ରାଉରକେଲା ବଜାରରେ ହ୍ୟୁଣ୍ଡାଇ ଏକ୍ସଟର
ରାଉରକେଲା,୧୧।୭(ଦିନେଶ ମିଶ୍ର): ରାଉରକେଲା ବେଦବ୍ୟାସ ସ୍ଥିତ କୋସଲା ହ୍ୟୁଣ୍ଡାଇ ଶୋ’ ରୁମ୍ ପରିସରରେ ହ୍ୟୁଣ୍ଡାଇ ଏକ୍ସଟର ଅନାବରଣ ଉତ୍ସବ କୋସଲା ହ୍ୟୁଣ୍ଡାଇ ନିର୍ଦ୍ଦେଶକ ପଦ୍ମନୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏନ୍ଆଇଟି ପ୍ରଫେସର ରୋହନ ଧୀମାନ ମୁଖ୍ୟ ଅତିଥି…
ଜୁନ୍ରେ ୱାର୍ଡୱିଜାର୍ଡର ୧୯% ଅଭିବୃଦ୍ଧି
ଭୁବନେଶ୍ୱର,୧୧।୭: ଦେଶର ଅଗ୍ରଣୀ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ୱାର୍ଡୱିଜାର୍ଡ ଇନୋଭେଶନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୩ ଜୁନର ବିକ୍ରି ଫଳାଫଳ ଘୋଷଣା କରାଯାଇଛି। ଏପରିକି ୨୦୨୩ ଜୁନ୍ରେ ୨,୫୨୯ ଲୋ-ସ୍ପିଡ୍ ଓ ହାଇସ୍ପିଡ୍ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି…
ପାକ୍ସ ମଜଭୁତକୁ ଗୁରୁତ୍ୱ
ଭୁବନେଶ୍ୱର,୧୧।୭: ଦେଶର କୃଷକ ଓ କୃଷି କ୍ଷେତ୍ରକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ କୃଷକ ଉତ୍ପାଦକ ସଂଗଠନ(ଏଫ୍ପିଓ)ଗୁଡ଼ିକ ଜରିଆରେ ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି (ପିଏସିଏସ)ଗୁଡିକୁ ମଜଭୁତ କରିବାକୁ ଗୁରୁତ୍ୱାରୋପ କରୁଛନ୍ତି। ୨୦୨୩ ଜୁଲାଇ ୧୪ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର…
ଶପ୍ସିର ନୂତନ ମାଇଲଖୁଣ୍ଟ
ଭୁବନେଶ୍ୱର,୧୧।୭: ଭାରତର ଦ୍ରୁତ-ଅଭିବୃଦ୍ଧିଶୀଳ ହାଇପର୍ ଭାଲ୍ୟୁ ପ୍ଲାଟ୍ଫର୍ମ ଶପ୍ସି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଦେଶର ଟିୟର-୨ ଓ ଟିୟର-୩ ଅଞ୍ଚଳଗୁଡିକରେ ମୂଲ୍ୟ ବିତରଣ କରିବାର ୨ୟ ପୂର୍ତ୍ତି ଉତ୍ସବ ପାଳନ କରିଛି। ବିଶେଷ କରି ବିଗତ ୨ ବର୍ଷରେ…
ଆଖି ଧରିଲେ ସ୍କୁଲ ନ ଯିବାକୁ ପରାମର୍ଶ
ଭୁବନେଶ୍ୱର,୧୧।୭(ଅଭିଜିତ ଦାସ):ବର୍ଷା ଆରମ୍ଭରୁ ଡେଙ୍ଗୁ ଭଳି ଆଖିଧରା ରୋଗ ଆଉ ଏକ ଚିନ୍ତା ଆଣିଛି। ସ୍ବାସ୍ଥ୍ୟ ବିଭାଗର ଆକଳନ ଅନୁଯାୟୀ ପ୍ରତି ୧୦ଜଣଙ୍କ ମଧ୍ୟରୁ ୩ରୁ ୪ଜଣ ଆଖିଧରା ରୋଗରେ ସଂକ୍ରମିତ ହେଉଛନ୍ତି। ବିଶେଷକରି ପିଲା ଓ ବୟସ୍କଙ୍କୁ ଅଧିକ ଆକ୍ରାନ୍ତ…
୩,୨୬୬ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ବର, ୧୧ା୭(ସୁନିତ୍ ମିଶ୍ର):ଓଡ଼ିଶା ରାଜ୍ୟ ସରକାରଙ୍କ ୧୧୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକ ସୋମବାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ୩୨୬୬ କୋଟି ଟଙ୍କାର ୧୧ଟି ଶିଳ୍ପ…
ନୂଆ ବଜାର-ବାଲିତରା ସେତୁ ପାଇଁ ୯୭.୨୪ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ
ଭୁବନେଶ୍ୱର,୧୧ା୭(ଅନିଲ ଦାସ):ରାଜ୍ୟ ସରକାର ଇଞ୍ଜିନିୟରିଂ, ପ୍ରୋକ୍ୟୋର୍ମେଣ୍ଟ ଆଣ୍ଡ କନ୍ଷ୍ଟ୍ରକ୍ସନ୍ (ଇପିସି) ମୋଡ୍ ଚୁକ୍ତି ମାଧ୍ୟମରେ ଖରସ୍ରୋତା ନଦୀରେ କେନ୍ଦ୍ରାପଡ଼ା ଜିଲାର ନୂଆ ବଜାର-ବାଲିତରା ଘାଟ ରାସ୍ତାରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସେତୁ କେନ୍ଦ୍ରାପଡ଼ା…
୩ ମାସରେ ରେରା ରୁଲ୍ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ(କାର୍ତ୍ତିକ ସାହୁ)/ଭୁବନେଶ୍ୱର(ଅନିଲ ଦାସ),୧୧ା୭: ଆପାର୍ଟମେଣ୍ଟରେ ଫ୍ଲାଟ୍ କିଣାବିକା ଉପରେ ଥିବା ରହିତାଦେଶକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ରାଜ୍ୟ ସରକାର ନୂତନ ନିୟମ ନ ଆଣିବା ପର୍ଯ୍ୟନ୍ତ ଏହି ରହିତାଦେଶ ଜାରି ରହିବ। ଏଥିସହ ଆଗାମୀ ୩ ମାସ ମଧ୍ୟରେ ଫ୍ଲାଟ୍ ପଞ୍ଜୀକରଣର…
୨୦୭୫ ସୁଦ୍ଧା ଦ୍ୱିତୀୟ ବୃହତ୍ ଅର୍ଥନୀତି ହେବ ଭାରତ
ନୂଆଦିଲ୍ଲୀ, ୧୧ା୭: ୨୦୭୫ ସୁଦ୍ଧା ଭାରତ କେବଳ, ଜାପାନ କି ଜର୍ମାନୀ ନୁହେଁ, ଆମେରିକାକୁ ମଧ୍ୟ ଅତିକ୍ରମ କରି ବିଶ୍ୱର ଦ୍ୱିତୀୟ ବୃହତ୍ ଅର୍ଥବ୍ୟବସ୍ଥା ହେବ। ସୋମବାର ଗୋଲ୍ଡମ୍ୟାନ୍ ସାଚ୍ସ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ବିଶ୍ୱର ସର୍ବାଧିକ…
କ୍ୱାର୍ଟରରେ ଜୋକୋଭିଚ୍, ସାବାଲେଙ୍କା
ଓ୍ବିମ୍ବେଲଡନ, ୧୧ା୭: ଟେନିସ୍ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍ ଜୋକୋଭିଚ୍ ଓ ବେଲାରୁଷର ଆରିନା ସାବାଲେଙ୍କା। ପୁରୁଷ ସିଙ୍ଗଲ୍ସ ବର୍ଗରେ ଜୋକୋଭିଚ୍ଙ୍କ ବ୍ୟତିତ ଡାନିଲ ମେଡଭେଡେଭ ଓ କ୍ରିଷ୍ଟୋଫର ୟୁବ୍ୟାଙ୍କସ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।…
ପୁରୁଷପ୍ରାଧାନ୍ୟ କ୍ରୀଡ଼ାରେ ସୋଫିଆ
ରେସିଂ ଅବା ଗ୍ରାଁ ପ୍ରି କଥା ଯେତେବେଳେ ଉଠେ ସେତେବେଳେ ସାଧାରଣତଃ ପୁରୁଷ ଖେଳାଳିମାନଙ୍କ ନାମ ଆସିଥାଏ। ମାଇକେଲ ସୁମାକର, ସେବାଷ୍ଟିଆନ୍ ଭେଟେଲ, ଲୁଇସ୍ ହାମିଲଟନ୍ଙ୍କ ପରି ଖେଳାଳି ରେସିଂ ସ୍ପୋର୍ଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରେସିଂ…
ଆମେରିକାର ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ
ନ୍ୟୁୟର୍କ,୧୧।୭: ଆମେରିକାର ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ଫୋବର୍ସ ପକ୍ଷରୁ ପ୍ରକାଶିତ ୧୦୦ ଆମେରିକୀୟ ସବୁଠୁ ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ଭାରତୀୟ-ଆମେରିକୀୟ ଜୟଶ୍ରୀ ଉଲାଲ, ଇନ୍ଦ୍ର ନୁୟି, ନେର୍ଜା ସେଠୀ ଏବଂ ନେହା ନରଖେଡେଙ୍କ…
Archives


