Home Left

ଭାରତ ପରେ ଆମେରିକାକୁ ବଡ଼ ଝଟକା ଦେଲା ୟୁରୋପ

ନୂଆଦିଲ୍ଲୀ,୨୪।୮: ଭାରତ ପରେ ଏବେ ଆମେରିକାକୁ ୟୁରୋପରୁ ମଧ୍ୟ ଏକ ବଡ଼ ଝଟକା ଲାଗିଛି। ସ୍ପେନ ଏବଂ ସ୍ବିଜରଲ୍ୟାଣ୍ଡ ଆମେରିକାର ୫ମ ପିଢ଼ିର ଲଢୁଆ ବିମାନ F-35 କିଣିବାକୁ ସ୍ପଷ୍ଟ ଭାବରେ ମନା କରିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର...

ନୂଆଖାଇ ପାଇଁ ଘରକୁ ଆସି ପାଲଟିଗଲେ ଶବ: ବାହୁନି ବାହୁନି କାନ୍ଦୁଛି ମା’, ସ୍ତ୍ରୀ କହୁଛି…

ବଲାଙ୍ଗୀର,୨୪।୮(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ତୃତୀୟ ବାଟାଲିୟନରେ କାର୍ଯ୍ୟରତ OSAP ଯବାନଙ୍କ ମତ୍ୟୁ ଘଟିଛି। ନୂଆଁଖାଇ ପାଇଁ ଘରକୁ ଆସିଥିବା ବେଳେ ହଠାତ୍‌ ମତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଘଟିଛି ବେଲପଡ଼ା ଥାନା ଅଧୀନରେ। ମୁଣ୍ଡାଗାଁରେ...

IND vs PAK Asia Cup: ସୀମା ଭିତରେ ରୁହନ୍ତୁ! Asia Cup ରେ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କାହିଁକି ଏମିତି ଚେତାବନୀ ଦେଲେ ୱାସିମ ଆକ୍ରମ? ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି, ସେମାନଙ୍କ ସହିତ ଓମାନ ଏବଂ ୟୁଏଇ ଗ୍ରୁପ A ରେ ଅଛନ୍ତି। ୯ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ, ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ ହେଉଛି...

ସମସ୍ତ ଫର୍ମାଟରୁ ଅବସର ନେଲେ ପୂଜାରା, ଇମୋଶନାଲ ପୋଷ୍ଟ କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୪।୮: ଭାରତର ଷ୍ଟାର ଟେଷ୍ଟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ରବିବାର ସେ ଏକ ପୋଷ୍ଟ ଲେଖି ଏହା ଘୋଷଣା କରିଛନ୍ତି। ସେ ଏହି ଭାବପ୍ରବଣ ନୋଟରେ ନିଜର ଭାବନା ପ୍ରକାଶ...

ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ଆସନ୍ନ ଲଘୁଚାପକୁ ଦୃଷ୍ଟିରେ ରଖି ରୁଲ୍‌କର୍ଭ ନିୟମ ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ନିମନ୍ତ୍ରଣ ଓ ସୁପରିଚାଳନା ପାଇଁ ଆଗୁଆ ବ୍ୟବସ୍ଥା ସ୍ବରୂପ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ଫଳରେ ପ୍ରଥମେ ଶନିବାର...

ଡ୍ୟୁଟିରୁ ଘରକୁ ଫେରୁଥିଲେ ASI, ଚାପିଦେଲା ଅଜଣା ଗାଡ଼ି

କାମାକ୍ଷାନଗର,୨୪ା୮(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ନିକଟରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଏଏସଆଇ ମାନସ ସିଂହ(୪୨) ମୃତ୍ୟୁ ହୋଇଛି। ମାନସ ଅନୁଗୋଳ ସଦର ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ନିଜଘର କଙ୍କଡ଼ାହାଡ ଥାନା...

ମେୟର ଦେଲେ ବଡ଼ ସୂଚନା ଭୁବନେଶ୍ୱର ସବୁ ଥାନାରୁ ହଟିବ ଜବତ ଗାଡ଼ି

ଭୁବନେଶ୍ୱର,୨୪।୮: ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ। ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି। ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଗାଡ଼ି...

ସ୍ବାମୀ ଘରୁ ଗୋଡ଼କାଢ଼ୁ କାଢ଼ୁ , ମହିଳାଙ୍କ ମୁଣ୍ଡରୁ ଗଣ୍ଡି କରିଦେଲେ ଅଲଗା

ବାରିପଦା,୨୪।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଦେଓଗାମ ଅଞ୍ଚଳରେ ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଛି । ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତ ମହିଳା ଜଣକ...

ଅଢ଼େଇ ବର୍ଷ ହେଲା କାମ ବନ୍ଦ

ସୋନପୁର,୨୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁନି। ଦଶନ୍ଧି ବିତି ଯାଉଥିଲେ ମଧ୍ୟ ପ୍ରକଳ୍ପ କାମ ଅସମ୍ପୂର୍ଣ୍ଣ ରହୁଛି। ସୁବର୍ଣ୍ଣପୁର ସହରକୁ ମହାନଦୀ ଓ ତେଲନଦୀର ବନ୍ୟା ଦାଉରୁ ରକ୍ଷା ପାଇଁ ରିଂରୋଡର ପରିକଳ୍ପନା କରାଯାଇଥିଲା। ୨୦୧୧...

ସ୍ତ୍ରୀକୁ ପିଟିପିଟି ହତ୍ୟା : ଜେଲ ହାଜତକୁ ଗଲେ ଅଭିଯୁକ୍ତ ସୱାମୀ

ଦେବଗଡ,୨୪।୮(ଶଶାଙ୍କ ଶେଖର ଝାଙ୍କର): ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗରେ ଜେଲ ଗଲେ ସ୍ବାମୀ । ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ପରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ପରା ଗ୍ରାମର ଦୀପକ ମାହାର ତାଙ୍କ ସ୍ତ୍ରୀ...

ଗଞ୍ଜେଇ ଚାଲାଣ ବେଳେ ଆଇନଜୀବୀଙ୍କ ଲୋଗୋ ଲାଗିଥିବା କାର ଜବତ

ଲୋଇସିଂହା,୨୩।୮(ସୁଶାନ୍ତ ବାରିକ)-ବଲାଙ୍ଗୀର ଜିଲା ଲୋଇସିଂହା ପୋଲିସ ପକ୍ଷରୁ ସାଲେଭାଟ-ମୂର୍ଶୁଣ୍ଡି ରାସ୍ତାରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ ବେଳେ ଏକ କାର ଧରାପଡିଛି। ଲୋଇସିଂହା ପୋଲିସ ପ୍ରାୟ ୧୨ କିମି ଗୋଡ଼ାଇ ସମ୍ପୃକ୍ତ ଗାଡ଼ିକୁ ଧରିଛି। ଫେରାର ଚାଲାଣକାରୀଙ୍କୁ ପୋଲିସ ଧରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri