Home Left

ଖରାପ ସ୍ଥିତିରେ ଆଦିପୁରୁଷ, ୫ ଦିନରେ ହ୍ରାସ ପାଇଛି ରୋଜଗାର

ମୁମ୍ବାଇ: ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ତଥା ରାମାୟଣ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ବକ୍ସ ଅଫିସ୍‌ରେ ବଦନାମ ହୋଇସାରିଛି। ପ୍ରଥମ ଦିନରୁ ଫିଲ୍ମଟି ଯେତିକି ଆୟ କରିଥିଲା, ରିଲିଜ ହେବାର ୫ ଦିନ ମଧ୍ୟରେ ଏହା ୭୫ପ୍ରତିଶତ ହ୍ରାସ ପାଇଛି।…

ରଥଯାତ୍ରା ଦେଖି ଫେରିଲା ବେଳକୁ ଘରୁ ଚୋରି 

ପାଟଣା,୨୧।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା  ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ଲକ୍ଷ୍ମୀମଣ୍ଡପ ନିକଟରେ  ସୁବ୍ରତ ସାହୁଙ୍କ ଘରେ ଭଡାରେ ରହୁଥିବା ଦୁଇ ପରିବାରଙ୍କ  ଚୋରି ହୋଇଛି। ଭଡ଼ା ଘରର ତାଲା ଭାଙ୍ଗି ମଙ୍ଗଳବାର ସନ୍ଧ୍ୟାରେ ଲକ୍ଷାଧିକ ଟଙ୍କାର ସୁନା  ଅଳଙ୍କାର  ସହ ନଗଦ …

‘ଆଦିପୁରୁଷ’ ଉପରେ ବ୍ୟାନ ଲଗାଇବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୧।୬: ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଏହି ଆବେଦନରେ ଶୀଘ୍ର ଶୁଣାଣି କରିବାର କୌଣସି ଆବଶ୍ୟକ ନାହିଁ। ଜୁନ…

ବିବାହର ୫ ବର୍ଷ ପରେ ମା’ହେଲେ ଦୀପିକା

ମୁମ୍ବାଇ: ଅଭିନେତ୍ରୀ ଦୀପିକା କକ୍କରଙ୍କ ଘରକୁ ଆସିଲା ନୂଆ ଅତିଥି। ଦୀପିକା -ଶୋଏବ ଇବ୍ରାହିମ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଦୀପିକା ଏକ ଶିଶୁ ପୂତ୍ରକୁ ଜନ୍ମ ଦେଇଛନ୍ତି। ତେବେ ତାଙ୍କର ପ୍ରିମେଚୋର ଡେଲିଭରୀ ହୋଇଛି, ଚିନ୍ତାର କୌଣସି କାରଣ…

ଏହି ଦିନ ଘୋଷଣା ହେବ ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୨୧।୬: ସମସ୍ତ କ୍ରିକେଟ ପ୍ରେମୀ ଏହି ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ଖବର ସାମ୍ନାକୁ ଆସିଛି ଯେ, ଆଇସିସି ୨୭ ଜୁନରେ ଆନୁଷ୍ଠାନିକ…

ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ଉତ୍ତେଜନା

ପାରଳାଖେମୁଣ୍ଡି/ରାୟଗଡ଼, ୨୧।୬ (ଗିରିଧାରୀ ପରିଚ୍ଛା / ଜ୍ୟୋତି ପ୍ରକାଶ ପାଣି): ଆନ୍ଧ୍ର ଓଡ଼ିଶା ସୀମାନ୍ତକୁ ନେଇ ପୁଣି ଥରେ ମଙ୍ଗଳବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶା ଜମିକୁ ଆନ୍ଧ୍ର ସରକାର ନଜର ପକାଇଥିବା କଥାକୁ ନେଇ ସ୍ଥାନୀୟ ସମିତିସଭ୍ୟା ସୁମିତ୍ରା…

‘ଆଦିପୁରୁଷ’ ବିବାଦ ଉପରେ ନୀରବତା ଭାଙ୍ଗିଲେ ସୀତା କହିଲେ, ରାମାୟଣ ମନୋରଞ୍ଜନର ମାଧ୍ୟମ ନୁହେଁ

ମୁମ୍ବାଇ: ଦଶନ୍ଧି ପୂର୍ବରୁ ଦୀପିକା ଚିଖାଲିଆ ରାମାନନ୍ଦ ସାଗରଙ୍କ ରାମାୟଣରେ ‘ସୀତା’ଙ୍କ ଭୂମିକାରେ ଅଭିନୟ କରି ପ୍ରତ୍ୟେକ ହୃଦୟରେ ସ୍ଥାନ ପାଇଥିଲେ। ଲୋକମାନେ ତାଙ୍କୁ ପ୍ରକୃତ ମାତା ସୀତା ଭାବରେ ପୂଜା କରିବା ଆରମ୍ଭ କରିଦେଇଥିଲେ। ଅନ୍ୟପକ୍ଷରେ, ‘ରାମାୟଣ’ର ସୀତା ବର୍ତ୍ତମାନ…

ଦାରିଙ୍ଗବାଡି ଅଞ୍ଚଳରେ ପ୍ରାକ୍‌ ମୌସମୀ ବର୍ଷା

ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବୁଧବାର କିଛି ସ୍ଥାନରେ ପ୍ରାକ୍‌ ମୌସମୀ ବର୍ଷା ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢେ ୧୦ଟାବେଳେ ହାଲକା ବିଜୁଳି ଘଡଘଡିରୁ ଏହି ବର୍ଷା ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ଗରମରୁ ସାମାନ୍ୟ ଆଶ୍ବସ୍ତି…

ଦିଲ୍ଲୀ ଅଧ୍ୟାଦେଶ ହେଉଛି କେନ୍ଦ୍ରର ଏକ ପରୀକ୍ଷଣ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୧।୬: ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଦୃଷ୍ଟିରେ ରଖି ବିହାରର ପାଟନାରେ ଜୁନ ୨୩ରେ ବିରୋଧୀ ଦଳର ଏକ ବୈଠକ ଆୟୋଜିତ ହେବାକୁ ଯାଉଛି। ଏହି ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ବିରୋଧୀ ନେତାମାନଙ୍କୁ ଏକ…

ସଞ୍ଜୟ ରାଉତ, ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଇଡି ଚଢାଇ

ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ରାଜନୀତିରେ ଉତ୍ତେଜନା ଦେଖାଦେଇଛି । ଗତ କିଛି ବର୍ଷ ମଧ୍ୟରେ ଏନସିପି, ଶିବସେନା (ୟୁବିଟି) ଏବଂ କଂଗ୍ରେସର ଅନେକ ନେତା ଇଡିର ନଜରକୁ ଆସିଥିଲେ। ଏହି ସମୟରେ ବୁଧବାର ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କୁହାଯାଉଛି ଯେ ଇଡି…

ଏମ୍‌କେସିଜିରେ ଲିଫ୍ଟ ଅଚଳ, ରୋଗୀ ହନ୍ତସନ୍ତ

ବ୍ରହ୍ମପୁର,୨୧।୬(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡ଼ିକାଲର ଲିଫ୍ଟ ଅଚଳ ପଡ଼ିଛି। ଯାହାଫଳରେ ଡ଼ାକ୍ତର, କର୍ମଚାରୀ, ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଧିକାଂଶ ସମୟରେ ମେଡ଼ିକାଲରେ ଥିବା ଲିଫ୍ଟରେ ଫସିରହୁଥିବା ନଜିର ରହିଛି। ଗତ କିଛିଦିନ ହେଲା ନିୟମିତ ବ୍ୟବଧାନରେ ସ୍ତ୍ରୀ ରୋଗ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଚଞ୍ଚକତା ଅଭିଯୋଗ

ଦାରିଙ୍ଗବାଡ଼ି,୨୧।୬(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନ୍‌ବାଡି ଓ ଗ୍ରୀନ୍‌ବାଡିରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଚଞ୍ଚକତା କରାଯାଉଥିବା ସିମନ୍‌ବାଡି ପଞ୍ଚାୟତର ଗାଁ ସାଥି ଉମାକାନ୍ତ ଦିଗାଲ ଏବଂ ୱାର୍ଡ ସଭ୍ୟ  ଅମରେଶ ପ୍ରଧାନ ଅଭିଯୋଗ କରିଛନ୍ତି। ଏହି ଦୁଇ ଅଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇ-ଜିଏସ୍‌ରେ କାର୍ଯ୍ୟ କରାନଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri