Home Left

ଫାଓ ଲିଗ୍‌: କିଶୋର କ୍ଲବ ବିଜୟୀ

କଟକ, ୧୧ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଫାଓ ଲିଗର ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ କିଶୋର କ୍ଲବ ୩-୧ ଗୋଲରେ ଚାନ୍ଦ କ୍ଲବକୁ ପରାସ୍ତ କରିଛି। ମ୍ୟାଚର ୩ୟ ମିନିଟରେ କିଶୋର କ୍ଲବ ପକ୍ଷରୁ ଗୋପାଳ ଓରାମ ଏକମାତ୍ର ଗୋଲ…

ଉତ୍ତରକାଶୀସ୍ଥିତ ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ କରିବେ ଉତ୍ତରାଖଣ୍ଡ ସରକାର

ଭୁବନେଶ୍ବର, ୧୧ା୭(ସୁନିତ୍‌ ମିଶ୍ର):ଉତ୍ତରାଖଣ୍ଡ ଉତ୍ତରକାଶୀସ୍ଥିତ ସାଲଡ ଗ୍ରାମରେ ପାହାଡ଼ ଉପରେ ଆଢୁଆଳ ଅବସ୍ଥାରେ ଥିବା ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣ ଓ ଉନ୍ନତି କାର୍ଯ୍ୟ ନେଇ ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ…

ଉତ୍ତରାଞ୍ଚଳର ନେତୃତ୍ୱ ନେବେ ନୀତୀଶ

ନୂଆଦିଲ୍ଲୀ, ୧୧ା୭ : ପୁଡୁଚେରୀରେ ଦେଓଧର ଟ୍ରଫି ଜୁଲାଇ ୨୪ରୁ ଆରମ୍ଭ ହେବ। ଏଥିରେ ଦିଲ୍ଲୀର ବାମହାତୀ ବ୍ୟାଟର ନୀତୀଶ ରାଣା ଉତ୍ତରାଞ୍ଚଳ ଦଳର ନେତୃତ୍ୱ ନେବେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୩ରେ କୋଲକାତା ନାଇଟ ରାଇଡର୍ସ (କେକେଆର) ତରଫରୁ…

୮ ରାଜ୍ୟରେ ବର୍ଷା-ବନ୍ୟାର ବିଭିଷିକା, ୨୪ ଘଣ୍ଟାରେ ୪୪ ମୃତ୍ୟୁ, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୩୯ ଟିମ

ନୂଆଦିଲ୍ଲୀ,୧୧।୭: ମୂଷଳଧାରାରେ ବର୍ଷା ହେବା ଫଳରେ ଉତ୍ତର ଭାରତର ୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରାଜଧାନୀ ଦିଲ୍ଲୀରେ ବହୁ କ୍ଷୟକ୍ଷତି ହୋଇଛି। ହିମାଚଳ ପ୍ରଦେଶ, ପଞ୍ଜାବ, ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ସମସ୍ତ ପ୍ରମୁଖ ନଦୀଗୁଡିକରେ ବନ୍ୟା…

ପିଜିଆଇ ରିପୋର୍ଟ ସରକାରଙ୍କ ମୁଖା ଖୋଲିଦେଇଛି: ଭାଜପା

ଭୁବନେଶ୍ବର, ୧୧ା୭(ସୁନିତ୍‌ ମିଶ୍ର):ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପର୍‌ଫର୍‌ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି। ସର୍ବଭାରତୀୟ ସ୍ତରରେ ଓଡ଼ିଶାର ମାନ ୧୦ରୁ ଯାଇ ୨୪ରେ ପହଞ୍ଚିଛି। ଶିକ୍ଷା ବ୍ୟବସ୍ଥା ପ୍ରତି ୨୩…

ଅଲିମ୍ପିକ କ୍ୱାଲିଫାୟର୍ସ ଆୟୋଜନ କରିବ ପାକିସ୍ତାନ

କରାଚୀ, ୧୧ା୭: ପାକିସ୍ତାନ ପ୍ରାୟ ୧୯ବର୍ଷ ବ୍ୟବଧାନରେ ଏକ ଅନ୍ତର୍ଜାତୀୟ ହକି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଆସନ୍ତାବର୍ଷ ପ୍ରଥମ ଭାଗରେ ଅଲିମ୍ପିକ କ୍ୱାଲିଫାଇଂ ରାଉଣ୍ଡ ଆୟୋଜନ କରିବା ଲାଗି ସୁଯୋଗ ଦେଇଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)। ପାକିସ୍ତାନ ଗତଥର…

କ୍ଲାସ୍‌ରୁମ୍‌ରେ ମୋବାଇଲ ଫୋନ୍‌ ବନ୍ଦ

ଡଚ୍‌: ବର୍ତ୍ତମାନ ଯୁଗରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ, ସ୍ମାର୍ଟ ଘଣ୍ଟା ଭଳି ବିଭିନ୍ନ ଜିନିଷ ବ୍ୟବହାର କରୁଛନ୍ତି; ଯାହା ଫଳରେ ପିଲାମାନେ ବେଶି ଏଥିପ୍ରତି ଆକର୍ଷିତ ହୋଇ ପାଠପଢ଼ାରୁ ଦୂରେଇ ଯାଉଛନ୍ତି। ସେଥିପାଇଁ ଡଚ୍‌ ସରକାର କ୍ଲାସ୍‌ରୁମ୍‌ରେ…

ମଣ୍ଡପ ବସ୍ତି ନିର୍ମାଣ କାର୍ଯ୍ୟ ସରୁନି

ଭୁବନେଶ୍ୱର,୧୧।୭(ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ବସ୍ତିଗୁଡିକର ଉନ୍ନତୀକରଣ ତଥା ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ଯୋଜନାରେ ଥଇଥାନ ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ…

୪ ହଜାରରୁ କମ୍‌ ମୂଲ୍ୟର ଜିନିଷ ଆଣିବାକୁ ମନା

ନୂଆଦିଲ୍ଲୀ: ବିବାହକୁ ଯିବା ସମୟରେ ଆମେ ସାଙ୍ଗରେ କିଛି ଉପହାର ନେଇ ଯାଇଥାଉ। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ଲୋକେ ତାଙ୍କ ସାମର୍ଥ୍ୟ ମୁତାବକ ଉପହାର ଦେଇଥାନ୍ତି। ହେଲେ ନିକଟରେ ଜଣେ କନ୍ୟା ନିଜ ବିବାହରେ ଆସିବାକୁ ଥିବା ଅତିଥିଙ୍କ ପାଇଁ ଅଜବ…

ସଚେତନତା ପାଇଁ ନର୍ଦ୍ଦମା ଭର୍ତ୍ତି ନଦୀକୁ ବିବାହ

ଲଣ୍ଡନ: ପୂର୍ବକାଳରେ ଲୋକେ ନଦୀକୂଳରେ ଘର କରି ରହୁଥିଲେ। ନଦୀ ଜଳକୁ ବ୍ୟବହାର କରୁଥିଲେ। ବେଳକୁ ବେଳ ଲୋକସଂଖ୍ୟା ବଢିବାରୁ ଲୋକେ ନିଜ ପାଇଁ ଘର ତିଆରି କରିବା ସହ ଘରର ଅଳିଆ ଆବର୍ଜନା ସବୁ ନଦୀରେ ପକାଇବାକୁ ଲାଗିଲେ। ଫଳରେ ନଦୀ…

ନଟ୍‌ ୟେଟ୍‌ ଏଫ୍‌ସି ଚାମ୍ପିୟନ୍‌

ଭୁବନେଶ୍ୱର, ୧୧।୭(ସରୋଜ ଜେନା): ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ(ଓଏଫ୍‌ସି) ପକ୍ଷରୁ ଆୟୋଜିତ ସିକ୍ସ ଏ ସାଇଡ୍‌ ଫୁଟସାଲ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ନଟ୍‌ ୟେଟ୍‌ ଏଫ୍‌ସି। ରିଲାଏନ୍ସ ଫାଉଣ୍ଡେଶନ୍‌ ଓ ରୋଲରନଟ୍ସ ଏଫ୍‌ସି ଆନୁକୂଲ୍ୟରେ ଏଜି କଲୋନିରେ ଏହି ଟୁର୍ନାମେଣ୍ଟ…

ୟୁନିକ୍‌ ଟିଭିଏସ୍‌ର ନ୍ୟୁ ସର୍ଭିସ୍‌ ସେଣ୍ଟର

ରାଉରକେଲା,୧୧।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୫ସ୍ଥିତ ବେଦି ବିଲ୍ଡିଂରେ ଟିଭିଏସ୍‌ କମ୍ପାନୀର ଶୋ’ରୁମ୍‌ ଏବଂ ଦ୍ୱିତୀୟ ୟୁନିକ ସେବା କେନ୍ଦ୍ର ସୋମବାର ଉଦ୍‌ଘାଟିତ ହୋଇଯାଇଛି। ରାଉରକେଲା ଟିଭିଏସ୍‌ ୟୁନିଟ୍‌ର ମୁଖ୍ୟ ଜ୍ୟୋତିଷ ସ୍ବରୂପ ଅୟରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri