙ୍କୁୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ସ୍ବାମୀ ଘସିପୁରା…
ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଜାତୀୟ ସ୍ତରରେ ପୁରସ୍କୃତ ହେବ ଗଞ୍ଜାମ
ଛତ୍ରପୁର,୧୬।୫(ଡିଏନଏ ): ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନୀତ ହେବାର ଘୋଷଣା ହୋଇଛି । ଭାରତ ସରକାରଙ୍କ ଜଳ…
ହ୍ୟାଲୋ ମୁଁ ମୋ ଘରର ସମସ୍ତଙ୍କୁ ହତ୍ୟା କରି ଦେଇଛି… ଫୋନ କରି ନିଜେ କଲେ ଆତ୍ମହତ୍ୟା…
ନୂଆଦିଲ୍ଲୀ,୧୬।୫ : ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୬ ବର୍ଷର ଝିଅଙ୍କୁ ହତ୍ୟା କରି ଛୁରୀରେ ପୁଅ ଯୁବରାଜଙ୍କୁ ଆକ୍ରମଣ କରିଥିଲେ। ପୁଅ ବଞ୍ଚିଛି…
୧୨ମାସ ନୁହେଁ ପୂର୍ବରୁ ୧୦ ମାସ ରହିଥିଲା କ୍ୟାଲେଣ୍ଡରରେ…
ବର୍ତ୍ତମାନ ମେ ମାସ ଚାଲିଛି। ତେବେ ଏହା ପୂର୍ବରୁ ୪ମାସ ଚାଲିଗଲାଣି। ତେବେ ଆପଣ କେବେ ଭାବିଛନ୍ତି ଏହି ସବୁ ମାସର ନାମକରଣ ଏପରି କାହିଁକି ଏବଂ କେଉଁ ଆଧାରରେ ହୋଇଛି। ଏପରି ନାଁ ହେବାର କାରଣ କ’ଣ। ତେବେ ଜାଣନ୍ତୁ…
ଏମିତି ଭୁଲ ବଢ଼ାଇପାରେ ସୁଗାରର ମାତ୍ରା
ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି ସବୁଠୁ ଜରୁରୀ ଉପଯୁକ୍ତ ଖାଦ୍ୟପେୟ। ଏ ନେଇ ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଜନିତ ଅନେକ…
‘ପୋନିୟିନ ସେଲଭାନ’ ଚଳଚ୍ଚିତ୍ର ନିର୍ମାଣ କରିଥିବା ଲାଇକା ପ୍ରଡକ୍ସନ୍ସ ଉପରେ ଇଡିର ଚଢାଉ
ଚେନ୍ନାଇ,୧୬।୫: ତାମିଲନାଡୁର ରାଜଧାନୀ ଚେନ୍ନାଇର ଲାଇକା ପ୍ରଡକ୍ସନ୍ସ ପରିସରରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଯାଞ୍ଚ କରିଛି। ଏହି କମ୍ପାନୀ ବକ୍ସ ଅଫିସରେ ହିଟ ଚଳଚ୍ଚିତ୍ର ‘ପୋନିୟିନ ସେଲଭାନ-୧’ ଏବଂ ‘ପୋନିୟିନ ସେଲଭାନ-୨’ ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରଡକ୍ସନ ହାଉସ…
କାହାକୁ ବଲିଉଡ୍ର ସେକ୍ସି ଅଭିନେତ୍ରୀ କହିଥିଲେ ଅକ୍ଷୟ ଖାନ୍ନା
ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଆସେ। ଏକ ସାକ୍ଷାତକାରରେ ଅଭିନେତା ଅକ୍ଷୟ ଖାନ୍ନା ଐଶ୍ୱର୍ଯ୍ୟାଙ୍କ ବିଷୟରେ କିଛି କହିଥିଲେ।…
ଗ୍ରୀଷ୍ମ ଅବକାଶ ପରେ ହେବ ବର୍ଷା-ଅନୁଭବଙ୍କ ଛାଡ଼ପତ୍ର ଶୁଣାଣି
କଟକ, ୧୬।୫: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ପରିବାର ଅଦାଲତରେ ସମଧାନ ହୋଇପାରି ନାହିଁ । ମଙ୍ଗଳବାର ବାର ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ମଧ୍ୟ ଜେରା ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି ।…
Archives


