Home Left

ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ

ଜାମନଗର,୨୮।୨: ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟର ଜାମନଗରରେ ଅନ୍ନ ସେବା କାର୍ଯ୍ୟକ୍ରମରେ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅଂଶଗ୍ରହଣ କରିଥିଲେ। ଉଭୟ ଖାଦ୍ୟ ପରିବେଷଣ କରୁଥିବା…

ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କେଉଁ ଖେଳାଳିଙ୍କୁ ମିଳିବ କେତେ ଟଙ୍କା: ଜାଣନ୍ତୁ

ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର ପୁରୁଷ)ର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଘୋଷଣା କରିଛି। ଶ୍ରେୟସ ଆୟର ଓ ଇଶାନ…

୩ ଜିଲାର ଜିଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି କଲେ ଏନ୍‌ଏଚ୍‌ଆର୍‌ସି

କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକ ଜିଲାପାଳଙ୍କୁ ସର୍ତ୍ତମୂଳକ ସମାନ କରି ଏପ୍ରିଲ ୧୦ ତାରିଖ ପୂର୍ବାହ୍ନ ୧୧ଟାରେ କମିଶନ ନିକଟରେ ହାଜର ହେବାକୁ ଆଦେଶ କରିଛନ୍ତି। ସାପକାମୁଡ଼ାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ପ୍ରଦାନ…

ସକାଳେ ମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା, ସନ୍ଧ୍ୟାରେ କଲେ ପ୍ରତ୍ୟାହାର

ଶିମ୍‌ଲା,୨୮।୨: ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ବିକ୍ରମଦିତ୍ୟ ସିଂ ବୁଧବାର ସକାଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ସନ୍ଧ୍ୟାରେ ଦଳର ନେତା ତଥା ପର୍ଯ୍ୟବେକ୍ଷକଙ୍କ ବୈଠକ ପରେ ସେ ଇସ୍ତଫା ପ୍ରତ୍ୟାହାର କରିବାକୁ…

ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

କଟକ,୨୮ା୨(କାର୍ତ୍ତିକ ସାହୁ): ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀ ସମ୍ବିତ୍‌ ସାମଲଙ୍କୁ କାରଣ ଦର୍ଶାଅ ନୋଟିସ୍‌ ବୁଧବାର ଜାରି କରାଯାଇଛି। ତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟକଳାପ ନେଇ ଅଭିଯୋଗ ଦାୟର ହୋଇଛି। ଆଇନଜୀବୀ ସାମଲଙ୍କ ବିରୋଧରେ କ୍ରମାଗତ ଭାବେ ଆପରାଧିକ ମାମଲା…

ମାଟ୍ରିକ ପରୀକ୍ଷା: ହିନ୍ଦୀ, ସଂସ୍କୃତରେ କପି କରି ଧରାପଡ଼ିଲେ ୭

କଟକ,୨୮ା୨(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ବୁଧବାର ତୃତୀୟ ଭାଷା ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ ଅସାଧୁ ଉପାୟ ଅବଲମ୍ବନ କରି ସ୍କ୍ବାଡ୍‌ ହାତରେ ଧରାପଡ଼ିଛନ୍ତି। ତେବେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ସୁଚାରୁ…

କ୍ୟାଡବରୀ ଡେରି ମିଲ୍କ ଚକୋଲେଟରୁ ବାହାରିଲା ପୋକ, ଖାଇବା ଅସୁରକ୍ଷିତ ଘୋଷଣା କଲା ଷ୍ଟେଟ୍‌ ଫୁଡ ଲାବୋରେଟାରୀ

ନୁଆଦିଲ୍ଲୀ,୨୮।୨: ହାଇଦ୍ରାବାଦ ସହରର ଏକ ଦୋକାନ ବଜାରରେ ବିକ୍ରି ହେଉଥିବା କ୍ୟାଡବରୀ ଡେରି ମିଲ୍କ ଚକୋଲେଟର ଦୁଇଟିରେ ଧଳା କିଟ ବାହାରିବା ପରେ ଏହା ଖାଇବାକୁ ଅନୁପଯୋଗି ଘୋଷଣା କରାଯାଇଛି । ତଲେଙ୍ଗାନା ଷ୍ଟେଟ୍‌ ଫୁଡ ଲାବୋରେଟାରୀ(SFL) ଘୋଷଣା କରିଛି ଯେ…

ସଞ୍ଜ ନଇଁଲେ ବଢୁଛି ବନ୍ୟଜନ୍ତୁଙ୍କ ଭୟ, ଖରବାଦୁମାଣି ସାହିକୁ ବିଦ୍ୟୁତ୍‌ ସଂଯୋଗ ଦାବି

କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅନ୍ତର୍ଗତ ପିଠାଗୋଡ଼ା ପଞ୍ଚାୟତ ଖରବାଦୁମାଣି ସାହିକୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ବୁଧବାର ବାସିନ୍ଦା କେନ୍ଦୁଝର ଜିଲାପାଳଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଛୋଟ ଛୋଟ ପିଲାଙ୍କୁ ଧରି ଦୀର୍ଘ ବହୁ ବାଟ ଆସି…

ରିଲାଏନ୍ସ ଓ ଡିଜ୍‌ନୀ ମଧ୍ୟରେ ଜଏଣ୍ଟ ଭେଞ୍ଚର ଘୋଷଣା, ୧୧,୫୦୦ କୋଟି ନିବେଶ କରିବ ମୁକେଶଙ୍କ କମ୍ପାନୀ

ନୂଆଦିଲ୍ଲୀ,୨୮ା୨: ଭାରତରେ ମିଡିଆ ବ୍ୟବସାୟକୁ ମିଶ୍ରଣ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ଆନୁଷ୍ଠାନିକ ଭାବରେ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଯାହା ୮.୫ ବିଲିୟନ ଡ଼ଲାର (୭୦,୩୫୨ କୋଟି ଟଙ୍କା) ମିଡିଆ ଏବଂ ମନୋରଞ୍ଜନ…

ଉଚ୍ଚ ରକ୍ତଚାପରେ ପୀଡ଼ିତ କି? ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ…

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ ଏହାକୁ ସାଧାରଣ କୁହାଯାଏ । ମାତ୍ର ଏହା ବଢ଼ିଯାଇ ୧୩୦/୯୦ ହେଲେ ଏହା ଚିନ୍ତାଜନକ…

ଘରେ ପଶି କୁକୁର ଶିକାର କଲା ଚିତାବାଘ, କ୍ୟାମେରାରେ କଏଦ ହେଲା ଲୋମହର୍ଷଣକାରୀ ଦୃଶ୍ୟ, ଦେଖନ୍ତୁ…

ଜଙ୍ଗଲର ଘାତକ ଶିକାରୀଙ୍କ ମଧ୍ୟରୁ ଚିତାବାଘ ଅନ୍ୟତମ। ଏହା ଥରେ ଶିକାର ଉପରେ ଆଖି ପକାଇଲେ ତାର ବଞ୍ଚିବା ଏକପ୍ରକାର ଅସମ୍ଭବ। ହେଲେ ଜଙ୍ଗଲର ଏହି ଜନ୍ତୁକୁ ଜନବସତିରେ ଶିକାର କରୁଥିବା ଦେଖିଛନ୍ତି କି। ହୁଏତ ନା। କିଛି ଏଭଳି ଦୃଶ୍ୟ…

ପ୍ରେମରେ କିଭଳି ପଡ଼ନ୍ତି ଲୋକେ, ଲାଇଭ୍‌ କ୍ୟାମେରାରେ କଏଦ ହେଲା ଦୃଶ୍ୟ; ଦେଖନ୍ତୁ Video…

ପ୍ରେମରେ କିଭଳି ପଡ଼ନ୍ତି କେବେ ଦେଖିଛନ୍ତି କି, ହୁଏତ ନା। ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏହାର ଉଦାହରଣ ଦେଖିବାକୁ ମିଳୁଛି। ଆପର ଭାବୁଥିବେ କିଭଳି। ତେବେ ତାହା ଭିଡିଓ ଦେଖିଲେ ଆପେଆପେ ବୁଝିଯିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri