ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସିଖବର, ଏବେ ହେବ ୫ କାର୍ଯ୍ୟଦିବସ, ବଢ଼ିବ ଏତିକି ଦରମା..
ନୂଆଦିଲ୍ଲୀ,୯।୩: ଲୋକ ସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ଲାଗୁଛି ସେତିକି ସମସ୍ତ ସରକାରୀ କର୍ମଚାରୀଙ୍କ ଆଶା ପୂରଣ ହେବା ପରି ମନେ ହେଉଛି। ଏହି କ୍ରମରେ ଏବେ ସରକାରୀ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଏକ ଖୁସି…
ମେଣ୍ଟକୁ ନେଇ ସାଙ୍ଘାତିକ୍ ତଥ୍ୟଦେଲେ ବିଧାୟକ
ଭୁବନେଶ୍ୱର,୯।୩: ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ ବିଜେଡି ବିଧାୟକ ଡାକ୍ତର ନୃସିଂହ ସାହୁ ସାଙ୍ଘାତିକ୍ ବୟାନ ଦେଇଛନ୍ତି। ସେ ମେଣ୍ଟକୁ ନେଇ ଏପରି କିଛି କହିଛନ୍ତି ଯାହା ମେଣ୍ଟକୁ ନେଇ ଦଳଆଗ୍ରହୀ ଥିବା ସ୍ପଷ୍ଟ ହେଉଛି।…
ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତିଙ୍କୁ ହତ୍ୟା: ଜଙ୍ଗଲ ଭିତରେ ପଡରହିଛି ମୃତଦେହ
ଫୁଲବାଣୀ,୯।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅଞ୍ଚଳରେ ପୂର୍ବତନ ଓ୍ବାର୍ଡ ମେମ୍ବର ଦମ୍ପତ୍ତିଙ୍କୁ ହତ୍ୟା କରାଯାଇିଛି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲରେ ମୃତଦେହ ପଡିରହିଛି। ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ…
ଖତ ଖାଉଛି ଜବତ ଗାଡ଼ି
ରାଉରକେଲା,୮।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ଜନସଂଖ୍ୟା ସହ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୦୧୨ ପୂର୍ବରୁ ଏବଂ ୨୦୧୨ ମସିହା ପରବର୍ତ୍ତୀ ସମୟରେ ସହରରେ ଓଆର ଏବଂ ଓଡି ସିରିଜରେ ମୋଟ ୩.୧୮ଲକ୍ଷ ଯାନାବାହନ ପଞ୍ଜୀକୃତ ହୋଇଛି। ସେହିପରି…
‘ଏକାକୀ ଲୋକ ସଭା ନିର୍ବାଚନ ଲଢ଼ିବ ବିଏସ୍ପି, କଂଗ୍ରେସ ସହ ମେଣ୍ଟ ଖବର ଗୁଜବ’
ନୂଆଦିଲ୍ଲୀ,୯।୩: କଂଗ୍ରେସ ସହ ମେଣ୍ଟ ନେଇ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସ୍ପି) ସୁପ୍ରିମୋ ମାୟାବତୀ। ଏହି ଖବର ଗୁଜବ। ତାଙ୍କ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ସେ କୌଣସି ବି…
ବଢିବ ନାହିଁ ପିଆଜ ଦର, ସରକାର କରୁଛନ୍ତି ପ୍ରସ୍ତୁତି
ନୂଆଦିଲ୍ଲୀ,୯।୩: ପିଆଜ ଦରକୁ ନେଇ ସାଧାରଣ ଲୋକଙ୍କୁ ଆଉ କାନ୍ଦିବାକୁ ନଦେବା ପାଇଁ ସରକାର ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ସରକାର ପିଆଜର ସୁରକ୍ଷିତ ଭଣ୍ଡାର ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ଏବଂ ସେହି ଯୋଜନା ଅନୁଯାୟୀ ଲକ୍ଷ ଲକ୍ଷ…
କାଳହେଲା ଶିବରାତ୍ରି ଯାତ୍ରା: କୁସୁମୁଣ୍ଡା ଘାଟିରେ ଓଲଟିଲା ଟ୍ରାକ୍ଟର, ୩୦ରୁ ଊର୍ଦ୍ଧ୍ୱ ଗୁରୁତର
ତୁମୁଡିବନ୍ଧ,୯।୩(ଦୀପକ କୁମାର ପରାସେଠ୍): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବେଲଘରରୁ ମହାଶିବରାତ୍ରି ଯାତ୍ରା ଦେଖି ଟ୍ରାକ୍ଟରରେ ଫେରୁଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କୁସୁମୁଣ୍ଡା ଘାଟି ବୁଲନ୍ତିଆଠାରେ ଶନିବାର ସକାଳେ ଟ୍ରାକ୍ଟର ଓଲଟି ୩୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଝିରିପାଣି …
ସଚିବାଳୟ ଭବନରେ ନିଆଁ, ୬ ମହଲା ପର୍ଯ୍ୟନ୍ତ ବ୍ୟାପିଲା ଧୂଆଁ
ଭୋପାଳ,୯।୩: ଶନିବାର ସକାଳେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବଲ୍ଲଭ ଭବନର ପ୍ରଥମ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ମହଲାରେ ନିଆଁ ଲାଗିଛି। କୁହାଯାଉଛି ଯେ ନିଆଁରେ ପାଉଁଶ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ପୋଡି ଦିଆଯାଇଛି।…
ଖଲିସ୍ତାନୀ ଆତଙ୍କବାଦୀ ହରଦିପ ନିଜ୍ଜରଙ୍କ ହତ୍ୟା ଭିଡିଓ ଆସିଲା ସାମ୍ନାକୁ
ଅଣ୍ଟାରିଓ,୯।୩: ଗତ ବର୍ଷ ଜୁନରେ ଖାଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା। ଏବେ ଏହି ହତ୍ୟାକାଣ୍ଡର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଆକ୍ରମଣକାରୀମାନେ ତାଙ୍କୁ ଗୁଳି ଚଳାଇବା ପରେ ଦୌଡ଼ି ପଳାଉଥିବାର ନଜର ଆସିଛନ୍ତି। ନିଜ୍ଜରଙ୍କ ହତ୍ୟାକୁ…
ମୁମ୍ବାଇର ସହଜ ବିଜୟ
ନୂଆଦିଲ୍ଲୀ,୭ା୩: ଓମେନ୍ସ ପ୍ରିମିୟର ଲିଗ୍ରେ ଗୁରୁବାର ୟୁପି ଓ୍ବାରିଅର୍ଜ ବିପକ୍ଷ ମ୍ୟାଚକୁ ୪୨ ରନ୍ରେ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୬୦ ରନ୍ ସ୍କୋର କରିଥିଲା। ଜବାବରେ ୟୁପି…
ଭାରତୀୟ ଟିମକୁ ଜୋରଦାର ଝଟ୍କା, ରୋହିତ ଶର୍ମାଙ୍କୁ ନେଇ ଆସିଲା ଖରାପ ଖବର
ନୂଆଦିଲ୍ଲୀ,୯।୩: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ମ୍ୟାଚର ତୃତୀୟ ଦିନରେ ଏହି ଧୁରନ୍ଧରଙ୍କ ବିଷୟରେ ବଡ ଖବର ବାହାରିଲା, ଯିଏ ପ୍ରଥମ ଇନିଂସରେ ଦଳକୁ ଏକ…
ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ
ଟେନସା,୯।୩(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜଲା କୋଇଡ଼ା ରେଞ୍ଜ ଅଧୀନ କାଳଟା ପଞ୍ଚାୟତ ଅନ୍ତର୍ଗତ ଗାଁରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ କୁଣ୍ଡୁପୋଖରୀ ଗାଁର ଅତୁଆରୀ ବୋଦ୍ରା(୩୮)। ମିଳିଥିବା ସୂଚନା ମୁତାବକ,…
Archives


