Home Left

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆଜି କୁରୁକ୍ଷେତ୍ରରେ ହେବ ମହାପଞ୍ଚାୟତ, ହୋଇପାରେ ବଡ଼ ଘୋଷଣା

ଚଣ୍ଡିଗଡ,୨।୬: ଭାଜପା ଏମ୍‌ପି ତଥା ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଅଢୁଆ ଆହୁରି ବଢିବାକୁ ଯାଉଛି। କୃଷକମାନେ ବର୍ତ୍ତମାନ କୁସ୍ତଯୋଦ୍ଧାଙ୍କ ପ୍ରସଙ୍ଗକୁ ନିଜ ହାତକୁ ନେଇଛନ୍ତି। ଗୁରୁବାର ଭାରତ କିଷାନ ୟୁନିଅନର ଜାତୀୟ ମୁଖପାତ୍ର…

ସ୍ମରଣୀୟ ଆଇପିଏଲ୍‌

ଦୀର୍ଘ ୨ ମାସ ଧରି ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପରେ ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ପ୍ରିମିୟର ଲିଗ ଆଇପିଏଲ୍‌ ୧୬ତମ ସଂସ୍କରଣର ସଫଳ ପରିସମାପ୍ତି ଘଟିଛି। ଅନେକ ଦୃଷ୍ଟି କୋଣରୁ ସଫଳତାର ଶୀର୍ଷକୁ ଛୁଇଁଛି ଏହି ପ୍ରଫେଶନାଲ ଟି୨୦ ଲିଗ୍‌।…

ବ୍ରିଜ ଭୂଷଣଙ୍କ ବିରୋଧରେ ଦୁଇଟି ଏଫଆଇଆର, ନିର୍ଯ୍ୟାତନା, ବ୍ୟାଡ ଟଚ ସମେତ ୧୦ ଅଭିଯୋଗ

ନୂଆଦିଲ୍ଲୀ,୨।୬: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫଆଇଆର ଦିଆଯାଇଛି। ଏଫଆଇଆରରେ ବ୍ରିଜ ଭୂଷଣଙ୍କ ବିରୋଧରେ ନିର୍ଯ୍ୟାତନା, ଯୌନ ଉତ୍ପିଡନର ଏକ କି ଦୁଇ ନୁହେଁ ବରଂ ୧୦ଟି ମାମଲା ଉଲ୍ଲେଖ କରାଯାଇଛି। ଏଥିରେ…

ମନଜିତ୍‌ଙ୍କୁ ବ୍ରୋଞ୍ଜ ପଦକ

ବିଶକେକ୍‌ (କିରଗିଜସ୍ତାନ), ୨।୬: ଭାରତର ମନଜିତ୍‌ ଏଠାରେ ଚାଲିଥିବା ୟୁଡବ୍ଲ୍ୟୁଡବ୍ଲ୍ୟୁ ର଼୍ୟାଙ୍କିଙ୍ଗ ସିରିଜ ରେସ୍‌ଲିଂ ଇଭେଣ୍ଟର ଗ୍ରୀକୋ ରୋମାନ ୫୫କେଜି କାଟେଗୋରୀରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମନଜିତ କ୍ୱାର୍ଟରଫାଇନାଲରେ ଉଜବେକିସ୍ତାନର ଇଖ୍‌ତିଓର ବୋଟିରୋଭଙ୍କଠାରୁ ହାରି ଯାଇଥିଲେ। ମାତ୍ର ବୋଟିରୋଭ…

ଆଇପିଏଲରେ ଖେଳିଥିବା ଖେଳାଳିଙ୍କୁ ଡବ୍ଲୁଟିସି ଫାଇନାଲରେ ଫାଇଦା ମିଳିବ: ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି

ନୂଆଦିଲ୍ଲୀ,୨।୬: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି)ର ଫାଇନାଲ ମ୍ୟାଚ ଜୁନ ୭ରୁ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଭାଗ ନେବାକୁ ଉଭୟ ଦଳର ଖେଳାଳି ବର୍ତ୍ତମାନ ଇଂଲଣ୍ଡରେ ପହଞ୍ଚିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ…

ଶିଶୁ ମୃତ୍ୟୁ: ନିଶା ସେବନକାରୀ ମହିଳାଙ୍କ କ୍ଷେତ୍ରରେ ୫ ଗୁଣା ଅଧିକ

ସମ୍ବଲପୁର,୨ା୬(ବ୍ୟୁରୋ): ମାତୃତ୍ୱ ଲାଭ କରିବା ପ୍ରତ୍ୟେକ ମହିଳାଙ୍କ ସ୍ବପ୍ନ ରହିଥାଏ। ହେଲେ ବିଭିନ୍ନ କାରଣରୁ କେତେକ ଶିଶୁ ଜନ୍ମ ପୂର୍ବରୁ କିମ୍ବା ଜନ୍ମହେବା ମାତ୍ରେ ମୃତ୍ୟୁବରଣ କରନ୍ତି। ଶିଶୁ ମୃତ୍ୟୁର ଅନେକ କାରଣ ରହିଛି। ଯେଉଁ ମହିଳାମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି…

ତୃତୀୟ ରାଉଣ୍ଡରେ ରିବାକିନା, ସ୍ବିଟେକ୍‌

ପ୍ୟାରିସ୍‌, ୨ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ଦ୍ୱିତୀୟ ରାଉଣ୍ଡରେ ସିଡେଡ୍‌ ଖେଳାଳିଙ୍କ ସହଜ ବିଜୟ। ମହିଳା ସିଙ୍ଗଲ୍ସ ବର୍ଗରେ ଏକ ନମ୍ବର ସ୍ଥାନରେ ଥିବା ଇଗା ସ୍ବିଟେକ୍‌, ଏଲିନା ରିବାକିନା, ଏକାଟେରିନା ଆଲେକଜାଣ୍ଡ୍ରୋଭା ବିଜୟ ହାସଲ କରିଥିବା…

ଆର୍ଜେଣ୍ଟିନା, ଇଂଲଣ୍ଡ ବିଦା

ବୁଏନ୍ସ ଏୟାର୍ସ, ୨ା୬: ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ, ନାଇଜେରିଆ, ବ୍ରାଜିଲ ଓ କଲମ୍ବିଆ। ଅନ୍ୟପକ୍ଷରେ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଇଂଲଣ୍ଡ ଏହି ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ୧୦…

ଡବ୍ଲୁଟିସି ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ

ନୂଆଦିଲ୍ଲୀ,୨।୫: ଜୁନ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଆଡିଡାସ ଇଣ୍ଡିଆ ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛି। ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଇଣ୍ଟରନ୍ୟାସନାଲ ତିନୋଟି ଫର୍ମାଟ ପାଇଁ…

ମନଇଚ୍ଛା ଲୁଟୁଛନ୍ତି ମୋରମ

ବଇଣ୍ଡା,୨ା୬: କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା ପାହାଡ଼ ଗୁଡ଼ିକରୁ ବଢ଼ୁଛି ମୋରମ ଲୁଟ୍‌। ବିଶେଷକରି କଦଳୀମୁଣ୍ଡା, ଜାମୁନାଳୀ, ନୁନୁକାପଶି, କମରେଇ, ଗାଁ ବଇଣ୍ଡା, ବଣିନାଳୀ, ନାକିଚି, ବାମୁର ରେଞ୍ଜ ଅଧୀନରେ ଥିବା ଗୁରୁଜାଙ୍ଗ, ଆମ୍ବପାଳ ଆଦି ଅଞ୍ଚଳରେ ଥିବା…

କିରଣ କ୍ୱାର୍ଟରରେ, ଅସ୍ମିତା ପରାସ୍ତ

ବ୍ୟାଙ୍କକ୍‌, ୨ା୬:ଭାରତର କିରଣ ଜର୍ଜ ଚମତ୍କାର ପ୍ରଦର୍ଶନ ଜାରି ରଖି ଥାଇଲାଣ୍ଡ ଓପନ ସୁପର ୫୦୦ ଟୁର୍ନାମେଣ୍ଟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ସେ ବିଶ୍ୱର ୨୬ ନମ୍ବର ମାନ୍ୟତାପ୍ରାପ୍ତ ଚାଇନାର ଓ୍ବେଙ୍ଗ୍‌ ହଙ୍ଗ୍‌ ୟାଙ୍ଗ୍‌ଙ୍କୁ ସିଧାସଳଖ ଗେମ୍‌ରେ ହରାଇ ଦେଇଛନ୍ତି।…

ଦୁବାଇ ଗଲା ଢେଙ୍କାନାଳ ‘ଆମ୍ରପଲ୍ଲି’

ଢେଙ୍କାନାଳ ଅଫିସ,୨।୬: ଚଳିତବର୍ଷ ଢେଙ୍କାନାଳରେ ପ୍ରଚୁର ଆମ୍ବ ଫଳିଛି। ୫୦ ହଜାର ମେଟ୍ରିକ୍‌ ଟନ୍‌ ସହ ଉତ୍ପାଦନରେ ରାଜ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି ଜିଲା। କୋଲକାତା, ଦିଲ୍ଲୀ, ମୁମ୍ବାଇ ଭଳି ଦେଶର ବଡ଼ ସହରରେ ଏହି ଋତୁକାଳୀନ ଫଳର ଚାହିଦା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri