Home Left

ସହଜେ ବୁଝେନା ମନ

ପରିଣିତି ଚୋପ୍ରା ଖୁବ୍‌ଶୀଘ୍ର ଘର ସଂସାର କରିବେ। ସାଂସଦ ରାଘବ ଚଢ଼ାଙ୍କ ସହ ତାଙ୍କର ରିଂ ସେରିମନି ନିକଟରେ ଶେଷ ହୋଇଛି। ପରିଣିତିଙ୍କ ଗୋଟିଏ ଆଶା ପୂରଣ ନ ହେଲେ ତାଙ୍କ ମନ ବୁଝି ନ ଥାଏ। ତାହା କ’ଣ ଜାଣନ୍ତି?…

ୟାଦେଁ

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ସୁନୀଲ ଦତ୍ତ। ଯେ କୌଣସି ଭୂମିକା ହେଉ, ତାହାକୁ ସୁଚାରୁରୂପେ ତୁଲାଇବାରେ ସେ ଥିଲେ ମାହିର। ୧୯୬୪ରେ ନିର୍ମିତ ହୋଇଥିଲା ଏକ ବର୍ଣ୍ଣନାତ୍ମକ (ନ୍ୟାରେଟିଭ୍‌) ଫିଲ୍ମ ‘ୟାଦେଁ’। ଏଥିରେ ମାତ୍ର ଅଳ୍ପ କଳାକାର ଅଭିନୟ…

ରହିଗଲା ଅବସୋସ

ବେଳେବେଳେ ମନରେ ଏଭଳି ଅବସୋସ ରହିଯାଏ, ଯାହାକୁ ନେଇ ସାରା ଜୀବନ ଅନୁତାପ କରିବାକୁ ପଡିଥାଏ। ସେଭଳି ଏ କଥାକୁ ଏବେ ବ ମନେ ପକାଇ ଦୁଃଖ ପ୍ରକାଶ କରନ୍ତି ଆଲିୟା ଭଟ୍ଟ। କଥା କ’ଣ କି, ୨୦୦୫ରେ ବଲିଉଡ୍‌ର ଅନ୍ୟତମ…

କାର୍‌ରୁ ଗଞ୍ଜେଇ ଜବତ

ସୋରଡ଼ା,୧୮।୫( ଡ଼ିଏନଏ): ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଗୋଟିଏ କାର୍‌ରେ ୬୦କେଜିର ଗଞ୍ଜେଇ ଜବତ କରିଛି ପୋଲିସ। ଗଞ୍ଜାମ ଜିଲା ସୋରଡା ଥାନା ଗଜଲବାଡି ରାସ୍ତା ଏନଏଚ ୫୯ ପାଟପଲ୍ଲୀ ଛକରେ ବୁଧବାର ମଧ୍ୟାହ୍ନରେ ପୋଲିସର ଗାଡି ଯାଞ୍ଚ ଚାଲିଥିବା ବେଳେ ଏକ…

୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ପାଟଣା,୧୮।୫(ସ୍ବ ପ୍ର): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ତାଳପଦା ଗାଁ ବେହେରା ସାହି ନିକଟରେ ଥିବା ଏକ ହୁଡ଼ି ନିକଟରୁ ଗୁରବାର ଏକ ୧୦ଫୁଟ ଲମ୍ବର ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରିଛି। ସୂଚନାଯୋଗ୍ୟ,…

ବିମାନର ଏହି ସ୍ଥାନରେ ଭୁଲ୍‌ରେ ବି ରଖନ୍ତୁନି କିଛି ଜିନିଷ

ବିମାନରେ ଯାତ୍ରା କରିବା ସମୟରେ ମନରେ ଅନେକ ପ୍ରଶ୍ନ ଆସିଥାଏ। ଆମେ କ’ଣ ଆମେ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ। ବେଳେବେଳେ ଏକ ଛୋଟ ଭୁଲ୍‌ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ସମସ୍ତ ବିମାନ କର୍ମଚାରୀ ସୋସିଆଲ…

କମନ ସିଭିଲ କୋଡ, ନ୍ୟାୟପାଳିକା ସହ ବିବାଦ, ମୋଦିଙ୍କ ଅସନ୍ତୋଷ ଯୋଗୁ ଗଲା କି କିରେନ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଗୁରୁବାର ଏକ ବଡ ଧରଣର ପରିବର୍ତ୍ତନ କରାଯାଇଛି। କେନ୍ଦ୍ରର ମୋଦି କ୍ୟାବିନେଟରୁ କିରେନ ରିଜିଜୁଙ୍କ ଠାରୁ ଆଇନ ମନ୍ତ୍ରଣାଳୟକୁ କାଢି ନିଆଯାଇଛନ୍ତି। ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।…

୩,୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ

କଟକ ଅଫିସ, ୧୮।୫: ଗୁରୁବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ  ଭଲ ହୋଇଥିବା ବେଳେ ଚଳିତ ବର୍ଷ ମାଟ୍ରିକ ପାସ ହାର ୯୬.୪% ରହିଛି। ଏଥିସହ କଟକ ଓ ଜଗତସିଂହପୁର ଜିଲାରେ ପାସ୍‌ହାର ସର୍ବାଧିକ…

୪୩ କ୍ୱିଣ୍ଟାଲ କୋଇଲା ଜବତ: ୪ ଗିରଫ

ଭଦ୍ରକ ଅଫିସ,୧୮।୫: ଭଦ୍ରକ ଜିଲା ନାୟାକାଣିଡ଼ିହି ପୋଲିସ ଗୁରୁବାର ୪୩ କ୍ୱିଣ୍ଟାଲ କୋଇଲା ଜବତ କରିଛି। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପିକ୍‌ଅପ ଭ୍ୟାନ, ୮ ଟି ବାଇକ, ୫ ଟି ମୋବାଇଲ ପୋଲିସ ଜବତ…

ଡି.କେ ଶିବକୁମାର ଏକେଲା ଉପ ମୁଖ୍ୟମନ୍ତ୍ରୀ, ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ, କର୍ନାଟକରେ ୨୦ ମେ’ରେ ଶପଥ ଗ୍ରହଣ

ବେଙ୍ଗାଲୁରୁ,୧୮।୫: କର୍ନାଟକ ବିଧାନସଭା ନିର୍ବାଚନ ପରେ ଏବେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଅଫିସିୟାଲି ଘୋଷଣା କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ହୋଇଥିବା ବେଳେ ଡି.କେ ଶିବକୁମାର ଏକେଲା ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ ବୋଲି…

ଟେଲିକମ ଅପରେଟରରୁ ଏମପି, ଆଜିବି ପାର୍ଲାମେଣ୍ଟ ଯାଆନ୍ତି ସାଇକେଲରେ

ନୂଆଦିଲ୍ଲୀ,୧୮।୫: ଅର୍ଜୁନ ରାମ ମେଘୱାଲ ତାଙ୍କର ସରଳତା ପାଇଁ ବେଶ ଜଣାଶୁଣା । ସେ ଏମିତି ଜଣେ ନେତା ଯିଏ ନିଜର ପରିଚୟ ଏବଂ ସରଳତାକୁ ସର୍ବଦା ଗୁରୁତ୍ୱ ଦେଇଥାଆନ୍ତି। ସବୁବେଳେ ରାଜସ୍ଥାନର ପଗଡିକୁ ନିଜ ମୁଣ୍ଡରେ ସଜାଇଥିବା ମେଘୱାଲଙ୍କ ପିଲାଦିନ…

ଇଡିରେ ହାଜର ହେଲେ ରାବ୍ରି ଦେବୀ

ପାଟନା,୧୮।୫: ଜମି ବଦଳରେ ଚାକିରି ଦେବା ମାମଲାରେ ଗୁରୁବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ଯାଦବଙ୍କ ସ୍ତ୍ରୀ ରାବ୍ରି ଦେବୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହି ବିଷୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri