Home Left

ବଢିଲା ଶିଳ୍ପ ଉତ୍ପାଦନ

ଭୁବନେଶ୍ୱର,୧୩।୭(ଅନୁରାଧା ମହାରଣା): ଦେଶରେ ଶିଳ୍ପ ଉତ୍ପାଦନର ଗତି ବୃଦ୍ଧି ପାଇଛି। ମେ ୨୦୨୪ ପାଇଁ ଘୋଷିତ ତଥ୍ୟ ଅନୁଯାୟୀ, ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ ଇଣ୍ଡେକ୍ସ (ଆଇଆଇପି) ୫.୯ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଖଣି ଏବଂ ବିଦ୍ୟୁତ୍‌ କ୍ଷେତ୍ର ଉତ୍ପାଦନରେ ଉତ୍କୃଷ୍ଟ ଅଭିବୃଦ୍ଧି…

ଭାରତୀୟ ଦଳରେ ଆର୍ଯ୍ୟନ

ଭୁବନେଶ୍ୱର, ୧୩।୭ (ତପନ ସ୍ବାଇଁ): ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନଙ୍କ ପାଇଁ ଆସିଛି ଆଉ ଏକ ବଡ଼ ସୁଯୋଗ। ସେ ଶନିବାରଠାରୁ ୨୬ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଏସିଆନ ଜୁନିୟର ବାଳକ ହ୍ୟାଣ୍ଡବଲ ପ୍ରତିଯୋଗିତା ପାଇଁ…

ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୮%

ଭୁବନେଶ୍ୱର,୧୩।୭(ଅନୁରାଧା ମହାରଣା): ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣି ଥରେ ୫ ପ୍ରତିଶତ ଅତିକ୍ରମ କରିଛି। ଜୁନ୍‌ ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୦୮ ପ୍ରତିଶତ ହୋଇଛି ଯାହା ମେ ୨୦୨୪ ରେ ୪.୮୦ ପ୍ରତିଶତ…

ବୁଲ୍‌ଡୋଜରରେ ପହଞ୍ଚିଲେ ବର

ସନ୍ଥକବିର ନଗର: ସାଧାରଣତଃ ବିବାହ ସ୍ଥଳକୁ ଦାମୀ କାର୍‌, ଘୋଡ଼ା କିମ୍ବା ରଥରେ ଚଢ଼ି ବର ଆସିବାର ଅନେକ ନଜିର ରହିଛି। କିନ୍ତୁ ଗୁରୁବାର ଉତ୍ତରପ୍ରଦେଶର ସନ୍ଥକବିର ନଗରରେ ହେଉଥିବା ଏକ ବିବାହ ଉତ୍ସବକୁ ଗୋରଖପୁର ଜିଲା ଖଜନୀ ତହସିଲ ଉନ୍‌ୱଲ…

ବୋର୍‌ୱେଲ୍‌ରେ ପଡୁଥିବା ଶିଶୁଙ୍କୁ ବଞ୍ଚାଇବ ରୋବୋ

ଅହମ୍ମଦାବାଦ: ଅହମ୍ମଦାବାଦ ସରକାରୀ ପଲିଟେକ୍ନିକ୍‌ କଲେଜର ଇନ୍‌ଷ୍ଟ୍ରୁମେଣ୍ଟେଶନ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍‌ ଇଞ୍ଜିନିୟରିଂ ବିଭାଗର ୬ ଜଣ ଛାତ୍ର ଏକ ରୋବୋ ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରିଛନ୍ତି। ଏହା କ୍ୟାମେରା ସାହାଯ୍ୟରେ ବିଭିନ୍ନ ବୋର୍‌ୱେଲ୍‌ରେ ପଡ଼ିଯାଉଥିବା ଶିଶୁମାନଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିପାରିବ। ପ୍ରୋଜେକ୍ଟ କରିଥିବା…

ଫାଇନାଲରେ ଅଲ୍‌କାରାଜ

ଓ୍ବିମ୍ବେଲଡନ,୧୩ା୭: ଡିଫେଣ୍ଡିଂ ଚାମ୍ପିୟନ ସ୍ପେନ୍‌ର କାର୍ଲୋସ ଅଲ୍‌କାରାଜ ଚଳିତ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେଣ୍ଟର କୋର୍ଟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ସେ ବିନା ପତାକାରେ ଖେଳୁଥିବା ରୁଷିଆର ଡାନିଲ ମେଡଭେଡେଭଙ୍କୁ ୬-୭…

ରିତେଶଙ୍କ ଓଟିଟି ଡେବ୍ୟୁ

ମୁମ୍ବାଇ: ଅଭିନେତା ରିତେଶ ଦେଶ୍‌ମୁଖ ଓଟିଟିରେ ଡେବ୍ୟୁ କରିଛନ୍ତି। ଓଟିଟି ପ୍ଲାଟ୍‌ଫର୍ମ ଜିଓ ସିନେମାରେ ତାଙ୍କର ପ୍ରଥମ ୱେବ୍‌ ସିରିଜ ‘ପିଲ୍‌’ର ଷ୍ଟ୍ରିମିଂ ଶୁକ୍ରବାର ଆରମ୍ଭ ହୋଇଛି। ଫିଲ୍ମରେ ରିତେଶ ଜଣେ ଡକ୍ଟରଙ୍କ ଚରିତ୍ରରେ ଅଭିନୟ କରିଥିବାବେଳେ ସେ ଫାର୍ମା ଇଣ୍ଡଷ୍ଟ୍ରିରେ…

ମୀନା ସାନ୍ତାଙ୍କୁ ୩ ସ୍ବର୍ଣ୍ଣ ସହ ୫ ପଦକ

ଭୁବନେଶ୍ୱର, ୧୩।୭(ତପନ ସ୍ବାଇଁ): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜୋନାଲ ଲିଗ୍‌ରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ…

ଜୀବନସାଥୀ ହେଲେ ରାଧିକା, ଅନନ୍ତ

ମୁମ୍ବାଇ,୧୩ା୭: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ବିଶିଷ୍ଟ ବ୍ୟବସାୟୀ ବୀରେନ୍‌ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁମ୍ବାଇର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ ସେଣ୍ଟରରେ ଆୟୋଜିତ ଏହି ହାଇପ୍ରୋଫାଇଲ୍‌ ବିବାହ…

୭ ହାଇକୋର୍ଟରେ ନିଯୁକ୍ତ ହେବେ ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୧୩ା୭: ସୁପ୍ରିମକୋର୍ଟ ଦିଲ୍ଲୀ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ଲଦାଖ, କେରଳ, ମଧ୍ୟପ୍ରଦେଶ, ମାଡ୍ରାସ୍‌ ଏବଂ ମେଘାଳୟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ସଞ୍ଜୀବ…

ମ୍ୟାଲେରିଆ ଆକ୍ରାନ୍ତରେ ରାୟଗଡ଼ା ଜିଲା ୧ ନମ୍ବର

ରାୟଗଡ଼ା,୧୩ା୭(ଆଶିଷ ରଞ୍ଜନ ପଣ୍ଡା): ମ୍ୟାଲେରିଆ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଯେତେ ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରୁନାହିଁ। ବରଂ ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମ୍ୟାଲେରିଆ ଆକ୍ରାନ୍ତରେ ଗତ ବର୍ଷଠାରୁ…

୧୪.୫ ଲକ୍ଷ ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀ ଚିହ୍ନଟ

ଭୁବନେଶ୍ୱର,୧୩ା୭(ଅନିଲ ଦାସ): ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?