Home Left

RSSକୁ ନେଇ ବଡ଼ କଥା କହିଦେଲେ ମୋଦି: ସାରା ଦେଶରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧।୧୦: ଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ଶତବାର୍ଷିକୀ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି RSSର ଅବଦାନକୁ ଦର୍ଶାଇ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି।...

UPI ୟୁଜର୍ସଙ୍କୁ ବଡ଼ ଝଟ୍‌କା, ଆଜିଠୁୁ ବନ୍ଦ ହୋଇଯିବ…

ନୂଆଦିଲ୍‌ଲୀ,୧।୧୦: ସମସ୍ତେ ଜାଣନ୍ତି ଯେ UPI ପେମେଣ୍ଟ ଆମ ଜୀବନକୁ କେତେ ସହଜ କରିଛି। ଗୋଟିଏ କ୍ଲିକ ଦ୍ୱାରା ସେକେଣ୍ଡରେ ହଜାର ହଜାର ଟଙ୍କା କାରବାର କରାଯାଇପାରୁଛି। କିନ୍ତୁ ଏବେ ଏକ ବଡ଼ ଖବର ଆସିଛି। NPCI ବ୍ୟାଙ୍କ ଏବଂ...

ମୁଁ ୮ ଯୁଦ୍ଧ ବନ୍ଦ କରିଛି, ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍‌: ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି, ପୁରସ୍କାର ଗ୍ରହଣ ନ କରିବା କେବଳ ତାଙ୍କ ପାଇଁ ନୁହେଁ ବରଂ ସମଗ୍ର ଆମେରିକା ପାଇଁ...

ଅକ୍ଟୋବର ପହିଲାରୁ ବଢିଗଲା ସୁନା ଦାମ୍‌, ଦେଢ ଲକ୍ଷ ହେବାକୁ…

ନୂଆଦିଲ୍ଲୀ,୧।୧୦: ଅକ୍ଟୋବର 2025 ନିବେଶକଙ୍କ ପାଇଁ ଏକ ନୂଆ ସଙ୍କେତ ଦେଇଛି। ବିଶ୍ୱ ଅନିଶ୍ଚିତତା ଏବଂ ଆର୍ଥିକ ଅସ୍ଥିରତା ମଧ୍ୟରେ, ସୁନା ଏବଂ ରୂପା ଭଳି ନିରାପଦ ନିବେଶର ଚାହିଦା ବୃଦ୍ଧି ପାଇଛି। ଆମେରିକାର ଶୁଳ୍କ ନୀତି, ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ...

ଟ୍ରମ୍ପଙ୍କ କାନରେ ଭାରତ ବିରୋଧରେ ଏମିତି କଥା ଫୋଡିଲେ ମୁନିର: ଆମେରିକା ରାଷ୍ଟ୍ରପତି ନିଜେ କଲେ ଖୁଲାସା

ଓ୍ବାଶିଂଟନ୍‌,୧।୧୦: ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି, ତାଙ୍କର ହସ୍ତକ୍ଷେପ ଏକ ବଡ଼...

ବଢିବ ନାହିଁ EMI, RBI ଦେଲା ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ,୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନାହିଁ। ଏହାକୁ ୫.୫% ରେ ଅପରିବର୍ତ୍ତିତ ରଖିଛି। ମୁଦ୍ରା ନୀତି କମିଟି (MPC) ର ତିନି ଦିନିଆ ବୈଠକ ପରେ, RBI ଗଭର୍ନର ସଞ୍ଜୟ ମାଲହୋତ୍ରା ଆଜି...

ଶ୍ରୀମନ୍ଦିରରେ ମା’ ବିମଳାଙ୍କ ପୀଠରେ ତନ୍ତ୍ର ପୂଜା: ଦିଆଗଲା ପଶୁବଳି

ପୁରୀ, ୧।୧୦(ଅଜିତ୍‌ କୁମାର ମହାନ୍ତି):ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବିମଳା। ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମା’ ବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଥାଏ। ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀ ପୀଠ...

ଆମେରିକାରେ ଶଟ୍‌ଡାଉନ ଲାଗୁ: ଟ୍ରମ୍ପଙ୍କ କାର୍ଯ୍ୟକାଳରେ ତୃତୀୟ ଥର ପାଇଁ ସରକାର ଠପ୍‌

ଓ୍ବାଶିଂଟନ୍‌,୧।୧୦: ଆମେରିକାରେ ଏକ ବଡ଼ ସଙ୍କଟ ଦେଖାଦେଇଛି। ଆମେରିକା ସମୟ ମଧ୍ୟରାତ୍ରିରେ ଶଟ୍‌ଡାଉନ ଲାଗୁ ହୋଇଯାଇଛି। କାରଣ ରିପବ୍ଲିକାନ କିମ୍ବା ଡେମୋକ୍ରାଟ ସିନେଟରେ ପାଣ୍ଠି ବିଲ ପାସ କରିପାରିଲେ ନାହିଁ। ସରକାରୀ ଖର୍ଚ୍ଚ ପାଇଁ ଆବଶ୍ୟକୀୟ ପାଣ୍ଠି ମଞ୍ଜୁର ହୋଇନଥିଲା।...

ମୋରଡ଼ା ଚଳ ଚଞ୍ଚଳ

ମୋରଡ଼ା,୧।୧୦(ସ୍ମାରକ ମାଜୀ):  ଦୁର୍ଗାପୂଜାକୁ ନେଇ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ବେଶ ଚଳଚଞ୍ଚଳ ହୋଇ ପଡ଼ିଛି। ମା’ ଦୁର୍ଗାଙ୍କ ଆଗମନରେ ବ୍ଲକର ସମସ୍ତ ପୂଜା ମଣ୍ଡପ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକର ଚିତ୍ରଡା ବସଷ୍ଟାଣ୍ଡରେ ହୋଇଥିବା ଦୁର୍ଗାପୂଜା ତୋରଣ ବେଶ...

ଗାଁର ଗୌରବ ଓସିଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ୨ଜଣଙ୍କୁ  ଭେଟିଲେ ସ୍ବୟଂ ସେବକ ସଙ୍ଘ         

 ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ):ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ପରୀକ୍ଷାରେ ଖୋର୍ଦ୍ଧାଜିଲା ଟାଙ୍ଗିବ୍ଲକ ନୂଆଗଡ଼ ପଞ୍ଚାୟତ ଅଧୀନ ମେହେରାମ୍‌ପୁର ଗ୍ରାମର ଝିଅ  ସୁଶ୍ରୀ ନଗମା ସାହିନ ୧୯୩ ରାଙ୍କରେ ରହି ସଫଳତା ହାସଲ କରିଛନ୍ତି। ସେ ୨୦୧୮ରୁ ଭୁବନେଶ୍ୱରସ୍ଥିତ ବେସିକ ସାଇନ୍ସ କଲେଜରୁ...

ବିଗିଡିଲା ଖାର୍ଗେଙ୍କ ସ୍ବାସ୍ଥ୍ୟାବସ୍ଥା: ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧।୧୦: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ଖାର୍ଗେଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ହସ୍ପିଟାଲକୁ...

ଘୁମୁସର ବନଖଣ୍ଡରେ ବଢୁଛି ବନ୍ୟପ୍ରାଣୀ ଶିକାର: ଜଙ୍ଗଲ ସୁରକ୍ଷାରେ ବ୍ୟସ୍ତ କର୍ମଚାରୀ

ଭଞ୍ଜନଗର,୧।୧୦(ବାବୁଲା ପ୍ରଧାନ)- ଦୁର୍ଗାପୂଜା ପାଇଁ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଉତ୍ସବମୁଖର ହୋଇପଡ଼ିଛି। ଏହି ସମୟରେ ବନ୍ୟପ୍ରାଣୀ ଶିକାରଠାରୁ ଆରମ୍ଭ କରି ଜୁଆ ଖେଳ ଭଞ୍ଜନଗର ଅଞ୍ଚଳରେ ବୃଦ୍ଧି ପାଉଛି। ଏଥିସହ ଚୋରି ମଧ୍ୟ ବଢୁଛି। ଏହିଭଳି ଗଞ୍ଜାମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri