Home Left

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ, ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ…

କାଲିମେଳା,୭ା୧(ଜୀବନକୃଷ୍ଣ ଦାସ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାପୁଲୁରୁ, କାଲିମେଳା ବ୍ଲକ, ମାଲକାନଗିରିରେ ହୋଇଯାଇଛି। ଯେଉଁଥିରେ ଜିଲା ତରଫରୁ ବିଧାୟକ ମାଲକାନଗିରି ନରସିଂହ ମାଡ଼କାମୀ, ବିଧାୟକ ଚିତ୍ରକୋଣ୍ଡା ପ୍ରତିନିଧି, ଉପାଧ୍ୟକ୍ଷ ମାଲକାନଗିରି…

Stroke Symptoms: ସକାଳୁ ସକାଳୁ ଏହି ଲକ୍ଷଣ ଦେଖାଯାଉଥିଲେ ସାବଧାନ! ନଚେତ୍ ଷ୍ଟ୍ରୋକ୍…

ଷ୍ଟ୍ରୋକ୍ ଏକ ମେଡିକାଲ ଏମରଜେନ୍ସି, ଯାହା ସେତେବେଳେ ଘଟେ ଯେତେବେଳେ ମସ୍ତିଷ୍କକୁ ରକ୍ତ ପ୍ରବାହ ହଠାତ୍ ବନ୍ଦ ହୋଇଯାଏ କିମ୍ବା କମିଯାଏ। ଏହା ମସ୍ତିଷ୍କକୁ ଅକ୍ସିଜେନ ଏବଂ ଆବଶ୍ୟକୀୟ ପୁଷ୍ଟିକର ପଦାର୍ଥରୁ ବଞ୍ଚିତ କରେ। ଯଦି ତୁରନ୍ତ ଚିକିତ୍ସା ନ କରାଯାଏ…

ମହାରାଷ୍ଟ୍ରର ଏହି ଆସନରେ ଐତିହାସିକ ଖେଳ, ବିଜେପି-କଂଗ୍ରେସ କୋଳାକୋଳି

ମୁମ୍ବାଇ,୭ା୧:ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟରେ ଏପରି ଏକ ରାଜନୈତିକ ମୋଡ଼ ଦେଖାଗଲା ଯାହା ସମସ୍ତ ଦଳ ଏବଂ ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଥାନେର ଅମ୍ବରନାଥ ପୌର ପରିଷଦରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ୨୭ଟି ଆସନ ଜିତି ଏକକ ବୃହତ ଦଳ…

Budget 2026: ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର, ବଜେଟ୍‌ରେ ଅଛି ଖାସ୍‌ ଉପହାର!

ନୂଆଦିଲ୍ଲୀ,୭ା୧: ପ୍ରତିବର୍ଷ, ଫେବୃଆରୀ ଆସିବା ସହିତ, ସାରା ଦେଶରେ ଲକ୍ଷ ଲକ୍ଷ ନିଯୁକ୍ତିପ୍ରାପ୍ତ ଏବଂ ମଧ୍ୟବିତ୍ତ ପରିବାର କେବଳ ଗୋଟିଏ ଜିନିଷ ଉପରେ ଧ୍ୟାନ ଦିଅନ୍ତି: ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣ। ଫେବୃଆରୀ ୧, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା ମୋଦି…

ବିନା ଜଣାଶୁଣାଣିରେ ୫ ପଞ୍ଚାୟତ ମିଶ୍ରଣକୁ ବିରୋଧ କରି ଜିଲାପାଳଙ୍କୁ ଭେଟିଲେ ଶତାଧିକ ଲୋକ, କହିଲେ କାହା…

ଛତ୍ରପୁର,୭ା୧(ଦିଲ୍ଲୀପ ସାମଲ): ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଡିସେମ୍ବର ୨୬ ତାରିଖରେ ଏନେଇ ଆପତ୍ତି ଅଭିଯୋଗ ଗ୍ରହଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏନେଇ…

‘ବାପା ମୋର ପିରିୟଡ୍ସ…’, ନେହୁରା ପରେ ବି ତରଳିଲାନି ହୃଦୟ, ପାଞ୍ଚ ହଜାର ପାଇଁ ଝିଅକୁ ବିକିଦେଲେ

ନୂଆଦିଲ୍ଲୀ,୭ା୧:  ସମାଜରେ ଜଣେ ପିତାଙ୍କୁ ତାଙ୍କ ପିଲାମାନଙ୍କର ରକ୍ଷକ ବୋଲି ବିବେଚନା କରାଯାଏ । କିନ୍ତୁ କର୍ଣ୍ଣାଟକର ଚିକ୍କାମାଗାଲୁରୁ ଜିଲାର ବିରୁରରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ମାନବିକତାକୁ ଲଜ୍ଜିତ କରିଛି । ଜଣେ ପିତା ଟଙ୍କା ଲୋଭରେ ନିଜ ନାବାଳିକା…

ଜି. ଉଦୟଗିରିରେ ପ୍ରବଳ ଶୀତ: କୁହୁଡ଼ି ସାଙ୍ଗକୁ…

ଜି.ଉଦୟଗିରି,୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଜିଲା ଜି ଉଦୟଗିରି। ବୁଧୁବାର ସହରର ତାପମାତ୍ରା ୩ ଡିଗ୍ରୀ ରହିଛି। ଏହା ଚଳିତ ବର୍ଷର ସବୁଠାରୁ କମ୍‌ ତାପମାତ୍ରା। ଆଜି ମଧ୍ୟ ଜି ଉଦୟଗିରିରେ ରାଜ୍ୟର ସବୁଠାରୁ କମ୍‌…

କ’ଣ ଘରେ ବିନା ବିଲ୍‌ରେ ରଖିପାରିବେ ସୁନା? ଜାଣନ୍ତୁ କ’ଣ ରହିଛି ନିୟମ

ସୁନା ମୂଲ୍ୟର ଦ୍ରୁତ ବୃଦ୍ଧି ହଠାତ ଅନେକ ଘରର ଆଲମାରୀକୁ କୋଟି କୋଟି ଟଙ୍କାର ଭଣ୍ଡାରରେ ପରିଣତ କରିଛି। ଯେଉଁ ପରିବାରର ପୈତୃକ ଅଳଙ୍କାର ଅଛି କିମ୍ୱା ବର୍ଷ ବର୍ଷ ପୂର୍ୱରୁ ସେମାନଙ୍କର ବିଲ ହଜିଯାଇଛି ସେମାନେ ଭୟରେ ଅଛନ୍ତି। କାରଣ…

ଧରିତ୍ରୀରେ ଖବର ପ୍ରକାଶ ପରେ ନ୍ୟାୟ ପାଇଲେ ମହିଳା: ଯିଏ ଦୁର୍ବ୍ୟବହାର କରିଥିଲେ ସିଏ ସସମ୍ମାନରେ..

ଦାରିଙ୍ଗବାଡି,୭।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଗୌଡ଼ ସାହିର ବିଧବା ଅସହାୟ ମହିଳା ଶଶୀ ଗୌଡ଼  ଦାରିଙ୍ଗବାଡି ବସ୍‌ ଷ୍ଟାଣ୍ଡରେ ଭୁବନେଶ୍ୱର ଯିବାକୁ ଗତ ଡିସେମ୍ବରରେ ଟିକେଟ କରି ଅଗ୍ରୀମ ଟିକେଟ ପଇସା ଦେଇଥିଲେ। ସେ ଭୁବନେଶ୍ୱର  ଯିବା…

ବୌଦ୍ଧରୁ ଢେଙ୍କାନାଳକୁ ଚାଲାଣ ହେଉଥିଲା ଗଞ୍ଜେଇ: ଗାଁ ଯାତ୍ରା ପଡ଼ିଆରେ…

ପରଜଙ୍ଗ,୭ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ଗାଁ ଯାତ୍ରା ପଡ଼ିଆ ନିକଟରୁ ବୁଧବାର ଭୋଟ୍‌ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ୍‌। ଗିରଫ ଅଭିଯୁକ୍ତ କୁଆଳୋ ଗାଁର ଗିରିଶ ସାହୁ। ଦୀର୍ଘବର୍ଷ ଧରି ଲକ୍ଷଲକ୍ଷ ଟଙ୍କାର…

୮୦ ଧାନ ବସ୍ତା ନଷ୍ଟ କଲେ ହାତୀପଲ: କର୍ମଚାରୀଙ୍କ ବ୍ୟବହାରରେ ଚାଷୀ ହତୋତ୍ସାହିତ

ଭଞ୍ଜନଗର,୭ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ହାତୀପଲଙ୍କ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଏବଂ ଚାଷୀଙ୍କର ଚିନ୍ତା ବଢୁଛି। ଏହିଭଳି ପରିସ୍ଥିତିରେ ମଙ୍ଗଳବାର ରାତିରେ ପ୍ରାୟ ୨୨ ଟିକିଆ ହାତୀ…

କୃଷି ମେଳାକୁ ଆସିଥିବା ଅତିଥି ଆଉ ଚାଷୀଙ୍କୁ ଦିଆଗଲା ବାସି ଟିଫିନ, ରାଗିଗଲେ…

ପାରଳାଖେମୁଣ୍ଡି,୭ା୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆଞ୍ଚଳିକସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି। ତେବେ କୃଷିମେଳାକୁ ନିମନ୍ତ୍ରଣ କରାଯାଇଥିବା କୃଷକ ଓ ଅନ୍ୟ ଅତିଥିଙ୍କ ସତ୍କାର ପାଇଁ ପ୍ରଦାନ କରାଯାଇଥିବା ଜଳଖିଆ ପାକେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri