Home Left

ହିମାଚଳ ପ୍ରଦେଶ ରାଜନୈତିକ ସଙ୍କଟରେ ଥିବା କଂଗ୍ରେସ ପାଇଁ ଆଉ ଏକ ଖରାପ ଖବର, ଦଳ ଛାଡିଲେ ବରିଷ୍ଠ ନେତା

ଦିଶପୁର,୨୮।୨: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଖାଯାଉଥିବା ଅଶାନ୍ତି ବନ୍ଦ ହେବାର କୌଣସି ଚିହ୍ନ ନାହିଁ। ଏଥର ଆସାମରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ରାଣା ଗୋସ୍ବାମୀ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି।…

ଲକ୍ଷ୍ମୀ ବସ୍‌ ଉପରେ ପଡ଼ିଲା ଗଛ: ଛାତ କଣା, ଭାଙ୍ଗିଲା ଝରକା

ପାଟଣା,୨୮।୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସାଧୁପଡ଼ାରେ ମୋ ବସ୍‌ ଯୋଜନାରେ ନବ ନିର୍ମିତ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ତେବେ ବୁଧବାର ବସଷ୍ଟାଣ୍ଡ ପରିସରରେ ଥିବା ଏକ ପୁରାତନ ବର ଗଛର ଡାଳ ଭାଙ୍ଗି ପଡିଥିଲା। ଏଥିରେ ଗଛତଳେ…

ଲୋକ ସଭା ନିର୍ବାଚନ ପୂର୍ବରୁ ବିଏସ୍‌ପିକୁ ଝଟକା, ଦଳ ଛାଡିଲେ ଏହି ନେତା

ଲକ୍ଷ୍ନୌ,୨୮।୨: ଲୋକ ସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ଏକ ବଡ ଝଟକା ଲାଗିଛି। ଆଜମଗଡରୁ ବିଏସପି ନେତା ତଥା ଲୋକ ସଭା ନିର୍ବାଚନ ପ୍ରାର୍ଥୀ ଶାହା ଆଲାମ ଗୁଡ୍ଡୁ ଜମାଲି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଜମାଲି ଏସ୍‌ପିରେ…

ସକାଳୁ ସକାଳୁ ବସ୍ତିରେ ପହଞ୍ଚିଲେ ବିଲ୍‌ ଗେଟ୍ସ: ଲୋକଙ୍କ ସହ କଥାହେଲେ

ଭୁବନେଶ୍ୱର,୨୮।୨: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ବୁଧବାର ଭୁବନେଶ୍ୱରସ୍ଥିତ ମା’ ମଙ୍ଗଳା ବସ୍ତିରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ବସ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ପରେ ବିଲ ଗେଟ୍ସ କୃଷି ଭବନ ଗସ୍ତ କରିଛନ୍ତି।…

ହିମାଚଳ ପ୍ରଦେଶରେ ରାଜନୈତିକ ସଙ୍କଟ: ଇସ୍ତଫା ଦେଲେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ

ଶିମଲା,୨୮।୨: ହିମାଚଳ ପ୍ରଦେଶରେ ବଡ ହଲଚଲ। ରାଜ୍ୟରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ରାଜ୍ୟ ସଭା ଆସନ ଭାଜପାକୁ ଯିବା ସହିତ ରାଜ୍ୟରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ଏହି ସମୟରେ ବୁଧବାର ଜନସମ୍ପର୍କ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କ୍ୟାବିନେଟରୁ ଇସ୍ତଫା…

ଅପରେଶନ ଥିଏଟରରେ ରିଲ୍ସ କରିବା ପଡିଲା ମହଙ୍ଗା, ଭାଇରାଲ ଭିଡିଓ ଦେଖିବା ପରେ ମ୍ୟାନେଜ୍‌ମେଣ୍ଟ ନେଲା ଏଭଳି ପଦକ୍ଷେପ

ଆଜିକାଲି ରିଲ୍ସର ଟ୍ରେଣ୍ଡ ଏତେ ବୃଦ୍ଧି ପାଇଛି ଯେ ଲୋକମାନେ ସ୍ଥାନ କିମ୍ବା ସୁଯୋଗ ଦେଖନ୍ତି ନାହିଁ, ଯେକେହି ମୋବାଇଲ କ୍ୟାମେରା ବାହାର କରି ରିଲ ତିଆରି କରିବା ଆରମ୍ଭ କରିଦିଅନ୍ତି। ଛତିଶଗଡର ରାଜଧାନୀ ରାୟପୁରର ଏକ ଜଣାଶୁଣା ଡାକ୍ତରଖାନାରେ ମଧ୍ୟ…

ବିଜେଡି ଛାଡ଼ିଲେ ପୂର୍ବତନ ନଗରପାଳ

ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ପୌରସଂସ୍ଥାର ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ(ନବୀନ) ମଙ୍ଗଳବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ସେ ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପ୍ରଦାନ କରିଥିବା ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଏହାର ନକଲ ସେ ଜିଲା…

୧୦୦ ଟଙ୍କାର ସ୍ବଦେଶୀ ଟାବଲେଟରେ ଭଲ ହେବ କର୍କଟ ରୋଗ

ନୂଆଦିଲ୍ଲୀ,୨୮।୨: ଆମେରିକା ଏବଂ ଚାଇନା ପରେ ଭାରତରେ ବିଶ୍ୱରେ ସର୍ବାଧିକ କର୍କଟ ରୋଗୀ ଅଛନ୍ତି। ଚିକିତ୍ସା ପରେ ମଧ୍ୟ ପୁନର୍ବାର କର୍କଟ ଆକ୍ରମଣ ହୁଏ, କିନ୍ତୁ ସବୁଠୁ ବଡ କର୍କଟ ଡାକ୍ତରଖାନା ଟାଟା ହସ୍ପିଟାଲର ଡାକ୍ତରମାନେ ଏହା ଉପରେ ଉପଶମ ପାଇଛନ୍ତି।…

କାମ ହେଉନି, ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ

ଡେରାବିଶ, ୨୮।୨ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରୀପୁର (ଘଣ୍ଟପଦା) ଦେଇ ବହିଯାଇଥିବା ବିରୂପା ନଦୀପଠାରେ ଶାଗୁଣାଘାଇଠାରେ ୨୦୨୩ ଡିସେମ୍ବର ୨ ସନ୍ଧ୍ୟାରେ ୧୦୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ନଦୀପଠା ୧୫…

ବିଜ୍ଞାପିତ ଅଞ୍ଚଳ ଘୋଷଣାକୁ ନେଇ ଖଇରା ରାଜନୀତି ସରଗରମ

ଖଇରା,୨୮।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଏନଏସି ଘୋଷଣାରୁ ବାଦ୍‌ ପଡିବା ପରେ ଏବେ ରାଜନୀତି ସରଗରମ ହୋଇପଡିଛି। ଶାସକ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ନେଇ ଖଇରା ପାଣିପାଗ ଅଶାନ୍ତ ହୋଇପଡିଛି। ଗୋଟିଏପକ୍ଷେ ବିରୋଧୀ ଭାଜପା ଓ ଖଇରା ସ୍ବାଭିମାନ…

ଅଯୋଧ୍ୟା, ଆବୁଧାବି ପରେ ପାକିସ୍ତାନରେ ମଧ୍ୟ ନିର୍ମାଣ ହେଉଛି ରାମ ମନ୍ଦିର, ଭିଡିଓ ଭାଇରାଲ

ଇସଲାମାବାଦ,୨୮।୨: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍‌ଘାଟନ କରିଛନ୍ତି। ଏହାର କିଛି ଦିନ ପରେ ୟୁଏଇର ଆବୁଧାବିରେ ଏକ ବିରାଟ ରାମ ମନ୍ଦିର ମଧ୍ୟ ନିର୍ମାଣ କରାଯାଇଥିଲା। ତାହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିଥିଲେ।…

ଧୂଳିସାତ୍‌ ନୁହେଁ, ନବୀକରଣ ହେବ ବାରବାଟୀ

କଟକ, ୨୬।୨(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମକୁ ଧୂଳିସାତ୍‌ କରାଯିବ ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଓଡ଼ିଶା ଅଲିମ୍ପିକ ଏବଂ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri