Home Left

ମୁମ୍ବାଇ ପୋଲିସକୁ ଆସିଲା ବିମାନରେ ବୋମାଥିବା ଫୋନ କଲ, ଘଟଣାର ଯାଞ୍ଚ ଆରମ୍ଭ

ମୁମ୍ବାଇ,୨୫।୮: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ମୁମ୍ବାଇ ବିମାନ ବନ୍ଦରରେ ଏକ ବିମାନରେ ବୋମାଥିବା ମିଥ୍ୟା କଲ ଆସିଛି। ଏହି କଲ ସତାରାର ଜଣେ ଯୁବକ କରିଥିବା କୁହାଯାଉଛି। ତେବେ ଏହା ପଛର କାରଣ କ’ଣ ଓ ଯୁବକ ଜଣଙ୍କ ଏମିତି…

ସିଭିଲ ଇଞ୍ଜିନିୟରରୁ ସଫଳ ଚାଷୀ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): ଦିନେ ସେ ପୁନେରେ ସିଭିଲି ଇଞ୍ଜିନିୟର ଭାବେ ଏକ ବେସରକାରୀ କମ୍ପାନୀରେ କାମ କରି ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଲକ୍‌ଡାଉନରେ ଘରକୁ ଚାଲି ଆସି ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକର୍ଷିତ ହୋଇଥିଲେ। ଫଳରେ…

ଔଷଧ ପାଇଁ କିଡ୍‌ନୀ ରୋଗୀଙ୍କ ଭିକ୍ଷାବୃତ୍ତି

ରାଉରକେଲା,୨୫।୮(ଦିନେଶ ମିଶ୍ର): ରାଉରକେଲା ଉଦିତନଗର ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ରହୁଛନ୍ତି ଅଙ୍କିତ କୁମାର(୨୩)। ସେ ଦୀର୍ଘବର୍ଷ ଧରି କିଡ୍‌ନୀ ରୋଗରେ ପୀଡିତ। ଅର୍ଥାଭାବ ଯୋଗୁ ସେ ଔଷଧ କିଣି ଖାଇପାରୁନାହାନ୍ତି। ଫଳରେ ସେ ୬ ମାସ ହେଲା ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି।…

ରାଜପ୍ରାସାଦ ପରି ଟଏଲେଟ୍‌

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ଲାଗେ। କେତେକ ସେମାନଙ୍କର ଡିଜାଇନ ଏବଂ ଚିତ୍ରକଳା ହେତୁ ଏବଂ କେତେକ ଉପଯୋଗିତା ହେତୁ ବହୁତ ସ୍ବତନ୍ତ୍ର। କିନ୍ତୁ ଏପରି ଏକ ସର୍ବସାଧାରଣ ଟଏଲେଟ୍‌ ସୋସିଆଲ ମିଡିଆରେ ଭାଇରାଲ…

‘ଏନସିପିରେ ହୋଇନାହିଁ କୌଣସି ବିଭାଜନ, ଅଜିତ ଆମର ନେତା’,ଶରଦ ପାଓ୍ବାର

ମୁମ୍ବାଇ,୨୫।୮: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ମୁଖ୍ୟ ଶରଦ ପାଓ୍ବାର ପୁଣିଥରେ ଦଳ ମଧ୍ୟରେ ବିଭାଜନକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି କି ସେ ଓ ଅଜିତ ପାଓ୍ବାରଙ୍କ ମଧ୍ୟରେ କିଛି ହୋଇନାହିଁ। କୌଣସି ଲଢେଇ ବା ମତଭେଦ ହୋଇନାହିଁ। ସେ ଆମ ଦଳର…

ଶନିବାର ଭାରତ-ଆମେରିକା ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୫।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଭାଗିଦାରୀ ବୃଦ୍ଧି ଏବଂ ବାଣିଜ୍ୟ ସହ ଜଡିତ ବଝାମଣା ସମସ୍ୟାର ସମାଧାନ ପାଇଁ ଅଗଷ୍ଟ ୨୬ ଅର୍ଥାତ୍‌ ଶନିବାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ଏନେଇ ଦୁଇଜଣ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।…

ଲଙ୍କା ସହର ଭାବେ ପରିଚିତ ଭାରତର ଏହି ସହର, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା…

ଭାରତର ପ୍ରତ୍ୟେକ ସହର ଗୋଟିଏ ଗୋଟିଏ କାରଣ ପାଇଁ ପ୍ରସିଦ୍ଧ। ଉତ୍ତରରେ କଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲଂଠାରୁ ପଶ୍ଚିମରେ ଖଣ୍ଡାଲା ପର୍ଯ୍ୟନ୍ତ। ପ୍ରତ୍ୟେକ ସହରର ନିଜସ୍ବ ସୌନ୍ଦର୍ଯ୍ୟ ରହିଛି। ପ୍ରତ୍ୟେକ ସହରର ନିଜସ୍ବ ବିଶେଷତା ଅଛି, ଯାହା ବିଷୟରେ ଲୋକମାନେ…

ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ଅନୁରୋଧ କରିଥିଲେ ଜିନପିଙ୍ଗ୍‌

ବେଜିଂ,୨୫।୮: ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା…

ଅପରାଧ ସ୍ବୀକାର କଲେ କାଲିଫର୍ନିଆର ଡାକ୍ତର

ସ୍ୟାନ ଡିଏଗୋ,୨୫।୮: ରକ ଷ୍ଟାର ଭାବେ ଜଣାଶୁଣା କାଲିଫର୍ନିଆର ଜଣେ ଡାକ୍ତର କସମେଟିକ ଔଷଧର ଭୁଲ ବଣ୍ଡିଂ କରିବା ଅପରାଧକୁ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଏହି ଡାକ୍ତର ଜଣକ କରୋନା ମହାମାରୀର ଆରମ୍ଭ ମାସରେ ହଜାର ହଜାର ଲୋକଙ୍କର କୋଭିଡ ଟେଷ୍ଟ…

ବାଂଲାଦେଶରେ ରିଲିଜ୍‌ ହେଲା ସଲମାନଙ୍କ କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ପ୍ରତିବର୍ଷ ଅଭିନେତା ସଲମାନ ଖାନ ପ୍ରଶଂସକମାନଙ୍କ ପାଇଁ ଇଦ୍‌ରେ ତାଙ୍କର ଗୋଟିଏ ଚଳଚ୍ଚିତ୍ର ଆଣିଥାନ୍ତି। ଏଥର ଅଭିନେତା ଇଦ୍‌ ଅବସରରେ ‘କିସି କା ଭାଇ କିସି କି ଜାନ୍‌’ପ୍ରଶଂସକଙ୍କୁ ଭେଟି ଦେଇଥିଲେ। ଏହି ଚଳଚ୍ଚିତ୍ର ପ୍ରଶଂସକଠାରୁ ବହୁତ ଭଲ ପାଇବା…

ପ୍ରଥମଥର ଲାଗି ରାଷ୍ଟ୍ରପତି ରହିଥିବା ନେତାଙ୍କର ଗିରଫ ହେବା ପରେ ପୋଲିସ ଉଠାଇଲା ଫଟୋ

ଓ୍ବାଶିଂଟନ,୨୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁରୁବାର ମଗ ସଟର ସାମ୍ନା କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ପ୍ରଥମ ନେତା କିମ୍ବା ପୂର୍ବତନ ରାଷ୍ଟ୍ରପତି, ଯାହାର ଫଟୋ ପୋଲିସ ଦ୍ୱାରା ଏକ ମାମଲାରେ ଅଭିଯୁକ୍ତ ଭାବେ…

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ଜିନ୍‌ପିଙ୍ଗ୍‌!

ନୂଆଦିଲ୍ଲୀ/ବେଜିଂ,୨୫।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ସେମାନେ ପୂର୍ବ ଲଦାଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?