Home Left

ଉଦ୍ଧାର କାର୍ଯ୍ୟରେ ସାମିଲ ହେଲା ଭାରତୀୟ ନୌସେନା

ନୂଆଦିଲ୍ଲୀ, ୧୮ା୫ : ଭାରତ ମହାସାଗରରେ ଚାଇନାର ଏକ ମାଛଧରା ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ସେଥିରେ ଥିବା ୩୯ କର୍ମଚାରୀ ନିଖୋଜ ଅଛନ୍ତି। ବେଜିଂର ଅନୁରୋଧ କ୍ରମେ ଉଦ୍ଧାର କାର୍ଯ୍ୟରେ ଭାରତୀୟ ନୌସେନା ସାମିଲ ହୋଇଛି। ଉକ୍ତ ଜାହାଜରେ ୧୭…

ଚାକିରି ପାଇଁ ଜମି ଦୁର୍ନୀତି: ରାବ୍ରି ଦେବୀଙ୍କୁ ଇଡି ଜେରା

ନୂଆଦିଲ୍ଲୀ,୧୯।୫: ବିହାରରେ ଚାକିରି ପାଇଁ ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଗୁରୁବାର ପ୍ର୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୫ ଘଣ୍ଟା ଜେରା କରିଛି। ସକାଳ ୧୧ଟାରେ ରାବ୍ରି ଇଡି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ମଧ୍ୟାହ୍ନ ଭୋଜନ ପାଇଁ ବାହାରକୁ…

ଅଭିଷେକଙ୍କୁ ସିବିଆଇ, ଇଡି ଜେରା କରିପାରିବେ: ହାଇକୋର୍ଟ

କୋଲକାତା, ୧୯ା୫: ପଶ୍ଚିମବଙ୍ଗର ବହୁକୋଟି ଟଙ୍କା ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା କରିପାରିବେ। କାଲକାଟା ହାଇକୋର୍ଟ ଗୁରୁବାର ତାଙ୍କ ପୂର୍ବ ରାୟକୁ କାଏମ ରଖିଛନ୍ତି। ସିବିଆଇ ଏବଂ…

କାହିଁକି ପଛରେ ପଡ଼ିଲେ ଡିକେଏସ୍‌

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୯ା୫: ଉଭୟ ସିଦ୍ଦାରାମାୟା ଏବଂ ଡି.କେ. ଶିବକୁମାର (ଡିକେଏସ୍‌) କର୍ନାଟକ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ। କିନ୍ତୁ ସିଦ୍ଦାରାମାୟାଙ୍କ ପଲା ଭାରି ଥିବା ଫଳାଫଳ ଆସିବା ପରଠୁ ଏକପ୍ରକାର ସ୍ପଷ୍ଟ ଥିଲା। କର୍ନାଟକ କଂଗ୍ରେସ ସଭାପତି ଶିବକୁମାର କଠିନ ପରିଶ୍ରମ କରି ଦଳ…

ପ୍ରତିଦିନ କୁମ୍ଭୀର ରକ୍ତ ପିଅନ୍ତି ଏହି ବ୍ୟବସାୟୀ, ଗୋଟିଏ ଗ୍ଲାସ୍‌ର ଦାମ୍‌…

ଜଣେ ବ୍ୟବସାୟୀ ଦାବି କରିଛନ୍ତି ଯେ, ସେ ସୁସ୍ଥ ଏବଂ ଚେହେରାରେ ଚମକ ଆଣିବା ପାଇଁ ପ୍ରତିଦିନ ଦୁଇଥର କୁମ୍ଭୀରର ରକ୍ତ ପିଅନ୍ତି। ଦକ୍ଷିଣ ଥାଇଲାଣ୍ଡରେ ରହୁଥିବା ଏହି ବ୍ୟବସାୟୀ କହିଛନ୍ତି, ଏହା ହେଉଛି ତାଙ୍କ ସ୍ବାସ୍ଥ୍ୟ ରହସ୍ୟ। ଥାଇଲାଣ୍ଡର ଟ୍ରାଙ୍ଗ…

ରତନଲାଲ କଟାରିଆଙ୍କ ପରଲୋକ

ନୂଆଦିଲ୍ଲୀ,୧୯ା୫: ଭାରତୀୟ ଜନତା ପାର୍ଟି (ଭାଜପା)ର ଅମ୍ବାଲା ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା। ୩ ଥର ଏମ୍‌ପି ରହିଥିବା କଟାରିଆ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପିଜିଆଇ…

କାର୍‌ରେ ନାବାଳିକାଙ୍କୁ ଗଣବଳାତ୍କାର

କୋକ୍‌ରାଝର,୧୮।୫: ଆସାମ କୋକ୍‌ରାଝର ଜିଲାରେ ଚଳନ୍ତା କାର୍‌ରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ନାବାଳିକାଙ୍କୁ ଏକ କାରରେ…

ଶଟସର୍କିଟ୍‌ରୁ ଅଗ୍ନିକାଣ୍ଡ

ସୋର,୧୮।୫(ଡି.ଏନ.ଏ.): ସୋର ପୌରପାଳିକା ଅଧୀନ ଖୀରକୋଣି ଗ୍ରାମରେ ବିଦ୍ୟୁତ୍‌ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଗ୍ରାମର ସୁଶାନ୍ତ କୁମାର ବେହେରା ଏବଂ ଅନୀଲ କୁମାର ବେହେରାଙ୍କ ଘରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିଲା। ସ୍ଥାନୀୟ…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର, ଥାନାରେ ଏତଲା

ହାଟଡ଼ିହୀ,୧୮l୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଶାଳନିଆ ପଞ୍ଚାୟତର ହରିଜନ ମହିଳା ସରପଞ୍ଚ ସୁମିତ୍ରା ଯେନାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା…

ଆର୍‌ସିବି ଆଗରେ ୧୮୭ ରନ୍‌ର ଟାର୍ଗେଟ୍‌

ହାଇଦ୍ରାବାଦ,୧୮।୫: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୬୫ତମ ମ୍ୟାଚରେ ହେନ୍‌ରିଚ କ୍ଲାସେନଙ୍କ ଶତକୀୟ ଇନିଂସ୍‌ ବଲରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ(ଏସ୍‌ଆର୍‌ଏଚ୍‌) ୨୦ ଓଭରରେ ୫ ଉଇକେଟ ହରାଇ ୧୮୬ ରନ୍‌ କରିଛି। ଫଳରେ ରୟାଲ…

ମହିଳା ହକି ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ନୂଆଦିଲ୍ଳୀ,୧୮ା୫: ଗୁରୁବାର ଅନୁଷ୍ଠିତ ପ୍ରଥମ ହକି ଟେଷ୍ଟରେ ଭାରତୀୟ ମହିଳା ହକି ଦଳ ୪-୨ଗୋଲରେ ପରାଜିତ ହୋଇ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରରେ…

କ୍ୱାଲିଫାୟର, ଏଲିମିନେଟ୍‌ ମ୍ୟାଚ୍‌ ଲାଗି ଟିକେଟ ବିକ୍ରି

ନୂଆଦିଲ୍ଲୀ,୧୮।୫: ୨୦୨୩ ଆଇପିଏଲ୍‌ ସିଜିନର ଶେଷ ଲିଗ୍‌ ମ୍ୟାଚ ମେ ୨୧ତାରିଖରେ ବାଙ୍ଗାଲୋର ଏବଂ ଗୁଜୁରାଟ ମଧ୍ୟରେ ଖେଳାଯିବ। ମେ ୨୩ରୁ ପ୍ରଥମ ଯୋଗ୍ୟତା(କ୍ୱାଲିଫାୟର) ମ୍ୟାଚ୍‌ ଖେଳାଯିବ। ମେ ୨୪ରେ ଏଲିମିନେଟ୍‌ର ମ୍ୟାଚ ହେବ। ଏହି ଦୁଇଟି ମ୍ୟାଚ୍‌ ଚେନ୍ନାଇର ଏମ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri