Home Left

ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ଭଞ୍ଜନଗର ବିଧାୟକ: ଡିସେମ୍ବରରେ ହେବ…

ଭଞ୍ଜନଗର,୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ହେବ କୁର୍ମୀ କ୍ଷତ୍ରିୟ ସଂସ୍ଥାର ପ୍ରଦେଶ ମହାସଭା । ଏଥିପାଇଁ ଡିସେମ୍ବର ମାସ ଶେଷ ସପ୍ତାହକୁ ଚୟନ କରାଯାଇଛି । ମହାସଭାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପ୍ରତିନିଧି...

ପିଲାଙ୍କୁ ପାଠ ପଢ଼ାଇଲେ ଡେପୁଟି ଡାଇରେକ୍ଟର

ପାଟଣା,୪।୯(ବୀର କିଶୋର ଦାଶ): ସାହାର ପଡ଼ା ବ୍ଲକ ବିଲା ହାଇସ୍କୁଲରେ ଗୁରୁବାର ଡେପୁଟି ଡାଇରେକ୍ଟର ହିମାଂଶୁ ଶେଖର ଓଝା ପରିଦର୍ଶନରେ ଆସି ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇନ୍ତି। ଏହି ପରିଦର୍ଶନ ସମୟରେ ସେ ବିଲା କସ୍ତୁରବା ଗାନ୍ଧୀ ବାଳିକା...

ଧୋନୀଙ୍କୁ ନେଇ ବଡ଼ ଅପଡେଟ୍‌: IPL ୨୦୨୬ରେ…

ନୂଆଦିଲ୍ଲୀ, ୪।୯: ପୂର୍ବତନ ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ କେବଳ ଇଣ୍ଡିଆନ ପ୍ରିମିୟର ଲିଗ ରେ ଖେଳୁଥିବା ଦେଖାଯାଉଛି। ଧୋନୀ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗସ ସହିତ ଜଡିତ। କିନ୍ତୁ ଏବେ ଧୋନି ବହୁ ବର୍ଷ...

ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ନୂଆମୋଡ଼: ଥାନାରେ ଏତଲା ଦେଲେ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ, ନ୍ୟାୟ ନ ମିଳିଲେ…

ଭବାନୀପାଟଣା/ ଜୁନାଗଡ, ୪ ।୯ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁଲେନ୍ଦ୍ର ମେହେର ସ୍ଥାନୀୟ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ କରିବା ମାମଲାରେ ବୁଧବାର...

ରିପୋର୍ଟରଙ୍କୁ ନୂଆ ଚାକରି ଖୋଜିବାକୁ କାହିଁକି କହିଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୪।୯: ରୁଷିଆ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଗିଗଲେ। ଏହା ପରେ ସେ ପ୍ରଶ୍ନ ପଚାରୁଥିବା ସାମ୍ବାଦିକଙ୍କୁ ନୂଆ ଚାକିରି ଖୋଜିବାକୁ କହିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପୋଲାଣ୍ଡର ରାଷ୍ଟ୍ରପତି...

ସାର ପାଇଁ ଠେଲାପେଲା: ଚେତା ଶୂନ୍ୟ ହୋଇପଡିଲେ ମହିଳା ଚାଷୀ, ଘଟଣାସ୍ଥଳରେ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଭୋରରୁ ସାର ପାଇଁ ୫ ଶହରୁ ଊଦ୍ଧର୍‌ବ ଚାଷୀଙ୍କ ଭିଡ଼ ଲାଗିରହିଥିଲା। ସେମାନେ ନିଜ ନିଜର ଆଧାରକାର୍ଡକୁ ତଳେ ଲାଇନରେ...

କୁଣ୍ଡା ବସ୍ତା ଭିତରେ ନେଉଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ, ଆଉ ତା’ପରେ…

ମୋହନା,୪।୯( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା କଲେଜ ଛକ – ତାରିଣୀ ମନ୍ଦିର ନିକଟରୁ ଏକ ପିକଅପ ଭ୍ୟାନ ସହ ୭ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ପୋଲିସକୁ...

ଅଭିଜିତ୍‌ ମଜୁମ୍‌ଦାରଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌: ଏମ୍ସ ପକ୍ଷରୁ ଜାରି ହେଲା…

ଭୁବନେଶ୍ୱର, ୪।୯: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର ସ୍ବାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍‌ ଆସିଛି। ସେ କୋମାରେ ଥିବା ସୂଚନା ମିଳିଛି। ଭୁବନେଶ୍ବର ଏମ୍ସ ପକ୍ଷରୁ ମେଡିକାଲ ବୁଲେଟିନ ଜାରି ହୋଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବା ବେଳେ ସେ...

ରାଜ୍ୟରେ ବୃଦ୍ଧି ପାଉଛି ସାଇବର ଠକେଇ: ସଚେତନତା ସୃଷ୍ଟି କରିବା ପାଇଁ ଛାତ୍ରୀଛାତ୍ରଙ୍କୁ…

ଥୁଆମୂଳ ରାମପୁର,୪।୯(ଦୁର୍ଗା କୀର୍ତ୍ତି): ରାଜ୍ୟରେ ସାଇବର ଠକେଇ ଅଘଟଣ ଦିନକୁ ଦିନେ ବୃଦ୍ଧି ପାଉଛି। ଏହା ଦ୍ବାରା ଲୋକେ ବିଭିନ୍ନ ସମୟରେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଶୁଣିବା ମିଳୁଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ସଚେତନତା...

ଭୀଷ୍ମଗିରି କଲେଜରେ ଶକ୍ତିଶ୍ରୀ ଯୋଜନା ସମ୍ପର୍କିତ ଆଲୋଚନା: ଛାତ୍ରୀଛାତ୍ରମାନଙ୍କୁ ଦିଆଗଲା…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଗୁରୁବାର ନବସୃଜନ ,ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଓ “ଶକ୍ତିଶ୍ରୀ” ଯୋଜନା ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ...

ନୂଆ ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ କଲେ ବଡ଼ ଘୋଷଣା, କହିଲେ…

ଗଞ୍ଜାମ, ୪।୯(ବିଦ୍ୟାଧର ସାହୁ ): ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବୁଧବାର ସତ୍ୟଜିତ ବେନି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଶେରଗଡ଼ ଥାନାରେ କାର୍ଯ୍ୟ କରୁଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଲୋକଙ୍କ ସମସ୍ୟାକୁ...

ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼: ହିତାଧିକାରୀଙ୍କୁ…

ଭୁବନେଶ୍ୱର, ୪।୯: ସୁଭଦ୍ରା ହିତାଧିକାରୀଙ୍କୁ ନେଇ ବଡ଼ ଖୋଳତାଡ଼। କଟିଥିବା ହିତାଧିକାରୀଙ୍କୁ ସାମିଲ ପାଇଁ ବଡ଼ ପଦକ୍ଷେପ। ଯୋଗ୍ୟଙ୍କୁ ସାମିଲ ଏବଂ ଅଯୋଗ୍ୟଙ୍କୁ ବାଦ୍‌ ଦେବାକୁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri