ସେପ୍ଟେମ୍ବରରୁ ବୁକିଂ ହେବ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ୍
ନୂଆଦିଲ୍ଲୀ,୧୬।୮: ୨୦୨୩ ବିଶ୍ୱକପ ୫ଅକ୍ଟୋବରରୁ ଆରମ୍ଭ ହେବ । ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ପାଇଁ ଆଇସିସି ଦ୍ୱାରା ଟିକେଟ୍ର ପ୍ଲାନ୍ ଜାରି କରାଯାଇଛି। ଅକ୍ଟୋବର ୧୪ରେ ବିଶ୍ୱକପରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ପାଇଁ ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି।…
ବଜ୍ରାଘାତରେ ଚାଷୀ ମୃତ୍ୟୁ
ଚାନ୍ଦବାଲି,୧୫।୮( ଅଶୋକ ପଣ୍ଡ): ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ଘିକୋଇଲି ୱାର୍ଡରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତ ଚାଷୀ ଜଣକ ହେଉଛନ୍ତି ଘିକୋଇଲି ୱାର୍ଡର ନିରଞ୍ଜନ ମହାଳିକଙ୍କ ପୁଅ ସୋମନାଥ(୫୩) । ସୋମନାଥ ନିଜ ଧାନ କ୍ଷେତରେ କାମ…
ବିଶ୍ୱକପ ପୂର୍ବରୁ ରୋହିତଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଲେ କପିଲ ଦେବ
ନୂଆଦିଲ୍ଲୀ,୧୬।୮: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଭାରତରେ ୫ ଅକ୍ଟୋବରରୁ ଆରମ୍ଭ ହେବ। କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ ଜିତିବା ପାଇଁ ଏକାକୀ ଏହି ମେଗା ଇଭେଣ୍ଟ ଆୟୋଜନ କରୁଥିବା ଭାରତ ଉପରେ ଅନେକ ଚାପ ପଡ଼ିବ। ଯେତେବେଳେ…
ୱେଷ୍ଟଇଣ୍ଡିଜଠାରୁ ହାରିବା ନିରାଶାଜନକ ନୁହେଁ: ଗାଭାସ୍କର…
କୋଲକାତା,୧୬।୮ : ଭାରତୀୟ କ୍ରିକେଟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ଭଲ ଖରାପ ମିଶ୍ରିତ ରହିଛି। ଟେଷ୍ଟ ସିରିଜକୁ ୧-୦ ରେ ଜିତିବା ପରେ ଟିମ ଇଣ୍ଡିଆ ଆୟୋଜକ ଦଳଙ୍କୁ ୨-୧ରେ ପରାସ୍ତ କରିଥିଲା। ତେବେ ଭାରତ ଟି-୨୦ ସିରିଜ ଜିତି ପାରି…
ରେକର୍ଡ ଭାଙ୍ଗୁଛି ‘ଗଦର-୨’, ୫ ଦିନରେ ୨୦୦ କୋଟି ରୋଜଗାର
ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ରିଲିଜ ହେବାର ପ୍ରଥମ ଦିନରୁ ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଛି। ‘ଗଦର ୨’ର ଓପନିଙ୍ଗ୍ ସପ୍ତାହ ମଧ୍ୟ ଜବରଦସ୍ତ ଥିଲା ଏବଂ ଚଳଚ୍ଚିତ୍ରଟି…
ମାଛ ଧରି ମାଲାମାଲ ମତ୍ସ୍ୟଜୀବୀ: ଗୋଟିକ ୫ଲକ୍ଷ ୩୩ହଜାର
ଚାନ୍ଦବାଲି,୧୫/୮(ଅଶୋକ ପଣ୍ଡା): ମାଛ ଗୋଟଏର ଦାମ ୫ ଲଖ ୩୩ ହଜାର ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ଏହା ସତ । ଭଦ୍ରକ ଜିଲା ଚାନ୍ଦବାଲି ଧାମରା ମୁହାଣ ଠାରୁ ୨୫କିମି ଦୂର ଗଭୀର ସମୁଦ୍ର ମଧ୍ୟରୁ ମଣ୍ଟୁ ମଣ୍ଡଳ…
ଏନ୍ଡିଏରେ କେବେ ସାମିଲ ହେବ ଟିଡିପି? ଚନ୍ଦ୍ରବାବୁ ନାଇଡୁ ଦେଲେ ଜବାବ, କହିଲେ ସମୟ ଆସିଲେ…
ନୂଆଦିଲ୍ଲୀ,୧୬।୮: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍ଡିଏ) ଏହାର ବଂଶ ବୃଦ୍ଧିରେ ନିୟୋଜିତ ଅଛି। ଏହି ସମୟ ମଧ୍ୟରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପୁଣିଥରେ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି…
ଜନ୍ମଦିନରେ ସିସୋଡିଆଙ୍କୁ ମନେ ପକାଇଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୬।୮: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କୁ ସମସ୍ତେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତେବେ ଏହି ସମୟରେ କେଜ୍ରିଓ୍ବାଲ ଏକ ଟୁଇଟ୍ କରି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମନେ ପକାଇଛନ୍ତି। ସେ ଏଏପି…
ଉଡାଣ ପୁର୍ବରୁ କାଠମାଣ୍ଡୁ-ଦିଲ୍ଲୀ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି
କାଠମାଣ୍ଡୁ,୧୬।୮: ଏୟାର ଇଣ୍ଡିଆର କାଠମାଣ୍ଡୁ-ଦିଲ୍ଲୀ ବିମାନ ମଙ୍ଗଳବାର କାଠମାଣ୍ଡୁ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖପାତ୍ର ସୁବାସ ଝା କହିଛନ୍ତି ଯେ, ଉଡାଣ ଭରିବାକୁ ଥିବା ବିମାନର ଲ୍ୟାଡିଙ୍ଗ୍ ଗିଅରରେ…
ସ୍ତ୍ରୀଙ୍କୁ ଗୁଳି କରିବା ପରେ ସହକର୍ମୀଙ୍କୁ ମେସେଜ୍ ପଠାଇଲେ ବିଚାରପତି
ଓ୍ବାଶିଂଟନ୍,୧୬।୮: ଆମେରିକାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ରକ୍ତପାତରେ ପହଞ୍ଚିଛି। ବାସ୍ତବରେ, ଜେଫ୍ରି ଫର୍ଗ୍ୟୁଶନ ଏବଂ ତାଙ୍କ ସ୍ତ୍ରୀ ଶେରିଲ ଖାନେକୁ ବାହାରକୁ ଯାଇଥିଲେ, ସେହି ସମୟରେ ହଠାତ୍ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଘରକୁ ଆସିବା ପରେ…
୧୮ ତାରିଖ ସ୍ବାଧୀନତା ଦିବସ ଚିଠି ଲେଖି ନିମନ୍ତ୍ରଣ କଲେ ପ୍ରଧାନ ଶିକ୍ଷୟିତ୍ରୀ
ଛେଣ୍ଡିପଦା,୧୬।୮(ଅଜିତ ଧଳ): ୧୮ ତାରିଖ ସ୍ବାଧୀନତା ଦିବସ । ଶୁଣିବାକୁ ଅଡ଼ୁଆ ଲାଗିପାରେ ହେଲେ ଏଭଳି ଲେଖି ନିମନ୍ତ୍ରଣ କଲେ ଜଣେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ସୁଚନା ଅନୁସାରେ ଚଳିତ ବର୍ଷ ଦେଶ…
ଯେଉଁ ଜଙ୍ଗଲରେ ନିଆଁ ଲାଗି ଯାଇଛି ୯୯ ଜଣଙ୍କର ଜୀବନ, ସେହି ସ୍ଥାନର ନାମ ଭୁଲିଗଲେ ବାଇଡେନ
ଓ୍ବାଶିଂଟନ୍,୧୬।୮: ଖବରଦାତାଙ୍କ ପ୍ରଶ୍ନ ଏବଂ ପ୍ରେସ କନଫରେନ୍ସ ସମୟରେ ଦେଇଥିବା ଜବାବ କାରଣରୁ ବିରୋଧୀଦଳର ଟାର୍ଗେଟରେ ରହିଆସୁଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହାର କାରଣ ହେଉଛି ଆମେରିକାର ହୱାଇର ମାଉଇସ୍ଥିତ ଜଙ୍ଗଲରେ ନିଆଁ ଲାଗିବା…
Archives


