Home Left

୩ମାସ ଭିତରେ କାମ ନ ହେଲେ ଆନ୍ଦୋଳନ: ଏଭଳି ଚେତାବନୀ ଦେଲେ ଭକ୍ତ

ନୂଆପଡ଼ା,୪ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଅନ୍ତର୍ଗତ ଘାଟିପଡ଼ାସ୍ଥିତ ସାଇ କଲେଜ ମଣ୍ଡପଠାରେ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନକୁ ନେଇ କଂଗ୍ରେସର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା କଂଗ୍ରେସ ସଭାପତି ଘାସିରାମ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପ୍ରଦେଶ…

ସ୍କୁଲରେ ଏକୁଟିଆ ପାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା, ଧରାପଡିବା ପରେ…

ପାଟଣାଗଡ଼,୪ା୧୨(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଛାତ୍ରୀଙ୍କ ମା’ ମଙ୍ଗଳବାର ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ…

ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଗାଈକ୍ଷୀର: ପ୍ରମିଳା

ଭୁବନେଶ୍ୱର,୪।୧୨ (ରବିନାରାୟଣ ଜେନା): ମୁଖ୍ୟମନ୍ତ୍ରୀଙ୍କୁ ଯାଜପୁର ଜିଲା ବିଞ୍ଝାରପୁର ଦେଶୀଗାଈ କ୍ଷୀରରେ ପ୍ରସ୍ତୁତ ଚା’ ଭାରି ସୁଆଦିଆ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ପ୍ରଶ୍ନକାଳରେ ପ୍ରମିଳା ଦେଶୀଗାଈ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଏକ ବୈଠକରେ…

ଲିଜ୍‌ ଏଗ୍ରିମେଣ୍ଟ ଜାଲିଆତି କରି ସରକାରୀ ଅର୍ଥ ଆତ୍ମସାତ୍‌ ଅଭିଯୋଗ, ଆରଟିଆଇରେ ତଥ୍ୟ ମିଳିବା ପରେ…

ବଲାଙ୍ଗୀର/ଲୋଇସିଂହା, ୪ା୧୨ (ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ): ଲିଜ୍‌ ଏଗ୍ରିମେଣ୍ଟ ଜାଲିଆତି କରି ବଲାଙ୍ଗୀରର ଏକ ଦମ୍ପତି ପ୍ରାଣୀଧନ ବିଭାଗରୁ ଅର୍ଥ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ମାନସ ମହାନ୍ତି ନାମକ ଜଣେ ଯୁବକ ବଲାଙ୍ଗୀର ଟାଉନ ଥାନାରେ ବୁଧବାର…

ରାଜ୍ୟରେ ୬୯୫୭.୫୭ କୋଟିର ବିଦ୍ୟୁତ୍‌ ବିଲ୍‌ ବାକି

ଭୁବନେଶ୍ୱର,୪ା୧୨(ସୁନିତ୍‌ ମିଶ୍ର):ରାଜ୍ୟର ସକ୍ରିୟ ଗ୍ରାହକ ଏବଂ ସକ୍ରିୟ ଶିଳ୍ପ ଓ ବାଣିଜି୍ୟକ ଗ୍ରାହକଙ୍କ ଉପରେ ୬୯୫୭.୫୭ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକିପଡ଼ିଛି। ଏହି ତଥ୍ୟ ବିଦ୍ୟୁତ୍‌ ବିତରଣ ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କଂଗ୍ରେସ…

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ମିଳିତ ଯୋଗଦାନ ଲୋଡ଼ା

ବରଗଡ,୪।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ଯଦୁମଣି ଅଡିଟୋରିୟମ ପରିସରରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ…

ଆଗ ଥଇଥାନ, ପରେ ଉଚ୍ଛେଦ

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବିଭିନ୍ନ ପଡ଼ାରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଗୋଟିଏ ପଟେ ଉଚ୍ଚ ନ୍ୟାୟାଳୟରେ ବିଚାରାଧିନ ଥିବା ଯୋଗୁ ସହରବାସୀଙ୍କ ଦୀର୍ଘବର୍ଷର ଦାବି ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ପର୍ଯ୍ୟନ୍ତ ରାସ୍ତା ଜବରଦଖଲ ଏପର୍ଯ୍ୟନ୍ତ…

ବିଡିଓ ନ ପହଞ୍ଚିବାରୁ ହେଲାନି ଅନାସ୍ଥା ଭୋଟ, ରାତିସାରା ପଞ୍ଚାୟତ ସାମ୍ନାରେ ବସିଲେ ସଭ୍ୟାସଭ୍ୟ

ଆନନ୍ଦପୁର,୪।୧୨( ସୁଶାନ୍ତ କୁମାର ସାହୁ ): କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ବିରୁଦ୍ଧରେ ୮ ଜଣ ସଭ୍ୟ ଅନାସ୍ଥା ଆଣିଥିବା ବେଳେ ଗତ କାଲି ଏହାର ଭୋଟିଂ ହେବା ବଦଳରେ ବିଡିଓଙ୍କ ଦେହ ଅସୁସ୍ଥ ଦର୍ଶାଇ ଭୋଟିଂ କାର୍ଯ୍ୟ ଭଣ୍ଡୁର ହୋଇ…

ନାଗୀନ ଡ୍ୟାନ୍ସ କଲେ ବିରାଟ କୋହଲି, ଭିଡିଓ ଭାଇରାଲ୍

ରାୟପୁର,୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ବ୍ୟାଟର ବିରାଟ କୋହଲି କେବଳ ଲଗାତାର ଦ୍ୱିତୀୟ ଶତକ ହାସଲ କରିନାହାଁନ୍ତି, ବରଂ ତାଙ୍କର ପୁରୁଣା ଆକ୍ରମକ ଶୈଳୀର ପ୍ରତ୍ୟାବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଛି। ତାଙ୍କର କ୍ରିକେଟର ଏହି ଫର୍ମକୁ ଫେରିବା…

ନାବାଳିକାଙ୍କୁ ଘରକୁ ଖାଇବାକୁ ଡାକି ବଳାତ୍କାର, ଚିତ୍କାର କରିବାରୁ…

ଲାଞ୍ଜିଗଡ଼,୩ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ବଳ ପୂର୍ବକ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ବ୍ୟକ୍ତି ଫେରାର ଥିବା ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସର ତଦନ୍ତ…

ନଦୀକୁ ଖସିପଡ଼ିଲା କାର୍‌, ଭିତରେ ଅଛନ୍ତି…

କଟକ,୩ା୧୨: ବିରୂପା ନଦୀରେ ବୁଧବାର ସନ୍ଧ୍ୟାରେ ଏକ ବ୍ୟାଟେରୀ ଚାଳିତ କାର୍‌ ଖସିପଡ଼ିଛି। ତିନି ଘଣ୍ଟା ଧରି ପାଣି ଭିତରେ ଏହି କାର୍‌ ଫସିରହିଛି। ଜଣେ ଯୁବକଙ୍କୁ ସ୍ଥାନୀୟ ଖେଳ ପ୍ରଶିକ୍ଷଣ ପିଲା ଉଦ୍ଧାର କରିଥିବାବେଳେ  ଆଉ ଜଣେ କାର୍ ଭିତରେ…

ଟ୍ରାନ୍ସଫର୍ମର ଅଚଳ: ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀଙ୍କ ବିକ୍ଷୋଭ

ଦିଗପହଣ୍ଡି,୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ ଗଣିଆ ସାହିରେ ଗତ ୨ ଦିନ ପୂର୍ବେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ଅନ୍ଧକାରରେ ବିତୁଛି ସାହି ବାସିନ୍ଦାଙ୍କ ଜୀବନ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri