Home Left

ବିଜ୍ଞାନ ପଢ଼ିବାକୁ ମାଟ୍ରିକ୍‌ ଟପ୍ପର ଆଗ୍ରହୀ

ବରଗଡ଼ ଅଫିସ୍‌,୧୯।୫(ପ୍ରେମାନନ୍ଦ ଖମାରୀ):  ରାଜ୍ୟରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲାର ଛାତ୍ରୀଛାତ୍ର ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‌ ହାର ୯୬.୪୦ ପ୍ରତିଶତ ରହିଥିବାବେଳେ ବରଗଡ଼ ଜିଲାରେ ୯୭.୨୨ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି…

ଦୀପ ଜାଳି ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ…

ଭଦ୍ରକ ଅଫିସ,୧୯।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଏରଝାଟିଆଠାରେ ଥିବା ପ୍ରସିଦ୍ଧ ସାବିତ୍ରୀ ପୀଠରେ ଶୁକ୍ରବାର ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ସଧବା ବ୍ରତଧାରୀ ମହିଳାଙ୍କ ଭିଡ଼ ଲାଗିଛି l ବ୍ରତଧାରୀ ମା’ମାନେ ମା’ସାବିତ୍ରୀଙ୍କ ପାଖରେ ଫଳ, ଫୁଲ, ନୂଆ ଶାଢୀ,…

ଶାହରୁଖଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ‘ଦଙ୍ଗଲ’ ଫେମ୍‌ ସାନିଆ

ମୁମ୍ବାଇ: ଆମୀର ଖାନଙ୍କ ଅଭିନୀତ ‘ଦଙ୍ଗଲ’ରେ ବବିତା କୁମାରୀର ଭୂମିକାରେ ଅଭିନୟ କରିଥିବା ସାନିଆ ମାଲହୋତ୍ରା ଆଜି କୌଣସି ପରିଚୟ ଉପରେ ନିର୍ଭରଶୀଳ ନୁହଁନ୍ତି। ଆଜିର ସମୟରେ ସାନିଆ ମାଲହୋତ୍ରାଙ୍କର ଏକ ଭିନ୍ନ କ୍ରେଜ ଦେଖାଯାଉଛି। ଏହି ସମୟରେ ସାନିଆ ମଲହୋତ୍ରା…

ଶନିବାର ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଓ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପ୍ରସଙ୍ଗରେ ଆଲୋଚନା ହେବ…

ହାଇଓ୍ବା ତଳେ ଚାପିହୋଇ ଦୁଇ ବାଇକ୍‌ ଆରୋହୀ ମୃତ

ଚାନ୍ଦବାଲି,୧୯।୫(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତରା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଲି ବୋଝେଇ ହାଇଓ୍ବା ତଳେ ଚାପିହୋଇ ୨ଜଣ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…

ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂକମ୍ପ: ସୁନାମି ଆଶଙ୍କା

କାଲେଡୋନିଆ,୧୯।୫: ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂକମ୍ପ ପରେ ଆଖପାଖ ଦ୍ୱୀପ ତଥା ମାଳଦ୍ୱୀପ ଅଞ୍ଚଳରେ ସୁନାମି ହେବାର ଆଶଙ୍କା ବଢାଇ ଦେଇଛି। ଯେଉଁଥି ପାଇଁ ସ୍ଥାନୀୟ ସରକାର ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି। ଆମେରିକାର ନ୍ୟୁ କାଲେଡୋନିଆ, ଫିଜି…

ପ୍ଲେ ଅଫ୍‌ ଆଶାରେ କିଙ୍ଗ୍ସ, ରୟାଲ୍ସ

ଧର୍ମଶାଳା,୧୯ା୫(ପି.ଟି.): ଆଇପିଏଲ୍‌ର ଜଟିଳ ପ୍ଲେ ଅଫ୍‌ ଅଙ୍କକଷା ମଧ୍ୟରେ ନିଜର ଅନ୍ତିମ ମ୍ୟାଚ୍‌ ଖେଳିବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ। ଉଭୟ ଦଳର ପ୍ରଦର୍ଶନ ଅସ୍ଥିର ରହିଛି। ଅନ୍ତିମ ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଭେଟୁଥିବା ବେଳେ ଏହି ମ୍ୟାଚ୍‌…

୨ କି.ମି. ରାସ୍ତା ମରାମତିକୁ ଲାଗିଲାଣି ୨ବର୍ଷ

ସେମିଳିଗୁଡ଼ା/ସୁନାବେଡ଼ା,୧୯।୫ (ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଥିବା ସେମିଳିଗୁଡ଼ା-ନନ୍ଦପୁର ରାସ୍ତା ଅବସ୍ଥା ଶୋଚନୀୟ। ସେମିଳିଗୁଡ଼ା ଟ୍ରାଫିକ ଛକରୁ କୋଡ଼ିଗାଁ ଛକ ପର୍ଯ୍ୟନ୍ତ ପ୍ରାୟ ୨କି.ମି. ରାସ୍ତାର ଅବସ୍ଥା ୨ବର୍ଷ ହେବ ଶୋଚନୀୟ ହୋଇପଡ଼ିଛି। ବିପଦସଙ୍କୁଳଭାବେ ଲୋକେ ଯାତାୟାତ କରୁଛନ୍ତି। କେବେ ଏହି…

ସୁନା ଅଳଙ୍କାର ଫେରାଉନି ବ୍ୟାଙ୍କ

ବୈପାରିଗୁଡ଼ା,୧୯ା୫ (ଡି.ଏନ୍‌.ଏ.): ବ୍ୟାଙ୍କରୁ କମ୍‌ ସୁଧରେ ସ୍ବର୍ଣ୍ଣ ବନ୍ଧକ ଋଣ ନେଇ କୃଷି କାର୍ଯ୍ୟରେ ଲଗାଇଥାନ୍ତି ଚାଷୀ। ମାତ୍ର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇ ବୈପାରିଗୁଡ଼ା ବ୍ଲକର ଜଣେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି ା ସେ ଋଣ ପରିଶୋଧ…

ରାସ୍ତା, ପାନୀୟ ଜଳ ସହ ନାହିଁ ବିଦ୍ୟୁତ୍‌ ବ୍ୟବସ୍ଥା

କୋରୁକୋଣ୍ଡା,୧୯ା୫(ଡି.ଏନ୍‌. ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତର ନୂଆଁଗୁଡା ଗ୍ରାମ। ଗ୍ରାମଟି ପଞ୍ଚାୟତ ସଦରଠାରୁ ମାତ୍ର ୫ କି.ମି. ବ୍ଲକ ସଦରରୁ ୨୦ କିମି. ଦୂରରେ ରହିଛି। ଗ୍ରାମଟି ପ୍ରଥମେ କୁଡୁମୁଲୁଗୁମ୍ମା ଅଧୀନରେ ଥିଲା। ୨୦୧୭ରେ ସୋମନାଥପୁର ପଞ୍ଚାୟତ…

ରାୟଗଡ଼ାରେ ଡିଜେଲ,ପେଟ୍ରୋଲ ଅଭାବ ଦୂରହେବ

ରାୟଗଡ଼ା ଅଫିସ,୧୯ା୫: ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବ ଦୂରକରିବା ନିମନ୍ତେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡ଼ା ଉପଜିଲାପାଳ ଭୀମସେନ ଶବର ଅଧ୍ୟକ୍ଷତା କରିଥିଲେ। ରାୟଗଡ଼ା ଉପଖଣ୍ଡ…

କାନ୍ସରେ ମନ ମୋହିଲେ ଇଶା

ମୁମ୍ବାଇ: ବିଶ୍ୱର ସବୁଠୁ ବଡ଼ ଅନ୍ତର୍ଜାତୀୟ ଶୋ’ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ ମେ’୧୬ରୁ ଆରମ୍ଭ ହୋଇଯାଇଛି। ଏଥିରେ ଚଳିତ ବର୍ଷ ଅନେକ ବଲିଉଡ୍‌ ତାରକା ଡେବ୍ୟୁ କରିବା ସହ ତାଙ୍କ ବୋଲ୍ଡନେସ୍‌ର ଜଲ୍‌ୱା ଦେଖାଇଛନ୍ତି। କାନ୍ସର ରେଡ୍‌ କାର୍ପେଟ୍‌ରେ ଚାଲିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri