Home Left

ଛାତ୍ରୀଛାତ୍ରଙ୍କୁ ବଣ୍ଟନ ହୋଇ ନ ଥିଲା ୟୁନିଫର୍ମ

ନୟାଗଡ଼,୧୫ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ ସୋମବାର ରଣପୁର ବ୍ଲକର ଗଡ଼ବାଣିକିଲୋ ନୋଡାଲ ହାଇସ୍କୁଲ ଓ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଦୁଇ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଉତ୍ତର ପାଇବା ପରେ…

କୃଷ୍ଣ ଜନ୍ମଭୂମି ନିକଟରେ ଭଙ୍ଗାରୁଜା ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ, ଅଗଷ୍ଟ ୧୬ରେ ହେବ ଶୁଣାଣି

ଲକ୍ଷ୍ନୌ,୧୫।୮: ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଭଙ୍ଗାରୁଜା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଅଗଷ୍ଟ ୧୬ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛି ଯେ ଏହା…

ମଣିପୁରରେ ଶାନ୍ତି ପାଇଁ ଅପିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୭ ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏଥିସହ ଭାରତକୁ ମୁକ୍ତ କରିଥିବା ସ୍ବାଧୀନତା ସଂଗ୍ରାମର ଶହୀଦ ତଥା ସଂଗ୍ରାମୀମାନଙ୍କୁ ପ୍ରଣାମ ଜଣାଇଛନ୍ତି। ହିଂସା ନିଆଁରେ ଜଳୁଥିବା ମଣିପୁରରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ…

ବିଶ୍ୱକପ୍‌ ପାଇଁ ଅବସର ନିଷ୍ପତ୍ତି ବଦଳାଇ ପାରନ୍ତି ଏହି କ୍ରିକେଟର୍‌

ଲଣ୍ଡନ,୧୫।୮: ଗତ ବର୍ଷ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ ଫର୍ମାଟକୁ ବିଦାୟ ନେଇଥିଲେ। କିନ୍ତୁ ବର୍ତ୍ତମାନ ସେ ତାଙ୍କ ନିଷ୍ପତ୍ତି ସହିତ ୟୁଟର୍ନ ନେବେ ବୋଲି ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଦିନିକିଆ ବିଶ୍ୱକପ ଭାରତୀୟ ମାଟିରେ…

୭୭ ତମ ସ୍ବାଧିନତା ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା

ଓ୍ବାଶିଂଟନ,୧୫।୮: ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ସମସ୍ତ ଭାରତୀୟଙ୍କୁ ୭୭ତମ ସ୍ବାଧିନତା ଦିବସ ଅଭସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଖୋଲା, ସମୃଦ୍ଧ, ନିରାପଦ, ସ୍ଥିର ଏବଂ ସ୍ଥାୟୀ ବିଶ୍ୱ ପାଇଁ ଉଭୟ ଦେଶ ମିଳିତ ଭାବରେ କାର୍ଯ୍ୟ…

ଏଲଭିଶ ଯାଦବ ହେଲେ ବିଗ୍‌ବସ ଓଟିଟି-୨ର ବିଜେତା

ମୁମ୍ବାଇ: ସଲମାନ ଖାନ ହୋଷ୍ଟେଡ ବିଗ୍‌ବସ ଓଟିଟି-୨ର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଶୋ‘ ଏହାର ବିଜେତା ଘୋଷଣା କରିଛି। ୱାଇଲ୍ଡ କାର୍ଡ ଏଣ୍ଟ୍ରି ଏଲଭିଶ ଯାଦବ ବିଜେତା ହୋଇଛନ୍ତି। ଏଲଭିଶ ଯାଦବ ବିଗ୍‌ବସ ଟ୍ରଫି ସହିତ ୨୫…

ପ୍ରଥମଥର ଏସିଆ କପ୍‌ ଖେଳିବ ନେପାଳ: ଘୋଷଣା କଲା ଦଳ

କାଠମାଣ୍ଡୁ,୧୫।୮: ପାକିସ୍ତାନ ଏବଂ ବାଂଲାଦେଶ ପରେ ନେପାଳ ମଧ୍ୟ ଏସିଆ କପ ୨୦୨୩ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ପ୍ରଥମ ଥର ପାଇଁ ନେପାଳ ଏସିଆ କପରେ ଖେଳୁଥିବା ଦେଖିବାକୁ ମିଳିବ। ରୋହିତ ପାଉଡେଲ ଦଳର ଅଧିନାୟକତ୍ୱ ପରିଚାଳନା…

ତାରାତାରିଣୀ କଲେଜର ଗୌରବ: ବ୍ରହ୍ମପୁର ଆଇଜରରେ ସ୍ଥାନ ପାଇଲେ କଲ୍ୟାଣୀ

ପୁରୁଷୋତ୍ତମପୁର, ୧୫ା୮(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ରୀ କଲ୍ୟାଣି ଶୁଭଶ୍ରୀ ତ୍ରିପାଠୀ ପୁଣି ଥରେ କଲେଜ ଲାଗି ଗୌରବ ଆଣିଛନ୍ତି। କେବଳ ସେତିକି ନୁହେଁ ସେ ଓଡିଶାର ପ୍ରଥମ ଛାତ୍ରୀ ଭାବରେ ବ୍ରହ୍ମପୁର ଆଇଜରରେ ବାୟୋଲୋଜିକାଲ ସାଇନ୍ସ ବିଭାଗର ଆଇପିହେଚଡି…

ଦେଶକୁ କ୍ଷମା ମାଗୁ କଂଗ୍ରେସ, ନଚେତ୍‌ ଲୋକେ ଦେବେ କଡ଼ା ଜବାବ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୫।୮: ଭାରତୀୟ ଜନତା ପାର୍ଟି (ଭାଜପା) କୁ ଭୋଟ ଦେଇଥିବା ଲୋକଙ୍କୁ ରାକ୍ଷସ ବୋଲି କହିଥିଲେ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା। ଏହାକୁ ନେଇ ଭାଜପା କଂଗ୍ରେସ ଉପରେ ବର୍ଷିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏଭଳି ମନ୍ତବ୍ୟ ପାଇଁ କଂଗ୍ରେସକୁ…

ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହେବା ଉପରେ ଅସନ୍ତୋଷ ପ୍ରକାଶ କଲେ କମଳ ନାଥ

ନୂଆଦିଲ୍ଲୀ,୧୫।୮: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ ହେତୁ ଆଜିକାଲି ମଧ୍ୟପ୍ରଦେଶର ରାଜନୀତି ସରଗରମ ରହିଛି। ରାଜ୍ୟ ସରକାର ଶିବରାଜ ସିଂ ଚୌହାନଙ୍କୁ କମିଶନ କୁହାଯାଇଥିବା ନେଇ ଏଫ୍‌ଆଇଆର ଦାଖଲ କରାଯାଇଛି। ବର୍ତ୍ତମାନ…

ପରିତ୍ୟକ୍ତ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମର ସ୍ମାରକୀ

ଡେରାବିଶ,୧୫ା୮(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତା ଆନ୍ଦୋଳନରେ କେନ୍ଦ୍ରାପଡ଼ା ଜିଲାର ଭୂମିକା ଅବିସ୍ମରଣୀୟ। ସ୍ବାଧୀନତା ସଂଗ୍ରାମରେ ଜିଲାର କୋଣ ଅନୁକୋଣରୁ ସେ ସମୟରେ ବହୁ ଛାତ୍ର ଓ ଯୁବକ ନିଜକୁ ଉତ୍ସର୍ଗକରି ଆନ୍ଦୋଳନର ବାର୍ତ୍ତା ପ୍ରତ୍ୟେକ ପରିବାରରେ ପହଞ୍ଚାଇଥିଲେ। ଜାତିର ପିତା ଗାନ୍ଧିଜୀଙ୍କ…

ଆଫଗାନିସ୍ତାନରେ ତାଲିବାନ ସରକାରକୁ ପୂରଣ ହେଲା ଦୁଇ ବର୍ଷ

କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ସରକାରକୁ ୨ ବର୍ଷ ପୂରଣ ହୋଇଛି। ୧୫ ଅଗଷ୍ଟ, ୨୦୨୧ରେ ତାଲିବାନ କାବୁଲ ଉପରେ କବଜା କରି ନିଜର ସରକାର ଗଠନ କରିଥିବା ଘୋଷଣା କରିଥିଲା। ଆଫଗାନିସ୍ତାନ ଇତିହାସରେ ଏହି ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ, ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri