Home Left

ବର୍ଷାରେ ଭୁଶୁଡ଼ିଲା ପିଚୁ ରାସ୍ତା

ଭେଡ଼େନ,୨୨।୭ (ସୁଦନ ମହାକୁର): ଗୋଡ଼ଭଗା-ସୋନପୁର ରାଜ୍ୟ ରାଜପଥର ବରଗଡ଼ ସଦର ମହକୁମାରୁ ଭେଡ଼େନ ଦେଇ ମହୁଲପାଲି ଛକକୁ ସଂଯୋଗ କରୁଥିବା ୨ଲେନ ବିଶିଷ୍ଟ ପିଚୁ ରାସ୍ତା ବୁଦେଲବାହାଲି କୁଆଁଫଲ୍‌ ନିକଟରେ ଗୁରୁବାର ରାତିରେ ଭୁଶୁଡି ପଡ଼ିଛି। ପ୍ରାୟ ଶହେ ମିଟର ଓସାରର…

ମଣିପୁର ଯୌନହିଂସା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା, ପୋଲିସ ସହ ଧସ୍ତାଧସ୍ତି

ଇମ୍ଫାଲ,୨୨।୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ମାମଲାରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଶନିବାର ଇମ୍ଫାଲର ଗାରି ଅଞ୍ଚଳରେ ମହିଳାମାନେ ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ଟାୟାର ଜାଳିବା ସହ ନାରାବାଜି ଦେଉଥିବା ବେଳେ…

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଇଟାନଗର,୨୨।୭: ଅରୁଣାଚଳରେ ଭୂକମ୍ପ ଝଟକା। ଶନିବାର ସକାଳ ୬.୫୬ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୩.୩ ମ୍ୟାଗ୍ନିଚ୍ୟୁଡ ରହିଛି। ତେବେ ଭୂକମ୍ପ ଯୋଗୁ ଧନଜୀବନ ନଷ୍ଟ ହେବାର କୌଣସି ଖବର ଆସିନାହିଁ। ଏହାପୂର୍ବରୁ ଶୁକ୍ରବାର ରାଜସ୍ଥାନର ଜୟପୁରରେ ଅଧ…

ଡିବିରି ଆଲୁଅ ଭରସାରେ ୧୧ ଗାଁ

ନନ୍ଦପୁର,୨୨ା୭(ଶଙ୍କର ପୂଜାରୀ): ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କୋରାପୁଟ ଜିଲା ନନ୍ଦପୁର ବ୍ଲକର ୫ ପଞ୍ଚାୟତର ୧୧ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ନାହିଁ। ଫଳରେ ଡିବିରି ଆଲୁଅ ଗ୍ରାମବାସୀଙ୍କ ଭରସା ପାଲଟିଛି। ବାରମ୍ବାର ଦାବି ସତ୍ତ୍ୱେ ବିଦ୍ୟୁତ୍‌ ସଂଯୋଗ ହେଉନାହିଁ।…

ଆସନ୍ତା ବର୍ଷ ମେ’ ୨୦ରୁ ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ଚାଲିବ ମୋକଦ୍ଦମା

ଓ୍ବାଶିଂଟନ,୨୨।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମସ୍ୟା ଏବେ ବଢିବାକୁ ଯାଉଛି। ଗୁପ୍ତ ଦସ୍ତାବିଜ ରଖିଥିବା ମାମଲାରେ ଟ୍ରମ୍ଫଙ୍କ ବିରୋଧରେ ଆଗାମୀ ବର୍ଷ ମେ’ରେ ମୋକଦ୍ଦମା ଆରମ୍ଭ ହେବ। କୋର୍ଟ ୨୦ ମେ’ ୨୦୨୪କୁ ଶୁଣାଣି ପାଇଁ ତାରିଖ ସ୍ଥିର…

କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ଭାଙ୍ଗିଛି ରୁଷିଆ, ଗରିବ ଦେଶରେ ଅନେକ ଲୋକଙ୍କର ହୋଇପାରେ ମୃତ୍ୟୁ: ଜାତିସଂଘ

ମସ୍କୋ,୨୨।୭: ରୁଷିଆ କୃଷ୍ଣ ସାଗର ଶସ୍ୟ ଚୁକ୍ତିକୁ ପ୍ରତ୍ୟାହାର କରିଛି। ରୁଷିଆ ଏହି ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିପାରେ। ଏସିଆରେ ଅଧିକାଂଶ ଗରିବ ଦେଶ ୟୁକ୍ରେନରୁ ସେମାନଙ୍କର ଖାଦ୍ୟ ଶସ୍ୟ ଆମଦାନି କରନ୍ତି। ବର୍ତ୍ତମାନ ମିଳିତ ଜାତିସଂଘର ସହାୟତା…

ଜିଓକୁ ୪,୮୬୩ କୋଟି ଟଙ୍କାର ଲାଭ

ନୂଆଦିଲ୍ଲୀ,୨୨।୭: ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ଏପ୍ରିଲ-ଜୁନ୍‌ ତ୍ରୈମାସିକରେ ନେଟ୍‌ ପ୍ରଫିଟ୍‌(ଲାଭ) ୧୨% ବୃଦ୍ଧିପାଇ ୪,୮୬୩ କୋଟି ଟଙ୍କା ହୋଇଛି। ବର୍ଷେ ପୂର୍ବରୁ ଏହା ୪,୩୩୫ କୋଟି ଥିଲା। ପ୍ରଥମ ତ୍ରୈମାସିକରେ ଜିଓର ମୋଟ ଆୟ ବୃଦ୍ଧି ପାଇ ୨୪,୧୨୭ କୋଟି…

ମହାନଦୀ ପାଣିକୁ ଡରିଲେଣି ଦ୍ୱୀପାଞ୍ଚଳର ୧୩ ଗାଁ

କେନ୍ଦ୍ରାପଡ଼ା, ୨୨ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଶୁକ୍ରବାର ରାତିରୁ ମୌସୁମୀ ବର୍ଷାର ପ୍ରଭାବ ପଡ଼ିଛି। ଲଗାଣ ବର୍ଷା ଲାଗି ରହିଛି। ଉପରମୁଣ୍ଡରେ ଅଧିକ ବର୍ଷା ହେଲେ ହୀରାକୁଦର ଗେଟ ଖୋଲା ଯିବ। ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା…

ବିମାନରେ ଅସଦାଚରଣର ଶିକାର ହେଲେ ଉର୍ଫି

ବମ୍ବେ: ବିମାନରେ ଅସଦାଚରଣର ଶିକାର ହୋଇଛନ୍ତି ଅଭିନେତ୍ରୀ ତଥା ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ। ସେ ଏନେଇ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଜଣାଇଛନ୍ତି। ମୁମ୍ବାଇରୁ ଗୋଆ ଫେରୁଥିବା ବେଳେ ନିଶାରେ ଥିବା କିଛି ଯୁବକ ଏଭଳି କାଣ୍ଡ କରିଥିବା…

ପ୍ରତିଶ୍ରୁତି ଦେଇ ଶ୍ରମିକଙ୍କୁ ପ୍ରତାରଣା

ଯାଜପୁର/କଳିଙ୍ଗନଗର, ୨୨।୭ (ହର୍ଷବର୍ଦ୍ଧନ ବେହେରା/ ଶୁଭାଶିଷ ରାଉତ): କଳିଙ୍ଗନଗରରେ ପ୍ରତିଷ୍ଠିତ ଡବଲ ବୁଲ ସିମେଣ୍ଟ କମ୍ପାନୀ ନୁଭୋକୋ (ପୂର୍ବ ନାମ ଇମାମି ସିମେଣ୍ଟ)କାରଖାନା କର୍ତ୍ତୃପକ୍ଷ ଜମି ହରାଇଥିବା ପ୍ରଜା ଏବଂ କାର୍ଯ୍ୟରତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରି ନ ପାରିବାରୁ…

ବସ୍‌କୁ ୪ ଲକ୍ଷ ୯୮ ହଜାର ଜରିମାନା

ପାଲଲହଡା,୨୨।୭(ଦିବ୍ୟଜ୍ୟୋତି ଦାସ): ପରିବହନ ଆକ୍ଟ ଉଲ୍ଲଂଘନ କରିବା ଅଭିଯୋଗରେ ଗୁରୁବାର ସିଂହ ବାହିନୀ ନାମକ ଏକ ବସ୍‌କୁ ତାଳଚେର ପରିବହନ ଅଧିକାରୀ ମୋଟ୍‌ ୪ ଲକ୍ଷ ୯୮ ହଜାର ଟଙ୍କା ଜରିମାନା କରିଛନ୍ତି। ବସ୍‌ଟିକୁ ପାଲଲହଡା ଥାନାର ଜିମା ଦିଆଯାଇଛି। ଦୀର୍ଘଦିନରୁ…

ଜଙ୍ଗଲ ଭିତରେ ଯାତନା

ପରଜଙ୍ଗ,୨୨।୭(ନିଗମାନନ୍ଦ ଦଳବେହେରା): ଜଙ୍ଗଲିଆ ରାସ୍ତାରେ ହାତୀ ଉପଦ୍ରବ। ବନ୍ୟଜନ୍ତୁଙ୍କ ଆକ୍ରମଣ ଭୟ। ହେଲେ ଏଭଳି ବିପଦ ମୁଣ୍ଡେଇ ବହିବସ୍ତାନି ଧରି ସ୍କୁଲ ମୁହାଁ ହେଉଛନ୍ତି କୋମଳମତି ପିଲା। କୌଣସି ଆଗପଛ ବିଚାର ନ କରି ସ୍କୁଲ ମିଶ୍ରଣ କରି ଦିଆଯିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri