ନିର୍ବାଚନ ପୂର୍ବରୁ ପୁଣି ୩ ଆଇଏଏସ୍ଙ୍କ ବଦଳି : ଜାଣନ୍ତୁ କାହାକୁ କେଉଁଠିକୁ
ଭୁବନେଶ୍ୱର,୨୮।୨ : ଆଇଏଏସ୍ ସ୍ତରରେ ବୁଧବାର ଅଦଳବଦଳ ହୋଇଛି। ତିନି ଜିଲାର ଜିଲାପାଳଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ବାଲେଶ୍ୱର, ମୟୂରଭଞ୍ଜ ଏବଂ ପୁରୀ ଜିଲାପାଳଙ୍କୁ ବଦଳି କରାଯାଇଛି। ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମୟୂରଭଞ୍ଜ ଜିଲାପାଳ ଥିବା…
Lok Sabha Election 2024: ଭୋଟର୍ ଲିଷ୍ଟରେ ଅଛି କି ନାହିଁ ନାଁ, ଘରେ ବସି ଏପରି କରନ୍ତୁ ଚେକ୍
ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୧୪। ଆଉ କିଛି ସପ୍ତାହ ପରେ ଘୋଷଣା ହେବ ତାରିଖ। ଏଥିପାଇଁ ସବୁ ପ୍ରାର୍ଥୀଙ୍କ ଛାତିରେ ଛନକା। କାହାକୁ ଟିକେଟ୍ ମିଳିବ କାହାକୁ ମିଳିବନି ଏନେଇ ଚାଲିଛି ଧରପଗଡ। ନିର୍ବାଚନ ତ ନୁହେଁ ଦେଶରେ ଏହାକୁ…
ମିଶନ ଶକ୍ତି ବଜାରରୁ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, ମୁଗ ଡାଲି କିଣିଲେ ବିଲ ଗେଟ୍ସ
ଭୁବନେଶ୍ବର ୨୮।୨: ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ବୁଲି ଦେଖିବା ସହିତ କେବଳ ମହିଳାମାନଙ୍କ ଦାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ବିଲ ଗେଟ୍ସ ଖୁସି ହୋଇଥିଲେ । ମିଶନ ଶକ୍ତି ବଜାର ପହଞ୍ଚି ପ୍ରଥମେ ସେ କୋରାପୁଟ କଫି…
ନନାଙ୍କୁ ମିଳିବନି କି ଭାଜପା ଟିକେଟ୍? ଏଥର ପ୍ରତାପ ଆଉ ଜିତିବେନିି କହିଲେ ଖାରବେଳ
ଭୁବନେଶ୍ୱର,୨୮।୨: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ଭାଜପା ଟିକେଟ୍ରେ ପୁଣି ନିର୍ବାଚନ ଲଢ଼ିବାକୁ ଆଗ୍ରହ ଦେଖାଇଛନ୍ତି ପୂର୍ବତନ ଏମ୍ପି ଖାରବେଳ ସ୍ବାଇଁ। ଏ ନେଇ ସେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହା ସହ ସେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କଠାରୁ ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟ୍ରେ…
ରାଜ୍ୟ ସରକାରଙ୍କ ବଡ ଘୋଷଣା: ଘରେ ଝିଅ ଥିଲେ ମାତାପିତାଙ୍କୁ ମିଳିବ ୫୦ହଜାର, ତୁରନ୍ତ କରନ୍ତୁ ଆବେଦନ
ମୁମ୍ବାଇ,୨୮।୨: ଝିଅଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ବଡ଼ ଯୋଜନା । ଏହି ଯୋଜନା ଦ୍ୱାରା ବାପା-ମାଆଙ୍କୁ ମିଳିବ ୫୦ହଜାର ଟଙ୍କା। ଏହି ଯୋଜନାର ନାମ ହେଉଛି ମାଝି କନ୍ୟା ଭାଗଶ୍ରୀ ଯୋଜନା । ଏହି ଯୋଜନାରେ ସରକାର ଝିଅଙ୍କୁ ୫୦,୦୦୦…
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: କୋହଲିଙ୍କଠାରୁ ୨ ପାଦ ଦୂରରେ ଅଛନ୍ତି ଜୟସ୍ବାଲ
ନୂଆଦିଲ୍ଲୀ,୨୮।୨: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ ଏକ ବଡ଼ ଲାଭ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ଜୟସ୍ବାଲ ଭଲ ପ୍ରଦର୍ଶନ କରିଛନ୍ତି। ଯାହାର ଫାଇଦା ତାଙ୍କୁ ର଼୍ୟାଙ୍କିଙ୍ଗରେ ମିଳିଛି। ଟେଷ୍ଟ ର଼୍ୟାଙ୍କିଙ୍ଗରେ କୋହଲିଙ୍କ ଠାରୁ ଜୟସ୍ବାଲ…
ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲ: ଚାଲିଛି ଜେରା
ଭୁବନେଶ୍ୱର,୨୮।୨: ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ବୁଧବାର ଇଡିରେ ହାଜର ହୋଇଛନ୍ତି। ବରିପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର ହୋଇଥିବା ଜଣାଯାଇଛି। ପ୍ରଫୁଲ୍ଲ ସାମଲଙ୍କୁ ଇଡି ଜେରା କରୁଥିବା ସୂଚନା ମିଳିଛି।…
ଯାତ୍ରୀଙ୍କ ପାଇଁ ଖୁସି ଖବର: କମିଲା ଟ୍ରେନ୍ ଟିକେଟ୍ ମୂଲ୍ୟ
ନୂଆଦିଲ୍ଲୀ,୨୮।୨: ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଖବର। ଭାରତୀୟ ରେଳବାଇ ଟିକେଟ ମୂଲ୍ୟକୁ ହ୍ରାସ କରିଛି। ଯାତ୍ରୀବାହୀ ଟ୍ରେନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁ ଟିକେଟ୍ ମୂଲ୍ୟ ୪୦ ରୁ ୫୦ ପ୍ରତିଶତ ହ୍ରାସ ପାଇଛି। କୋଭିଡ -୧୯…
ଋଷିକୂଲ୍ୟା ନଦୀ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ: ଖର୍ଚ୍ଚ ହେବ ୧୫୨ କୋଟି
ଛତ୍ରପୁର,୨୮।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ଋଷିକୁଲ୍ୟା ନଦୀ କଂସାରୀଗଣ୍ଡରେ ବ୍ୟାରେଜ ନିର୍ମାଣର ଶୁଭାରମ୍ଭ ହୋଇଛି। ବୁଧବାର ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ୨୦୨୩ରେ ଏଥିପାଇଁ ମୁଖ୍ୟମନ୍ତ୍ରୀ…
ହିମାଚଳ ପ୍ରଦେଶ ରାଜନୈତିକ ସଙ୍କଟରେ ଥିବା କଂଗ୍ରେସ ପାଇଁ ଆଉ ଏକ ଖରାପ ଖବର, ଦଳ ଛାଡିଲେ ବରିଷ୍ଠ ନେତା
ଦିଶପୁର,୨୮।୨: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଖାଯାଉଥିବା ଅଶାନ୍ତି ବନ୍ଦ ହେବାର କୌଣସି ଚିହ୍ନ ନାହିଁ। ଏଥର ଆସାମରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ରାଣା ଗୋସ୍ବାମୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି।…
ଲକ୍ଷ୍ମୀ ବସ୍ ଉପରେ ପଡ଼ିଲା ଗଛ: ଛାତ କଣା, ଭାଙ୍ଗିଲା ଝରକା
ପାଟଣା,୨୮।୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ାରେ ମୋ ବସ୍ ଯୋଜନାରେ ନବ ନିର୍ମିତ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ତେବେ ବୁଧବାର ବସଷ୍ଟାଣ୍ଡ ପରିସରରେ ଥିବା ଏକ ପୁରାତନ ବର ଗଛର ଡାଳ ଭାଙ୍ଗି ପଡିଥିଲା। ଏଥିରେ ଗଛତଳେ…
ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍ପିକୁ ଝଟକା, ଦଳ ଛାଡିଲେ ଏହି ନେତା
ଲକ୍ଷ୍ନୌ,୨୮।୨: ଲୋକ ସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ଏକ ବଡ ଝଟକା ଲାଗିଛି। ଆଜମଗଡରୁ ବିଏସପି ନେତା ତଥା ଲୋକ ସଭା ନିର୍ବାଚନ ପ୍ରାର୍ଥୀ ଶାହା ଆଲାମ ଗୁଡ୍ଡୁ ଜମାଲି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଜମାଲି ଏସ୍ପିରେ…
Archives


