ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି ସମୀକ୍ଷା: ସଂସ୍କୃତି ବିଭାଗର ସହାୟତା କୋଟିଏ ଟଙ୍କାକୁ ବୃଦ୍ଧି
ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ ପ୍ରସିଦ୍ଧ ତଥା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ୭୮ତମ ସଂସ୍କରଣର ସଫଳ ଆୟୋଜନ ପାଇଁ ମଙ୍ଗଳବାର ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି…
ଜୁଆ ରୋକିବାକୁ ନୂଆ ଆଇନ୍: ଜରିମାନା ୭୫ ହଜାର ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର,୨।୧୨: ଜୁଆ ଖେଳକୁ ରୋକିବା ପାଇଁ ଓଡ଼ିଶା ବିଧାନସଭାରେ ‘ଓଡ଼ିଶା ଜନ ବିଶ୍ୱାସ ବିଲ୍ ୨୦୨୫’ ପାରିତ ହୋଇଛି। ଦୀର୍ଘ ସମୟ ଧରି ଆଲୋଚନା ପରେ ଏହି ବିଲ୍ ପାରିତ ହୋଇଥିବା ବେଳେ ଏଥିରେ ଜୁଆ ଖେଳି ଧରାପଡ଼ିଲେ ମୋଟା ଅଙ୍କର…
ଅନ୍ଧାରରେ ମା’ ତାରାତାରିଣୀ ମନ୍ଦିର; ମୋବାଇଲ ଲାଇଟରେ ପୂଜାର୍ଚ୍ଚନା, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ
ପୁରୁଷୋତ୍ତମପୁର,୨।୧୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଅନ୍ଧକାରମୟ ହୋଇ ରହିଥିବା ବେଳେ ମୋବାଇଲ ଲାଇଟରେ ପୂଜାର୍ଚ୍ଚନା କରାଯାଉଥିବା ଭଳି ଦୃଶ୍ୟ ମଙ୍ଗଳବାର ଦେଖିବାକୁ ମିଳିଛି। ମନ୍ଦିରର ବେଢ଼ା ଓ ଗର୍ଭଗୃହରେ ସନ୍ଧ୍ୟା ପରେ ଘୋର…
ଏହି ୫ଟି ଟ୍ରାଞ୍ଜାକ୍ସନବେଳେ ରୁହନ୍ତୁ ସତର୍କ! ନଚେତ ସିଧା ଘରେ ପହଞ୍ଚିଯିବ…
ନୂଆଦିଲ୍ଲୀ,୨।୧୨: ଆୟକର ବିଭାଗ କେବଳ ଆପଣଙ୍କ ଆୟ ଉପରେ ଟିକସ ଲଗାଏ ନାହିଁ, ବରଂ କିଛି ପ୍ରକାରର ଆର୍ଥିକ କାରବାର ଉପରେ ମଧ୍ୟ କଡ଼ା ନଜର ରଖେ। ଏହାର ଲକ୍ଷ୍ୟ ହେଉଛି ଟିକସ ଫାଙ୍କ ରୋକିବା, କଳାଧନକୁ ନିୟନ୍ତ୍ରଣ କରିବା ଓ…
୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି!
ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରର ପ୍ରତ୍ୟେକ ଗୋଚର ଏବଂ ସଂଯୋଗ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ 2026 ବର୍ଷର ଆରମ୍ଭ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ପ୍ରାୟ 30 ବର୍ଷ ପରେ, ଏକ…
୫ ଡିସେମ୍ବରରେ ଆନ୍ଦୋଳନକୁ ଓହ୍ଲାଇବେ ଦେଢ଼ ଲକ୍ଷ ଶିକ୍ଷକ
ଭଞ୍ଜନଗର,୨।୧୨(ବାବୁଲା ପ୍ରଧାନ): ଦୁଇ ଦଫା ଦାବୀ ପୂରଣ ନହେଲେ ଆସନ୍ତା ଡିସେମ୍ବର ୫ ତାରିଖରେ ରାଜ୍ୟର ଦେଢ଼ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ…
ଇ-ସ୍କଲାରସିପ୍ ପାଇଁ SOP ଜାରି କଲେ ଓଡ଼ିଶା ସରକାର; ଏମିତି ମିଳିବ ହିତାଧିକାରୀଙ୍କୁ ଟଙ୍କା
ଭୁବନେଶ୍ୱର,୨।୧୨: ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (SOP) ଜାରି କରିଛନ୍ତି ଓଡ଼ିଶା ସରକାର। ଏହି SOP ଅନୁଯାୟୀ, ଛାତ୍ରବୃତ୍ତି ରାଶି ହିତାଧିକାରୀଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ପ୍ରଦାନ କରାଯିବ।…
ବନ୍ଦ ହୋଇଯିବ ଏହି ୮ ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ…
ନୂଆଦିଲ୍ଲୀ,୨।୧୨: ବ୍ୟାଙ୍କ ଆକାଉଣ୍ଟ ଥିବା ଲୋକଙ୍କ ପାଇଁ ସତର୍କତା? କେନ୍ଦ୍ର ସରକାର ଏକ ବଡ଼ ଯୋଜନା ସହିତ ଆଗକୁ ବଢ଼ୁଛନ୍ତି। ମୋଦି ସରକାର ଏକ ପବ୍ଲିକ ସେକ୍ଟର ବ୍ୟାଙ୍କ (PSB) ଏକତ୍ରୀକରଣ ଯୋଜନାରେ କାମ କରୁଛନ୍ତି। ଏପରି ହେଲେ ୨୦୨୭ ଆର୍ଥିକ…
ଛାତ୍ରୀଛାତ୍ରଙ୍କ ଧରି ଯାଉଥିଲା ଅଟୋ: ହରିଣକୁ ଦେଲା ଧକ୍କା, ଆଉ ତା’ପରେ…
ଖଲ୍ଲିକୋଟ,୨ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଛକ ବଡ଼ଶଙ୍ଖ ନିକଟରେ ମଙ୍ଗଳବାର ଏକ ହରିଣକୁ ଧକ୍କା ଦେଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଅଟୋରେ ଥିବା ୧୬ ଛାତ୍ରୀଛାତ୍ର ଆହତ…
ତେନ୍ଦୁଲକର ନା କୋହଲି: କିଏ ଶ୍ରେଷ୍ଠ ଖେଳାଳି? ଅସଲ କଥା ଜାଣିଲେ ବିଶ୍ୱାସ କରିବେନି!
ନୂଆଦିଲ୍ଲୀ,୨।୧୨: ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲି । ଟିମ୍ ଇଣ୍ଡିଆର ଦୁଇ ହସ୍ତି । ଜଣେ କ୍ରିକେଟର ଭଗବାନ ଭାବେ ପରିଚିତ ଆଉ ଜଣେ କ୍ରିକେଟର କିଙ୍ଗ । ଉଭୟ କେତେ ଯେ ରେକର୍ଡ ଭାଙ୍ଗି ଚୁର୍ମାର କରିଛନ୍ତି ତାହାର…
ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରି କଲେ କୋର୍ଟ
ମୋହନା,୨।୧୨( ମନ୍ମଥ ମିଶ୍ର ): ଗଞ୍ଜେଇ ଚୋରା ଚାଲାଣ ବେଳେ ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ଧରାପଡ଼ି ଜେଲ ଯାଇ ବେଲରେ ଆସିଥିଲେ। ପରେ କୋର୍ଟର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ହାଜର ନ ହେବା କାରଣରୁ ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶର ଏକ କୋର୍ଟ ପଳାତକ…
ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ରାୟପୁର,୨ା୧୨: ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍କୁ ୧୭ ରନ୍ ବ୍ୟବଧାନରେ ଜିତିଥିବା ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ରେ ଆଗୁଆ ରହିବା…
Archives


