Home Left

ସୁନା ଅଳଙ୍କାର ଫେରାଉନି ବ୍ୟାଙ୍କ

ବୈପାରିଗୁଡ଼ା,୧୯ା୫ (ଡି.ଏନ୍‌.ଏ.): ବ୍ୟାଙ୍କରୁ କମ୍‌ ସୁଧରେ ସ୍ବର୍ଣ୍ଣ ବନ୍ଧକ ଋଣ ନେଇ କୃଷି କାର୍ଯ୍ୟରେ ଲଗାଇଥାନ୍ତି ଚାଷୀ। ମାତ୍ର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇ ବୈପାରିଗୁଡ଼ା ବ୍ଲକର ଜଣେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି ା ସେ ଋଣ ପରିଶୋଧ…

ରାସ୍ତା, ପାନୀୟ ଜଳ ସହ ନାହିଁ ବିଦ୍ୟୁତ୍‌ ବ୍ୟବସ୍ଥା

କୋରୁକୋଣ୍ଡା,୧୯ା୫(ଡି.ଏନ୍‌. ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ନୂଆଁଗୁଡା ଗ୍ରାମ। ଗ୍ରାମଟି ପଞ୍ଚାୟତ ସଦରଠାରୁ ମାତ୍ର ୫ କି.ମି. ବ୍ଲକ ସଦରରୁ ୨୦ କିମି. ଦୂରରେ ରହିଛି। ଗ୍ରାମଟି ପ୍ରଥମେ କୁଡୁମୁଲୁଗୁମ୍ମା ଅଧୀନରେ ଥିଲା। ୨୦୧୭ରେ ସୋମନାଥପୁର ପଞ୍ଚାୟତ…

ରାୟଗଡ଼ାରେ ଡିଜେଲ,ପେଟ୍ରୋଲ ଅଭାବ ଦୂରହେବ

ରାୟଗଡ଼ା ଅଫିସ,୧୯ା୫: ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବ ଦୂରକରିବା ନିମନ୍ତେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡ଼ା ଉପଜିଲାପାଳ ଭୀମସେନ ଶବର ଅଧ୍ୟକ୍ଷତା କରିଥିଲେ। ରାୟଗଡ଼ା ଉପଖଣ୍ଡ…

କାନ୍ସରେ ମନ ମୋହିଲେ ଇଶା

ମୁମ୍ବାଇ: ବିଶ୍ୱର ସବୁଠୁ ବଡ଼ ଅନ୍ତର୍ଜାତୀୟ ଶୋ’ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ ମେ’୧୬ରୁ ଆରମ୍ଭ ହୋଇଯାଇଛି। ଏଥିରେ ଚଳିତ ବର୍ଷ ଅନେକ ବଲିଉଡ୍‌ ତାରକା ଡେବ୍ୟୁ କରିବା ସହ ତାଙ୍କ ବୋଲ୍ଡନେସ୍‌ର ଜଲ୍‌ୱା ଦେଖାଇଛନ୍ତି। କାନ୍ସର ରେଡ୍‌ କାର୍ପେଟ୍‌ରେ ଚାଲିଥିବା…

ନିଜକୁ ବିବାହକଲେ ୭୭ ବର୍ଷୀୟା

ୱାଶିଂଟନ: ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହର ସ୍ବପ୍ନ ଦେଖିଥାନ୍ତି। ସେଥିରେ ସେ ନିଜ ହିସାବରେ ବିବାହ କରିବାକୁ ଚାହିଁଥାନ୍ତି। ସେଥିପାଇଁ ଆଗରୁ ସବୁ ପ୍ଲାନ ମଧ୍ୟ କରନ୍ତି। ନିକଟରେ ଆମେରିକାର ଜଣେ ୭୭ ବର୍ଷୀୟା ଡୋରୋଥି ଡୋଟି ଫିଡେଲି ନିଜ ହିସାବରେ…

ପ୍ରାଣୀଙ୍କ ସୁରକ୍ଷା ଜରୁରୀ

ଆମେ ଅନେକ ପ୍ରାଣୀ, କୀଟପତଙ୍ଗ, ଉଦ୍ଭିଦଙ୍କ ପରିପୂର୍ଣ୍ଣ ଏକ ଦୁନିଆରେ ବାସ କରୁଛୁ। ଏଭଳି କେତେକ ପ୍ରଜାତି ଅଛନ୍ତି ଯେଉଁମାନଙ୍କର ବିଲୁପ୍ତ ହେବାର ଆଶଙ୍କା ରହିଛି। ଏଭଳି ପ୍ରଜାତିଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ପାଇଁ ସଚେତନତା ସୃଷ୍ଟି କରିବା ଲାଗି…

ଜୟଆଲୁକ୍କାସ୍‌ରେ ଅଳଙ୍କାର ମହୋତ୍ସବ

ଭୁବନେଶ୍ୱର,୧୯।୫: ବହୁରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ପକ୍ଷରୁ ଚଳିତ ବର୍ଷର ସବୁଠାରୁ ବଡ଼ ଅଳଙ୍କାର ମହୋତ୍ସବ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ସମସ୍ତ ଅଳଙ୍କାର ପ୍ରେମୀଙ୍କୁ ପ୍ରତିଷ୍ଠାନର ସମସ୍ତ ଅଳଙ୍କାରର ମେକିଂ ଚାର୍ଜ ଉପରେ ୫୦%ର ଆକର୍ଷଣୀୟ ରିହାତି ପ୍ରଦାନ…

କର୍ମଚାରୀ କମ୍ପାନୀର ବଡ଼ ସମ୍ପତ୍ତି

ଭୁବନେଶ୍ୱର,୧୯।୫: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତଜାର୍ତୀୟ ପରିବାର ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ପରିବାର ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଗର୍ବିତ ପରିବାର ପଦକ୍ଷେପ…

ରୂପ୍‌ମନ୍ତ୍ରା ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌

ଭୁବନେଶ୍ୱର,୧୯।୫: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଲୋକପ୍ରିୟ ବ୍ରାଣ୍ଡ୍‌ ରୂପ୍‌ମନ୍ତ୍ରାକୁ ନିକଟରେ ଭାରତର ଶ୍ରେଷ୍ଠ ବ୍ରାଣ୍ଡ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଏପରିକି ରୂପ୍‌ମନ୍ତ୍ରାକୁ ମୋଷ୍ଟ ଟ୍ରଷ୍ଟେଡ୍‌ ବ୍ରାଣ୍ଡ୍‌ ଅଫ୍‌ ଇଣ୍ଡିଆ-୨୦୨୩ର ପୁରସ୍କାର ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ…

ଚର୍ଚ୍ଚାରେ ହୋଲ୍‌ଗର

ଅନ୍ତର୍ଜାତୀୟ ସ୍ତରରେ ଏବେ ଅନେକ ପ୍ରତିଭାସମ୍ପନ୍ନ ଟେନିସ ଖେଳାଳି ବିଶ୍ୱର ନାମୀଦାମୀ ଖେଳାଳିଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବାରେ ଲାଗିଛନ୍ତି। ଏପରି କିଛି କରିସ୍ମା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଡେନମାର୍କର ହୋଲଗର ରୁନ୍‌। ରୋମରେ ଚାଲିଥିବା ଇଟାଲିଆନ ଓପନ ଟେନିସ…

ଭାରତ, ଜାପାନ, ଭିଏଟ୍‌ନାମ, ଉଜବେକିସ୍ତାନ ଗୋଟିଏ ଗ୍ରୁପ୍‌ରେ

ନୂଆଦିଲ୍ଲୀ,୧୯ା୫(ପି.ଟି.): ଏଏଫ୍‌ସି ମହିଳା ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ-୨ ଆସନ୍ତା ଅକ୍ଟୋବର ୨୩ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଭାରତ, ଜାପାନ, ଭିଏଟ୍‌ନାମ ଓ ଆୟୋଜକ ଉଜ୍‌ବେକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ କିରଗିଜ୍‌ ରିପବ୍ଲିକ ବିପକ୍ଷ ଦୁଇ…

ସୂର୍ଯ୍ୟକାନ୍ତଙ୍କ ଶତକ, ତାପସ, ଅଙ୍କିତକାରଙ୍କୁ ୫ ଉଇକେଟ

ଭୁବନେଶ୍ୱର,୧୯ା୫(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆୟୋଜିତ ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟରେ ଗୁରୁବାର ଇକୋର୍ସା, କଟକ ‘ଏ’, ଅବଶିଷ୍ଟ ଓଡ଼ିଶା ‘ଡି’ ଓ ଅବଶିଷ୍ଟ ଓଡିଶା ‘ବି’ ବିଜୟୀ ହୋଇଛନ୍ତି। ଇକୋର୍ସା ପକ୍ଷରୁ ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri