Home Left

ଘଡ଼ଘଡ଼ି ସହ କୁଆପଥର ବର୍ଷା

ପାଟଣା,୭ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବରେ ରବିବାର ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇଛି। ଏହାର ପ୍ରଭାବରେ ଅନେକ ଅଞ୍ଚଳରେ ଗଛ ଉପୁଡ଼ିବା ସହ ଡୁମୁରିଆ ପଞ୍ଚାୟତ ରୋହଣୀ ଦୁମା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି…

ଶାସନ କ୍ଷମତା ହାତକୁ ଆସିଲେ ଶସ୍ତାରେ ମିଳିବ ଭଲ ମଦ, ନେତାଜୀଙ୍କ ନିର୍ବାଚନୀ ଘୋଷଣାପତ୍ର

ଅମରାବତି,୭।୪: ନିର୍ବାଚନରେ ଭୋଟ ବଦଳରେ ମଦ ବଣ୍ଟନ ବିଷୟରେ ଅନେକ ଖବର ଶୁଣିଛେ ଏବଂ ଏହା ମଧ୍ୟ ଦେଖାଯାଇଛି, କିନ୍ତୁ ଯଦି କୌଣସି ଦଳ ମଦକୁ ନିର୍ବାଚନ ପ୍ରସଙ୍ଗ କରନ୍ତି ତେବେ କ’ଣ ହେବ? ଯଦି କୌଣସି ରାଜନୈତିକ ଦଳ ନିର୍ବାଚନରେ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପୂର୍ବରୁ ବରଗଡ଼ ଜିଲା କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି । ପ୍ରାର୍ଥୀ ଚୟନରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି କଂଗ୍ରେସ ଓବିସି ସେଲ୍‌ ଜିଲା ଚେୟାରମ୍ୟାନ ପାଣ୍ଡବ କର୍ଣ୍ଣ ଅଭିଯୋଗ କରିଛନ୍ତି। ଦଳ ଯଦି…

ଏସପିକୁ ରିଜେକ୍ସନର ଇଞ୍ଜେକସନ ଲଗାଅ, ମେରଠରେ କଂଗ୍ରେସ ଉପରେ ବର୍ଷିଲେ ସ୍ମୃତି

ମେରଠ,୭।୪: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପ୍ରଚାରରେ ସମ୍ପୂର୍ଣ୍ଣ ସକ୍ରିୟ ଅଛି। ଏହି କ୍ରମରେ ଭାଜପା ଏମପି ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମେରଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର…

ରିଲିଫ କ୍ୟାମ୍ପ୍‌ରୁ ଭୋଟ ଦେବେ ୨୪ ହଜାର ବିସ୍ଥାପିତ

ଇମ୍ଫାଲ,୭ା୪: ମଣିପୁର ହିଂସାର ୧୧ ମାସ ପରେ ମଧ୍ୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇ ବିଭିନ୍ନ ରିଲିଫ କ୍ୟାମ୍ପ୍‌ରେ ମୁଣ୍ଡ ଗୁଞ୍ଜିଛନ୍ତି। ମଣିପୁରରେ ଏପ୍ରିଲ ୧୯ ଏବଂ ୨୬ ତାରିଖ ୨ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେବ…

ନିର୍ବାଚନ ପ୍ରଚାର ବେଳେ ବେହୋସ ହେଲେ କାଜଲ, ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୭।୪: ଦେଶରେ ୨୦୨୪ଲୋକ ସଭା ନିର୍ବାଚନର ବିଗୁଲ ବାଜିବା ସହିତ ସମସ୍ତ ଦଳର ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଗୋରଖପୁରରୁ ଯେଉଁଠାରେ ଏମପି ରବିକିଶନଙ୍କୁ ଭାଜପା ପୁଣି ଟିକେଟ ଦେଇଛି। ରବିକିଶନ ମଧ୍ୟ ପ୍ରଚାର ଆରମ୍ଭ କରିଥିବାବେଳେ ମିଳିତ ମଞ୍ଚର…

ଟିଏମସି ଚାହୁଁଛି ପଶ୍ଚିମ ବଙ୍ଗରେ ଭ୍ରଷ୍ଟାଚାର-ହିଂସାର ଲାଇସେନ୍ସ: ମୋଦି

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଟିଏମସି ପଶ୍ଚିମବଙ୍ଗରେ ଦୁର୍ନୀତି ଏବଂ ହିଂସାକୁ ଖୋଲା ଲାଇସେନ୍ସ ଦେଇଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ମମତା…

ଦିଲ୍ଲୀକୁ ହରାଇ ମୁମ୍ବାଇର ପ୍ରଥମ ବିଜୟ

ମୁମ୍ବାଇ,୭।୪: ମୁମ୍ବାଇ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ଆଇପିଏଲର ୨୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୨୯ ରନ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ହାସଲ କରିଛି। ମୁମ୍ବାଇର ୨୩୫ ରନ୍‌ର ଜବାବରେ ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ…

ବେଳାଭୂମିରେ ବଜ୍ରପାତ: ୩ ପର୍ଯ୍ୟଟକ ଗୁରୁତର

ବାଲେଶ୍ୱର,୭।୪: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ରବିବାର ସନ୍ଧ୍ୟାରେ ବଜ୍ରପାତ ଘଟିଛି। ଏହି ବଜ୍ରପାତରେ ୩ଜଣ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନେ ହେଲେ ଭୋଗରାଇ ବ୍ଲକ ଉଦୟପୁର ଗ୍ରାମର ଜଣେ…

ପତ୍ନୀଙ୍କ ସହ ରୋମାଣ୍ଟିକ ହେଲେ ଅଷ୍ଟ୍ରେଲିଆର ଏହି ଲେସବିୟାନ କ୍ରିକେଟର

ସିଡନୀ,୭।୪: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେସ ଜୋନାସନ ଏବଂ ସାରା ଗୁଡେରହମ ଗତ ବର୍ଷ ଏପ୍ରିଲ ୬ରେ ବିବାହ କରିଥିଲେ। ରବିବାର ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ଥିଲା। ଏହି ବିଶେଷ ଅବସରରେ ସୋସିଆଲ ମିଡିଆରେ ଲେସବିୟାନ ଦମ୍ପତିଙ୍କୁ ଏକ ରୋମାଣ୍ଟିକ ଶୈଳୀରେ…

ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍‌ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୭।୩: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟ ଷେୟାର୍‌ କରନ୍ତି ଏବଂ ଲୋକଙ୍କ ସହିତ ମଧ୍ୟ ଯୋଡି ହୋଇ ରୁହନ୍ତି। କେବଳ ଏତିକି…

ଥାନାରେ ଲାଗିଲା ନିଆଁ

ଦିଗପହଣ୍ଡି,୭।୪: ଗଞ୍ଜାମ ଜିଲା ଦିଗପହଣ୍ଡି ସୁନାପୁର ମେରାଇନ୍‌ ଥାନାରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଶର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି। ଏପରି କି ଅଗ୍ନିକାଣ୍ଡରେ ଥାନା ପରିସରରେ ଥିବା ୨ଟି ବାଇକ୍‌ ମଧ୍ୟ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?