Home Left

ଅର୍ଥକରୀ ଫସଲ ଆଖୁଚାଷ ତଳମୁହାଁ

କେନ୍ଦ୍ରାପଡ଼ା,୧୭।୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୭୦ ପ୍ରତିଶତ ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ତେବେ ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦୀର୍ଘଦିନ ଧରି ହେଉନାହିଁ। ପ୍ରାୟ ୧୫ ହଜାର ହେକ୍ଟର ଅଞ୍ଚଳରେ ହେଉଥିବା ଆଖୁଚାଷ ଚଳିତ ବର୍ଷ…

ସମୟ ବିତୁଛି, ବଢୁଛି ଲୁଟ୍‌ ପରିମାଣ

ଯାଜପୁର,୧୭।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବହୁ ମୂଲ୍ୟବାନ କଳାପଥର ଖାଦାନରେ ବେଆଇନ ଉତ୍ତୋଳନ ସୀମା ଲଂଘିଛି। ଏନେଇ ହୋଇଥିବା ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁପି କେସ୍‌ ନମ୍ବର ୪୦୦୫୩/୨୦୨୩) ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏକ ମାସ ଅତିକ୍ରାନ୍ତ ହୋଇ…

ଦିନ ତମାମ ତଦନ୍ତ, କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ,୧୭।୧(ରତନ ନାୟାର): ଢେଙ୍କାନାଳ ସଦର ତହସିଲ କାର୍ଯ୍ୟାଳୟ ରେକର୍ଡରୁମ୍‌ଠାରେ ଗତ ୯ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ କେତେଜଣ କର୍ମଚାରୀ ଓ ପଥର ମାଫିଆ ବସି ଭୋଜିଭାତ ଓ ନିଶା ଦ୍ରବ୍ୟର ଆସର ଜମାଇଥିଲେ। ଏହି ଘଟଣା ଜଣାପଡିବା ପରେ ଢେଙ୍କାନାଳ…

ବାଟ ହୁଡ଼ିଛି ସ୍ବଚ୍ଛତା

ବ୍ରହ୍ମପୁର,୧୭।୧(ଅଶୋକ କୁମାର ସାହୁ): ୧୫୬ ବର୍ଷର ବ୍ରହ୍ମପୁର ସହର ଶ୍ରେଷ୍ଠ, ସ୍ମାର୍ଟ ଓ ସ୍ବଚ୍ଛତାର ପରିଚୟ ପାଇଛି। ସ୍ବଚ୍ଛ ସର୍ବେକ୍ଷଣ ୨୦୨୩ରେ ବ୍ରହ୍ମପୁର ରାଜ୍ୟରେ ୪ର୍ଥ ହୋଇଥିବାବେଳେ ଜାତୀୟସ୍ତରରେ ୧୧୧ ର଼୍ୟାଙ୍କ ଛୁଇଁଛି। କିନ୍ତୁ ସ୍ବଚ୍ଛତା କ୍ଷେତ୍ରରେ ବାସ୍ତବତା ଭିନ୍ନ ରହିଛି।…

ଏବେ ବି ଖୋଜାପଡ଼େ ତିଳଉ ଖଜା

ବାହାନଗା,୧୭।୧(ଅରୂପ୍‌ କୁମାର ଦାସ): ମକର ସଂକ୍ରାନ୍ତି ଆସିଲେ ଖୋଜାପଡେ ତିଳଉ ଖଜା। ସଂକ୍ରାନ୍ତ ପୂର୍ବ ଦିନ ସମସ୍ତେ ବଜାରରୁ ତିଳଉ କିଣି ଘରକୁ ନେଇଥାନ୍ତି। ବର୍ଷ ବର୍ଷ ଧରି ମକର ଚାଉଳ ସହିତ ତିଳଉର ସମ୍ପର୍କ ରହିଆସିଛି। ବାଲେଶ୍ୱର ଜିଲା ସହ…

ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ

ବାରିପଦା,୧୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାସକ ପରେ ପୁଣି ଫେରିଛି ହାଡ଼ଭଙ୍ଗା ଶୀତ। ଦିନ ତମାମ କୁହୁଡିଆ ପାଗ ସାଙ୍ଗକୁ ସୁଲୁସୁଲିଆ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ହୋଇଛି। ଫଳରେ ପ୍ରବଳ ଥଣ୍ଡା ଅନୁଭୂତ…

ସ୍କୁଲରେ ବିଷ ପିଇଲେ ଛାତ୍ରୀ

ଧରାକୋଟ,୧୬ା୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ବଡ଼ଗଡ ଥାନା ଅନ୍ତର୍ଗତ ବାହଁରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଧ୍ୟାହ୍ନଭୋଜନ ବିରତି ସମୟରେ ୭ମ ଶ୍ରେଣୀର ଜଣେ ଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…

ଲାଞ୍ଚ ମାମଲା: ଭିଜିଲାନ୍ସ କୋର୍ଟରେ ଡାକ୍ତର ଦଣ୍ଡିତ

କଟକ,୧୭।୧ (କାର୍ତ୍ତିକ ସାହୁ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଯାଜପୁର ଜିଲା ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡା. କରୁଣାକର ରାଉତ କଟକ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ଭିଜିଲାନ୍ସ ସ୍ପେଶାଲ ଜଜ୍‌…

୨୦ରୁ କନିଷ୍ଠ ଶିକ୍ଷକଙ୍କ ଡକ୍ୟୁମେଣ୍ଟ ଯାଞ୍ଚ

ଭୁବନେଶ୍ୱର, ୧୭।୧(ଅସମାପିକା ସାହୁ): କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌) ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଚଳିତମାସ ୨୦ ତାରିଖରୁ ହେବ। ଏହା ଜିଲାସ୍ତରରେ କ୍ୟାଟେଗୋରି-୧ ପାଇଁ ୨୦ ତାରିଖରେ ଏବଂ କ୍ୟାଟେଗୋରି-୨ ପାଇଁ ୨୧ତାରିଖରେ ଅନୁଷ୍ଠିତ ହେବ।…

ବାଂଲାଦେଶ କ୍ରିକେଟରଙ୍କୁ ଆଇସିସିର ବାସନ୍ଦ

ଡର୍ବାନ, ୧୭ା୧ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦୁର୍ନୀତି ଅଭିଯୋଗରେ ବାଂଲାଦେଶ ଅଲରାଉଣ୍ଡର ନାସିର ହୋସେନଙ୍କୁ ୨ ବର୍ଷ ବାସନ୍ଦ କରିଛି। ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ଦୁର୍ନୀତି ନିବାରଣ ସଂହିତାର ସେ ୩ଟି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ…

ଘରେ ରହିବାକୁ ବାଧ୍ୟ କରିବାରୁ ପିଟି ମାରିଥିଲେ ବାନ୍ଧବୀ

ବାଳକାଟୀ,(ମନୋଜ ମଣ୍ଡଳ)/ ଭୁବନେଶ୍ୱର,୧୭।୧ (ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟୀ ସାଗୁଆ ଗ୍ରାମର ହୋଟେଲ ବ୍ୟବସାୟୀ ବିଶ୍ୱଜିତ୍‌ ନାୟକ ହତ୍ୟା ଘଟଣାର ୫ଦିନ ପରେ ମଙ୍ଗଳବାର କମିଶନରେଟ୍‌ ପୋଲିସ ରହସ୍ୟ ଉନ୍ମୋଚନ କରିଛି। ହତ୍ୟାକରି ଫେରାର ଥିବା ବାନ୍ଧବୀ…

ଗୋକୁଳମ୍‌କୁ ହରାଇଲା ଚେନ୍ନାଇନ୍‌

ଭୁବନେଶ୍ୱର, ୧୭।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଚେନ୍ନାଇନ୍‌ ଏଫ୍‌ସି। ପିଚ୍‌-୧ରେ ଆୟୋଜିତ ଗ୍ରୁପ୍‌ ‘ସି’ ମୁକାବିଲାରେ ଚେନ୍ନାଇନ୍‌ ୨-୦ ଗୋଲରେ ଗୋକୁଳମ୍‌ କେରଳକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri