Home Left

ଓଡ଼ିଶା ଫେରି ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅମିତ୍‌ ରୋହିଦାସ୍

ଭୁବନେଶ୍ୱର,୧୬।୮: ଭାରତୀୟ ହକି ଦଳ ଲଗାତାର ଦ୍ୱିତୀୟ ଥର ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ଅମିତଙ୍କୁ ବିମାନ ବନ୍ଦରରେ ବିପୁଳ ସ୍ୱାଗତ କରାଯାଇଥିବା ବେଳେ ମାଧ୍ୟାନରେ ମୁଖ୍ୟମନ୍ତ୍ରୀ ମୋହନ…

ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଶ୍ୱଶୁରଙ୍କୁ ଡିମାଣ୍ଡ କଲେ ୫-୬ ଏକର ଜମି

ଇସଲାମାବାଦ,୧୬।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ପାକିସ୍ତାନ କେବଳ ଗୋଟିଏ ପଦକ ପାଇଥିଲା। ସେହି ପଦକକୁ ଜାଭେଲିନ ଥ୍ରୋରେ ଅର୍ଶଦ ନଦୀମ ଜିତିଥିଲେ। ଭାରତର ତାରକା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ଅର୍ଶଦ ଏହା ହାସଲ କରିଛନ୍ତି। ଏହି…

‘ବିଦ୍ୟାଳୟକୁ ସୁସଜ୍ଜିତ କରିବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ’

ରାଇକିଆ,୧୬।୮(ପ୍ରଦୀପ ବେହେରା): କନ୍ଧମାଳ-ଗଞ୍ଜାମ ସୀମାନ୍ତ ରଣବା ପଞ୍ଚାୟତ ଦୁର୍ଗମ କକରବାଡି ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ପରିଚାଳନା କମିଟିର ଉଦ୍ୟମ କ୍ରମେ ବିଦ୍ୟାଳୟ ପରିସରରେ ଏହାକୁ ସ୍ଥାପନ କରାଯାଇଛି।…

ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବାଲିଗୁଡ଼ା,୧୬।୮(ସଞ୍ଜୟ କୁମାର ପାଣିଗ୍ରାହୀ): ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତାତିଲେ ଅଭିଭାବକ। ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୁଆଗାଁ…

ପ୍ରଥମଥର ମହମ୍ମଦ ୟୁନୁସଙ୍କ ସହ କଥା ହେଲେ ମୋଦି, ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଦେଲେ ଆଶ୍ୱାସନା

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଫୋନ ମାଧ୍ୟମରେ ପ୍ରଥମ ଥର ପାଇଁ ବାଂଲାଦେଶର ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ କଥା ହୋଇଛନ୍ତି। ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

କିଏ ଥାଇଲ୍ୟାଣ୍ଡର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ, ପରିବାରର ଚତୁର୍ଥ ସଦସ୍ୟ ଭାବେ ସମ୍ଭାଳିବାକୁ ଯାଉଛନ୍ତି ଏହି ପଦ

ବ୍ୟାଙ୍କକ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ସବୁଠାରୁ ସାନ ଝିଅ ୩୭ବର୍ଷିୟ ପେଟୋଙ୍ଗଟାର୍ନ ଶିନାୱାତ୍ରା ଥାଇଲ୍ୟାଣ୍ଡର ୩୧ତମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ୩୧୯ସାଂସଦ ତାଙ୍କୁ ସମର୍ଥନ କରିଛନ୍ତି। ସେ ଏହି ପଦବୀରେ ଅବସ୍ଥାପିତ ହେବାକୁ ଥିବା ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ…

ଯେଣ୍ଡା ପାହାଡ଼ରୁ ମାର୍ବଲ ଖୋଳିବା ନିମନ୍ତେ ସରିଲା ଜନ ଶୁଣାଣି, ଜିଲା ପ୍ରଶାସନକୁ ରୋକ ଠୋକ୍ ଶୁଣାଇଲେ ଗ୍ରାମବାସୀ…

ପଟ୍ଟାଙ୍ଗି,୧୬।୮(ଶରତ ଧଳ): ନିଜେ ନିଜର ଜୀବନ ଜୀବିକା ନିର୍ବାହ କରି ବଞ୍ଚୁଥିବା ଏବଂ ନିର୍ଭର କରୁଥିବା ପାହାଡ଼କୁ ଇଛା ନଥାଇ ମଧ୍ୟ କମ୍ପାନୀ ହାତକୁ ଟେକି ଦେବା ପରି ଦୃଶ୍ୟ ଅନେକ କିଛି ପ୍ରଶ୍ନ ସୃଷ୍ଟି କରୁଛି। କୋରାପୁଟ ଜିଲା ପଟ୍ଟାଙ୍ଗି…

ପ୍ରଥମ ଥର ମାନିଲେ ପାକିସ୍ତାନ ସରକାର, ଇଣ୍ଟରନେଟରେ ହୋଇଛି ଗଡବଡ

ଇସଲାମାବାଦ,୧୬।୮: ପାକିସ୍ତାନ ସରକାର ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି ଯେ ସେ ତାଙ୍କର ୱେବ ମ୍ୟାନେଜମେଣ୍ଟ ସିଷ୍ଟମକୁ ଅପଗ୍ରେଡ କରୁଛନ୍ତି, ଯାହାଦ୍ୱାରା ସାଇବର ସୁରକ୍ଷା ଚ୍ୟାଲେଞ୍ଜ ଗୁଡିକୁ ମୁକାବିଲା କରାଯାଇପାରିବ। ସୂଚନାଯୋଗ୍ୟ, ଆଜିକାଲି ପାକିସ୍ତାନରେ ଇଣ୍ଟରନେଟର ସମସ୍ୟା ଦେଖାଦେଇଛି ଏବଂ…

ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଦେଲେ ମହିଳା

ସାଲେପୁର,୧୬।୮: କଟକ ଜିଲା ସାଲେପୁର ଥାନା ଆଗରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଥାନା ଆଗରେ ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ସ୍ଥାନାନ୍ତର କରାଯାଇଛି। ମିଳିଥିବା…

ଭାରତୀୟ ଟିମ୍‌କୁ ପୁଣି ଫେରିବେ କି ଇଶାନ୍‌ କିଶନ୍‌? ଘରୋଇ କ୍ରିକେଟ୍‌ରେ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଲୀ, ୧୬।୦୮: ଭାରତୀୟ କ୍ରିକେଟ୍‌ ଟିମ୍‌ରୁ ବର୍ତ୍ତମାନ ପାଇଁ ବାଦ୍‌ ପଡ଼ିଥିବା ୱିକେଟ୍‌ କିପର ଇଶାନ୍‌ କିଶନ୍‌ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ଫର୍ମରେ ଥିବା ଦେଖିବାକୁ ମିଳୁଛି । ବୁଚି ବାବୁ ଟୁର୍ଣ୍ଣାମେଣ୍ଟରେ ଝାଡ଼ଖଣ୍ଡର କ୍ୟାପ୍ଟେନ୍‌ ଦ଼୍ବାୟିତ଼୍ବରେ ଥିବା ଇଶାନ୍‌ ୱିକେଟ୍‌…

କମଲା ହାରିସଙ୍କ ପାଇଁ ମୋ ମନରେ ସମ୍ମାନ ନାହିଁ: ଟ୍ରମ୍ପ

ଓ୍ବାଶିଂଟନ,୧୬।୮: ଆମେରିକାରେ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଆମେରିକୀୟ ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏଥି ସହିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପରେ କମଲା ହାରିସଙ୍କୁ ନିରନ୍ତର…

କଂଗ୍ରେସ ଛାଡ଼ିଲେ ବିଜୟ ପଟ୍ଟନାୟକ, କହିଲେ-‘ଦଳରେ ମୋ ପ୍ରେଷ୍ଟିଜ୍ ନାହିଁ’

ନୂଆଦିଲ୍ଲୀ,୧୬।୮: କଂଗ୍ରେସ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ବିଜୟ କୁମାର ପଟ୍ଟନାୟକ। ମେଲ୍‌ ଯୋଗେ ତାଙ୍କର ଇସ୍ତଫା ପତ୍ରକୁ ସେ AICCକୁ ପଠାଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଗଜପତି ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପୂର୍ବରୁ ବିଜୟଙ୍କୁ ପ୍ରଥମେ ପ୍ରଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?