ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଏମ୍ପି, ଏହି ଆସନରୁ ଲଢିପାରନ୍ତି ନିର୍ବାଚନ
ଲକ୍ଷ୍ନୌ,୫।୩: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ରାଜ୍ୟର ସଂସଦୀୟ ଲୋକ ସଭା ଆସନ ବାରାଣସୀରୁ ଏମ୍ପି ରହିଥିବା ରାଜେଶ ମିଶ୍ରା ଦଳ ଛାଡିଛନ୍ତି। ସେ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। କୁହାଯାଉଛି ଯେ,…
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୫।୩: ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ମଙ୍ଗଳବାର ୧୦୮ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ପାଳିତ ହେଉଛି। ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଫରେଷ୍ଟ ପାର୍କରେ ପହଞ୍ଚି ବିଜୁ ପଟ୍ଟନାୟକଙ୍କୁ…
ମହିଳାଙ୍କ ଗର୍ଭପାତ ବିଲ୍ ଅନୁମୋଦନ ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ପ୍ରଶଂସା
ପ୍ୟାରିସ,୫।୩: ଫ୍ରାନ୍ସ ସଂସଦର ମିଳିତ ଅଧିବେଶନରେ ଜୋରଦାର କରତାଳିରେ ସାଂସଦମାନେ ସମ୍ବିଧାନ ଅନୁଯାୟୀ ମହିଳାଙ୍କ ଗର୍ଭପାତ କରିବାର ଅଧିକାରକୁ ଦର୍ଶାଇ ଏକ ବିଲ୍ ଅନୁମୋଦନ କରିଛନ୍ତି। ଏହି ବିଲ୍ ଆଣି ଫ୍ରାନ୍ସ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି । ଗର୍ଭପାତ ସମ୍ବନ୍ଧୀୟ…
ଭାରତ-ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଏ ରାଜା
ନୂଆଦିଲ୍ଲୀ,୫।୩: ଡିଏମକେ ନେତା ଏ ରାଜା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ସନାତନ ଧର୍ମ ସମ୍ବନ୍ଧରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏକ ବିବୃତ୍ତିରେ ଏ ରାଜା କହିଛନ୍ତି, ଭାରତ ଆଦୌ ରାଷ୍ଟ୍ର ନୁହେଁ। ଗୋଟିଏ ରାଷ୍ଟ୍ରର ଅର୍ଥ ହେଉଛି…
ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’
ନୂଆଦିଲ୍ଲୀ,୫।୩: କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ମାର୍ଚ୍ଚ ୧୬ରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶେଷ ହେବ। ପରଦିନ ଅର୍ଥାତ୍ ମାର୍ଚ୍ଚ ୧୭ରେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ମୁମ୍ବାଇରେ ଏକ ରାଲି କରିବାକୁ ଯାଉଛି। ଇଣ୍ଡିଆ ଆଲାଇନ୍ସର ସମସ୍ତ ନେତା…
କୂଅ ଭିତରକୁ ପଶିଗଲା ବୋଲେରୋ: ଗାଡ଼ି ଭିତରେ ଥିଲେ ଭାଜପା କର୍ମୀ
ପାଟଣା,୫।୩(ବୀର କିଶୋର ଦାଶ): କୂଅ ଭିତରକୁ ପଶିଗଲା ବୋଲେରୋ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ମୋଦି ସାହି ବାଙ୍କ ନିକଟରେ। ମଙ୍ଗଳବାର ଏକ ବୋଲେରୋ ଭାରସାମ୍ୟ ହରାଇ ବଗିଚାର ଏକ କୂଅ ଭିତରେ…
ବରଯାତ୍ରୀ ହୋଇ ଯାଇଥିଲେ, ୨ ସାଙ୍ଗଙ୍କ ମୃତଦେହ ଫେରିଲା
ଖଲ୍ଲିକୋଟ,୫।୩ (ପ୍ରଶାନ୍ତ କୁମାର ମିଶ୍ର): ବରଯାତ୍ରୀ ହୋଇ ଯାଇଥିଲେ ମୃତଦେହ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ବାଣିଆ ଚିକିଲି ରାସ୍ତା ନିକଟରେ। ଭାରସାମ୍ୟ ହରାଇ ବାଇକ୍ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବାରୁ ୨…
ୟୁପି ପେପର୍ ଲିକ୍ ମାମଲାରେ ବର୍ଷିଲେ ରାହୁଲ, କହିଲେ- ଏହା ଅଭିଶାପ, ୨ କୋଟିରୁ ଅଧିକ ଛାତ୍ରଙ୍କ ଭାଙ୍ଗିଲା ସ୍ବପ୍ନ
ନୂଆଦିଲ୍ଲୀ,୫।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପେପର୍ ଲିକ୍ ମାମଲା ସମ୍ପର୍କରେ କହିଛନ୍ତି ଯେ ଏହା ଯୁବକମାନଙ୍କ ପାଇଁ ଅଭିଶାପ ପାଲଟିଛି। ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି, କେବଳ ଉତ୍ତରପ୍ରଦେଶ ଯୁବକମାନଙ୍କ…
ଦୀର୍ଘ ୪୦ ବର୍ଷ ସମ୍ପର୍କର ଅନ୍ତ ଘଟାଇ ପଦ୍ମ ଧରିଲେ କଂଗ୍ରେସର ଏହି ବରିଷ୍ଠ ନେତା
ଗାନ୍ଧୀନଗର,୫।୩: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ରାଜନୈତିକ ଉସ୍ମତା ବଢ଼ିବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅର୍ଜୁନ ମୋଢ଼ଓ୍ବାଡ଼ିଆ କଂଗ୍ରେସରୁ ଇସ୍ତଫା ଦେବାରୁ ଦିନକ ପରେ ମଙ୍ଗଳବାର ଭାଜପାରେ…
ଅତିଥି ହୋଇ ଆସିଥିଲେ ଭୋଜି ଖାଇଲେ, ବରକନ୍ୟାଙ୍କ ଟଙ୍କା,ସୁନା ବ୍ୟାଗ୍ ନେଇ ଚମ୍ପଟ ମାରିଲେ..
ପୁରୀ, ୫।୩ : ଚାଲିଥିଲା ରିସ୍ପେଶନ ପାର୍ଟି। ପ୍ରାୟ ସମସ୍ତେ ନିଜନଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ବ୍ୟସ୍ତତାର ସୁଯୋଗ ନେଇ କଳାକନା ବୁଲାଇ ଦେଲେ ଦୁଇ ଲୁଟେରା। ସେମାନେ ଅତିଥି ହୋଇ ଆସିଲେ, ପାର୍ଟିରେ ଖାଇଲେ ମଜା ନେଲେ ପରେ…
ଏହି ଦିନ ଘୋଷଣା ହେବ ଲୋକ ସଭା ନିର୍ବାଚନ ତାରିଖ
ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନକୁ ନେଇ ୧୪-୧୫ ମାର୍ଚ୍ଚରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ। ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ ଆୟୋଗ ଖୁବ୍ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ହୋଇପାରେ।…
ହାଇକୋର୍ଟ ଛାଟ, ବଢ଼ିଲା ମୋକିମଙ୍କ ନିର୍ବାଚନୀ ଅଡ଼ୁଆ
କଟକ,୫ା୩(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମ୍ଙ୍କୁ ହାଇକୋର୍ଟଙ୍କ ଝଟକା ଲାଗିଛି । ୨୦୧୯ ନିର୍ବାଚନ ବେଳେ ନାମାଙ୍କନପତ୍ରରେ ଆପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିବା ଓ ଜାଣିଶୁଣି କେତେକ କାଟେଗୋରିକୁ ଛାଡ଼ି ଯାଇଥିବା ଅଭିଯୋଗରେ ମୋକିମ୍ଙ୍କ ବିଧାୟକ…
Archives


